ଧାତୁ ପତଳା ହେବାର କାରଣ କ’ଣ ? ଏବେ କଣ କରିବା ଉଚିତ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ପସ୍ତେଇବେ…..ଆପଣ ଏ ଭୁଲ କରୁନାହାଁନ୍ତି ତ ?

ଶରୀର ହେଉଛି ଆମ ସାଧନା ର ଦ୍ଵାର । ଏହି ଶରୀର କୁ ସୁସ୍ଥ ଓ ମନ କୁ ଶାନ୍ତ ରଖିବା ପାଇଁ ଓ ଜୀବନ ରେ ଉନ୍ନତି କରିବା ପାଇଁ ଶରୀର ର ଅମୂଲ୍ୟ ରତ୍ନ ଶକ୍ତି ର ସଦୁପଯୋଗ କରିବା ଉଚିତ୍ । ସେ ମଣିଷ ବିବାହିତ ହେଉ କିମ୍ବା ଅବିବାହିତ ହେଉ ସେ ଯଦି ଏହି ରତ୍ନ କୁ ସଂଚାର କରି ଏଇ ଦୁନିଆ ରେ ଯେକୌଣସି କାର୍ଯ୍ୟ କରି ବଞ୍ଚି ଥାଏ ତାର ଜୀବନ ଯାତ୍ରା ସଫଳ ହୁଏ ।

ସେ ପାଠ ପଢ଼ା ରେ ମନ ଲଗାଉ କିମ୍ବା ବ୍ୟବସାୟ ରେ ମନ ଲଗାଉ ସବୁ କ୍ଷେତ୍ର ରେ ତାକୁ ସଫଳତା ମିଳି ଥାଏ । । ଜୀବନ ବଞ୍ଚିବା ତା ପାଇଁ ସହଜ ହୋଇ ଜାଏ ।

ପ୍ରତି ଦିନ ର ଆରମ୍ଭରୁ ରତି ଜାଏ ତା ମୁଖ ରେ ପ୍ରସନ୍ନତା ଦେଖିବାକୁ ମିଳି ଥାଏ । କିନ୍ତୁ ବିର୍ଯ୍ୟ ଶକ୍ତି ହ୍ରାସ ହେବା ଓ ପତଳା ହେବାର କାରଣ ଆପଣ ନିଜେ ଖୋଜି ପାରେ । ମାଇଣ୍ଡ କୁ ସ୍ଥିର କରି ବିଚାର କରନ୍ତୁ ଆପଣ ଆପଣ ବାଲ୍ୟ ଅବସ୍ଥା ରୁ କଣ କରି ଆସିଥିଲେ । କଣ ଆପଣ ସ୍ମାର୍ଟ୍ ଫୋନ୍ ବ୍ୟବହାର କରୁଛନ୍ତି ସ୍ମାର୍ଟ୍ ଫୋନ୍ ରେ କିଛି ଖରାପ୍ ବ୍ୟବହାର କରି କେତେ କୁସଂସ୍କାର ର ଶିକାର ହେଉଛନ୍ତି ଚିନ୍ତା କରିଛନ୍ତି କି ।

କୁସଂଗ ରେ ପଡି ଏହି ସବୁ ଜିନିଷ ପ୍ରତି ଆକର୍ଷିତ ହେବା ଦ୍ଵାରା ବିର ଶକ୍ତି ପତଳା ହେବାକୁ ଲାଗି ଥାଏ ଓ ବାରମ୍ବାର ସ୍ବପ୍ନ ଦୋଷ ହେବାକୁ ଲାଗି ଥାଏ । ଗୋଟିଏ ଦହି ହାଣ୍ଡି ରେ ଗୋଟିଏ ଟୋପା ବିଷ ପକାଇବା ଦ୍ଵାରା ସମ୍ପୂର୍ଣ ଦହି ହାଣ୍ଡି ବିଷାକ୍ତ ହୋଇ ଥାଏ ସେହି ପରି ମନ ରେ କିଛି ବି କୁସଂସ୍କାର ଆଣିବା ଦ୍ଵାରା ମନ ପୁରା ମଳିନ ହୋଇ ଥାଏ। ଆପଣ ଙ୍କ ମନ ଏଥିପାଇଁ ଖରାପ୍ ହେଉଛି କାରଣ ଆଜି କାଲି ର ଖରାପ୍ ଚଳଚ୍ଚିତ୍ର , ଆଇଟମ ଗୀତ ଦ୍ଵାରା ଆପଣ ଙ୍କ ମନ ପ୍ରଭାବିତ ହେଉ ଅଛି ।

ଏହି ପରି ଲାଇଫ କୁ ଆମେ ବ୍ଲୁ ହୋଏଲ୍ ଲାଇଫ କୁହା ଯାଏ । ଯେଉଁ ଲାଇଫ ରେ ଆଜି କାଲି ର ଅଧିକାଂଶ ଯୁବ ପିଢ଼ି ରହି ଅଛି । ଆଜିର ଏହି ଚଳଚ୍ଚିତ୍ର ପୁରୁଷ ମାନଙ୍କୁ ବିର ବନାଇବା ପରିବର୍ତ୍ତେ କା ପୁରୁଷ କରି ଦେଉଚି । ଧିକାର ଏହି ଚଳଚ୍ଚିତ୍ର କୁ ଅଭିନେତା ଅଭିନେତ୍ରୀ ଙ୍କୁ । ଯେଉଁ ମାନେ ବିଚାର କରି ପାରନ୍ତି ଏହି ପରି ଭିଡିଓ ମୋବାଇଲ ରେ ଦେଖିଲେ ଏହା ଯୁବ ପିଢ଼ି ଓ ଛାତ୍ର ଛାତ୍ରୀ ଙ୍କ ଉପରେ କଣ ପ୍ରଭାବ ପକାଇବ ।

ଆପଣ ଏହି ପରି କିଛି ଖରାପ୍ ଗୀତ ଦେଖନ୍ତୁ ନାହିଁ ଯାହା ଦ୍ଵାରା ଆପଣ ଙ୍କ ମନ ଖରାପ୍ ହେଇ ଯାଉଛି । ସବୁବେଳେ ପଜେଟିଭ୍ ଭିଡିଓ ଦେଖନ୍ତୁ ଯାହା ଦ୍ଵାରା ଆପଣ ନିଜ ଜୀବନ ଖୁସି ରେ ବ୍ୟତୀତ କରି ପାରିବେ । ମନୋରଞ୍ଜନ ଠାରୁ ବିବେକ ରଞ୍ଜନ ଅଧିକ ସୁଖ ଦାୟକ ଅଟେ। ତେବେ ଖରାପ୍ ଚଳଚ୍ଚିତ୍ର କୁ ଦେଖନ୍ତୁ ନାହିଁ । ଖରାପ୍ ଚଳଚ୍ଚିତ୍ର କରୁଥିବା ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆଦର୍ଷ ମାନନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।