ଆଶ୍ଚର୍ଯ୍ୟ ଘଟଣା ! ଗୋଟିଏ ରୁମରେ ଅକସ୍ମାତ୍ (ବାଘ ସହିତ ଲକ୍ ହେଲା କୁକୁର ) ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ……

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଜଣେ କୁକୁର ତାର ମୃତ୍ୟୁ ମୁଖରୁ କିପରି ବଞ୍ଚିଛି ତାହା କେବଳ ସେ ହିଁ ଜାଣିଥିବ । ତେବେ ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ ମାତ୍ର ହଠାତ ଆପଣ ମାନେ ମୃତ୍ୟୁ ମୁଖକୁ ନିଜ ପାଖରେ ଦେଖିଲେ କେମିତ ଲାଗୁଥିବ ସେହି ସମସ୍ୟାର ଯେ ସାମ୍ନା କରିଥିବ ସେ ହିଁ କେବଳ ଜାଣିଥିବ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ବାଘ ସହତ ଫସିଲ ବୁଲା କୁକୁର , ଟଇଲେଟରେ ବାଘ ସହିତ ଲକ ହୋଇଗଲା ବୁଲା କୁକୁର ତାପରେ ଏମିତି କିଛି ଘଟିଗଲା ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତେବେ ଶେଷରେ କଣ ଘଟିଲା କଣ ବୁଲା କୁକୁରଟି ସୁରକ୍ଷିତ ଭାବରେ ବାହାରକୁ ବାହାରି ପାରିଲା କି ନା ବାଘ ତାହାକୁ ଖାଇଗଲା । ଏହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତାହା ପରେ ବୁଲ କୁକୁର ସହିତ କଣ ଘଟିଲା ଆସନ୍ତୁ ଜାଣବା ସେ ବିଷୟରେ ।

କର୍ଣ୍ଣାଟକର ବିଲିନିକ ଗ୍ରାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଲି ଘଟଣା ଘଟିଛି । ବାଘ ସହିତ ଜଣେ ବୁଲା କୁକୁର ଟଏଲେଟ ଭିତରେ ବନ୍ଦ ହୋଇ ରହିଯାଇଛି ବୋଲି ସୂଚନା ମିଳିଥିଲା । ଏହି ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଗୋଟିଏ କୁକୁର ବୁଲା ଥିଲା ବୋଲି ଜଣେ ବାଘ ଦେଖିଥିଲା ଏହା ପରେ ସେ ତାର ପିଛା କରିଥିଲା । ବାଘ କବଳରୁ ବଞ୍ଚିବା ପାଇଁ ଜଣେ କୁକୁରଟି ଟଏଲେଟ ଭିତରକୁ ପଶି ଯାଇଥିଲା ।

ମାତ୍ର ବାଘଟି ମଧ୍ୟ କୁକୁରକୁ ପିଛା କରି ତା ଭିତରେ ପଶି ଯାଇଥିଲା । ବାଘ ଏବଂ କୁକୁରର ଦୌଡାଦୌଡି ଘଟଣା ସ୍ଥାନୀୟ ଅଞ୍ଚଳରେ କିଛି ଲୋକମାନେ ଦେଖିଥିଲେ । ଉଭୟ ଜନ୍ତୁ ଟଏଲେଟରେ ପଶିବା ପରେ ଜଣେ ବ୍ୟକ୍ତି ବାହାରୁ ସେହି ଟଏଲେଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ଏହା ପରେ ସେ ପୋଲିସ ଏବଂ ବନବିଭାଗକୁ ଖବର ଦେଇଥିଲେ ।

 ସେହି ଭିଡିଓରୁ ଜଣାପଡିଥକିଲା କି ବାଘ ଏବଂ କୁକୁର କିପରି ସେହି ଟଏଲେଟରେ ପ୍ରବେଶ କରିଥିଲେ ଏବଂ ସେହି ଦୁଇଡଣ କୁକୁର ଗୋଟିଏ କୋଣ ଭିତରେ ଏବଂ ବାଘ ଗୋଟିଏ କୋଣ ଭିତରେ ରହିଥିଲା । ଦୀର୍ଘ ସାତଘଣ୍ଟା କାଳ ଉଭୟ ଏହା ଭିତରେ ପଶି ରହିଥିଲେ ।

ଏହାପରେ ଟଏଲେଟରେ ଥିବା ଏକ ଛୋଟ କୋଣରେ ଜଣେ କର୍ମଚାରୀ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ । ସେମାନେ ଜାଲ ବାନ୍ଧି ବାଘକୁ କାବୁ କରିବାକୁ ଚାହିଁଥିଲେ । ହେଲେ ବାଘଟି ଛାତ ଏବଂ ଜାଲ ଛିଣ୍ଡାଇ ସେଠାରୁ ପଳେଇ ଯିବା ପାଇଁ ଚେଷ୍ଟା କରିଥିଲା । ତେବେ ଶେଷରେ ବହୁତ ଚେଷ୍ଟାରେ ପରେ ବନବିଭାଗ କର୍ମଚାରୀ ମାନେ କୁକୁରକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।