ପ୍ରେମ ମାନେନି ବାଡବତା : ରାଜରାସ୍ତାରେ ସିନ୍ଦୂର ପିନ୍ଧିଲା ପ୍ରେମିକା, ପ୍ରେମିକର ପାଦ ଛୁଇଁ ଆଶୀର୍ବାଦ ନେଲା, ଦେଖନ୍ତୁ ଭିଡିଓ ସେୟାର କରି ସମସ୍ତ ଙ୍କୁ ଜଣାଇ ଦିଅନ୍ତୁ…

ଆପଣ ମାନେ ତ ଜାଣିଛନ୍ତି ଏବେ ପେବୃଆରୀ ମାସ ଚାଲିଛି ତେବେ ଏବେକା ସମୟରେ ବିଭିନ୍ନ ପ୍ରକାର ନୂଆ ଘଟଣା ମାନ ସମସ୍ତ ଆମ ମାନଙ୍କ ସାମ୍ନାରେ ଦେଖିବାକୁ ମିଳୁଚି , କାରଣ ଏହି ମାସ ହେଉଛି ପ୍ରେମ ସପ୍ତାହର ମାସ ବିଶେଷ କରି ଫେବୃଆରୀ 7 ରୁ ଫେବୃଆରୀ 14 ପର୍ଯ୍ୟନ୍ତ ପ୍ରେମ ସପ୍ତାହ ଚାଲିରହିଥାଏ । ତେବେ ଏହି ସମୟରେ ପ୍ରେମିକ ପ୍ରେମିକା ମାନେ ନିଜର ପ୍ରେମକୁ ନିଜର ସାଥି ନିକଟରେ ପ୍ରକାଶ କରନ୍ତି ବା ଯେଉଁ ପ୍ରେମୀ ଯୁଗଳ ମାନେ ରହିଛନ୍ତି ସେମାନେ ଏହି ସପ୍ତାହର ସମସ୍ତ ନିୟମକୁ ମାନିଥାନ୍ତି । ଏହା ସହିତ ଏହି ପ୍ରେମ ସପ୍ତାହର ସମସ୍ତ ପ୍ରେମୀଯୁଗଳ ନିଜ ପ୍ରେମ ପାଇଁ ଶପଥ ଗ୍ରହଣ ମଧ୍ୟ କରନ୍ତି ।

ଆଜିର ଏହି ପ୍ରେମ ସପ୍ତାହରେ ସବୁଠୁ ବେଶି ପାଳନ କରନ୍ତି ପ୍ରେମୀ ମାନେ ହଗ ଡ ଆଉ କିସ ଡେ । ଏହି ସମୟରେ ଅନେକ ବିଡିଓ ମଧ୍ୟ ଭାଇରାଲ ହେବରାେ ଲାଗିଥାଏ । କାରଣ ଏବେକା ସମୟରେ ସେମିତି ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି , ଯେଉଁଥିରେ ପ୍ରେମୀ ମାନେ ପ୍ରେମ ଦିବସ ପାଲନ କରିବା ପାଇଁ ରାସ୍ତା ଘାଟ ମଧ୍ୟ ମାନୁନାହାନ୍ତି । ପ୍ରେମରେ ପାଗଳ ହୋଇ ସେମାନେ ନିଜର ସୀମାକୁ ଭୁଲିଯାଇଛନ୍ତି ।

ପୁରୀର ଶୁକ୍ରବାର ଦିନ ଅର୍ଥାତ ପ୍ରେମ ସପ୍ତାହ ହିସାବରେ ହଗ ଡେ ଦିନ ଏପରି ଏକ ଭିଡିଏ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖାଯାଇଛି କି ପ୍ରେମିକ ରାଜରାସ୍ତାରେ ପ୍ରେମିକାର ମୁଣ୍ଡରେ ସିନ୍ଦୂର ଲଗାଇଛି ଏବଂ ସିନ୍ଦୁର ଲଗାଇବା ପରେ ପ୍ରେମିକା ତାର ପ୍ରେମିକକୁ ମୁଣ୍ଡିଆ ମାରିଛି । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବହୁଚ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓଟି ସାତ ସେକେଣ୍ଡର ଅଟେ ମାତ୍ର ଏହା ସାତ ସେକେଣ୍ଡରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରୁ ଜଣାପଡୁଛି କି ପ୍ରେମୀ ଯୁଗଳ ମାନେ ଏକ ନିର୍ଦ୍ଦିଷ୍ଟ ୟୁନିଫର୍ମ ପିନ୍ଧିଛନ୍ତି ଯେଉଁଥିରୁ ଜଣାପଡୁଛି କି ସେମାନେ କୌଣସି କଲେଜର ପିଲା ଅଟନ୍ତି । ତେବେ ପାଠ ପଢିବାକୁ ଆସି ଏପରି କାମ କରିବା କେତେ ଦୂର ଠିକ ତାହା ସେମାନେ ଭାବିପାରିନାହାନ୍ତି ।

ପ୍ରେମ କରୁଛନ୍ତି ଭୁଲ ନୁହେଁ ମାତ୍ର ତାହାର ମର୍ଯ୍ୟଦା ରଖିବା ନିତାନ୍ତ ଆବଶ୍ୟକ । ପ୍ରେମକୁ ଏପରି ରାସ୍ତା ଘାଟରେ ଚହଳ ପକେଇ ଏପରି କରିବା ଆଦୌ ଉଚିତ ନୁହେଁ ମାତ୍ର ଆଜିର ଯୁବପିଢି ମାନେ ତାହାକୁ ମାନିବା ପାଇଁ ନାରାଜ । ଏହି ଭିଡିଓଟି ପୁରୀର ମଙ୍ଗଳାପାଟ-ଷ୍ଟଲିଂ ବାଇପାସ୍ ରାସ୍ତାର ଅଟେ , ଏହା ସହିତ ସେମାନଙ୍କର ସହମତିରେ ତାର ସାଙ୍ଗ ମାନେ ଏହି ଭିଡିଓ ସୁଟିଂ କରିଥିଲେ ମାତ୍ର ତାହାକୁ କିଏ ପୋଷ୍ଟ କରିଛି ତାହା ଜଣାପଡିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।