ଆପଣ ମାନଙ୍କୁ ଆମେ ମା ” କୁ ନେଇ ଏମିତି ଗୋଟିଏ କଥା କହିବୁ ଯାହା ଶୁଣିଲେ ଆଖିରୁ ଲୁହ ଆସିଯିବ ! ଯଦି ଆପଣ ସତରେ ମା କୁ ଭଲପାଉଥିଲେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ,,

ଆଜି ଆମେ ଆପଣ ମାନଙ୍କୁ ମାକୁ ନେଇ କରି ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣଙ୍କର ଆକଖିରୁ ଲୁହ ଆସିଯିବ । ଗୋଟିଏ ଗ୍ରାମରେ ଜଣେ ପୁଅ ଏବଂ ଜଣେ ମା ରହୁଥିଲେ ମାତ୍ର ତାର ପୁଅ ତା ମା କୁ ଭଲ ପାଉନଥିଲା କକାରଣ ତା ମାର ଗୋଟିଏ ଆଖି ନଥିଲା । ଏଥିପାଇଁ ପୁଅଟି ମା ଉପରେ ବହୁତ ରାଗୁଥିଲା । ଦିନେ ପୁଅର ସ୍କୁଲରେ ସାମସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଯେଉଁଠିକୁ ତା ମା ମଧ୍ୟ ଯାଇଥିଲା ମାତ୍ର ମା କୁ ସ୍କୁଲରେ ଦେଖି ପୁଅ ବହୁତ ରାଗିଗଲା ଏବଂ ସେ ସେଠାରୁ ଉଠି ପଳେଇଗଲେ ।

ତାର ପରଦିନ ଯେବେ ସସେ ସ୍କୁଲ ଗଲା ତାର ସାଙ୍ଗ ମାନେ ତାଙ୍କୁ ବହୁଚ ଚିଡାଇଲେ କି ତୋ ମାର ଗୋଟିଏ ଆଖି , ଏହା ଶୁଣି ତାକୁ ଆହୁରି ରାଗ ଲାଗିଲା । ତାପରେ ସେ ତାର ମା କୁ ଘରକୁ ଯାଇ କହିଲା ମା ତୁ ମୋ ସ୍କୁଲକୁ କଣ ପାଇଁ ଗଲୁ ତୋର ଏ ଗୋଟିଏ ଆଖି ପାଇଁ ମୋତେ ସାଙ୍ଗ ମାନେ ବହୁତ କଥା କହୁଛନ୍ତି ମୋତେ ବି ତୋର ଗୋଟେ ଆଖି ପାଇଁ ଭଲ ଲାଗେନି । ଏହା ଶୁଣି ତାର ମା ତାକୁ କିଛି କହିଲା ନାହିଁ ମାତ୍ର ପୁଅଟି ବହୁତ ଖୁସି ଥିଲା କି ସେ ଯାହା କହିବା ପାଇଁ ଚାହୁଁଥିଲା ସେ କହିଦେଲା ।

ଏହା ପରେ ପୁଅଟି ବଡ ହେବା ପରେ ବାହାରକୁ ପଢିବା ପାଇଁ ପଲେଇଗଲା ଏବଂ ସେଠାରେ ଯାଇ କରି ଚାକିରୀ କରିଥିଲା ଯାହା ପରେ ସେଠାରେ ବହୁତ ସୁନ୍ଦର ଘର ମଧ୍ୟ ତୋଳିଥିଲା ଏପଟେ ତାର ମା ଏକା ଥିଲା ମାତ୍ର ମାର କଥା ତାକୁ କେବେବି ମନେ ପଡିଲା ନାହିଁ । ସେଠାରେ ରହିବା ପରେ ସେ ବିବାହ କଲା ବିବାହ ପରେ ତାର ଏକ ଝିଅ ମଧ୍ୟ ହେଲା ।

ଏହା ପରେ ଦିନେ ତାର ମା ତା ପୁଅ ପାଖକୁ ଆସିଥିଲା ସେ ବୁଢୀ ହୋଇଯାଇଥିଲା ଯେତେବେଲେ ସେ ତାର ପୁଅକୁ ଦେଖିଲା ତାର ନାତୁଣି ତାକୁ ଦେଖି ଡରି ଘରକୁ ପଳେଇଲା । ସେହି ସମୟରେ ତାର ପୁଅ ତାର ମାକୁ ଚହ୍ନିଲା ନାହିଁ ଏବଂ କହିଲା ତମେ କିଏ ତୁମକୁ ଦେଖି ମୋ ଝିଅ ବହୁତ ଡରିଗଲା ତମେ ଜଲଦି ଏଠାରୁ ପଳାଅ । ମା ବହୁତ ଆସା ନେଇ କରି ପୁଅ ପାଖକୁ ଆସିଥିଲା ମାତ୍ର ପୁଅର ଏପରି କଥା ଶୁଣି ଆଖିରେ ଆଖିଏ ଲୁହ ଧରି ସେ ତାର ଗ୍ରାମକୁ ପଳେଇଲା ।


ଏହା ପରେ ଦିନେ ସେହି ପୁଅର ଗ୍ରାମର ସ୍କୁଲରେ ଗେଟ ଟୁଗେଦାର ହୋଇଥିଲା ଯାହା ପରେ ସେ ସେଠାକୁ ଯାଇଥିଲା ଏବଂ ସ୍କୁଲରୁ ଫେରିବା ସମୟରେ ସେ ତାର ସେହି ଛୋଟ ଘରକୁ ଯିବା ପାଇଁ ଚାହିଁଲା ମାତ୍ର ଯେତେବେଳେ ଯାଇ ଦେଖିଲା ତାର ମା ଶବ ପାଲଟିଯାଇଛନ୍ତି । ହେଲେ ତା ମନରେ ଟିକେ ଦୁଃଖ ନଥିଲା ।

ଏହା ପରେ ମାର ହାତରେ ଥିବା ଚିଠିଟି ପଢି ଦେଖିସା । ଯେଉଁଥିରେ ଲେଖା ହୋଇଥିଲା ମୁଁ ତୋ ବାଟକୁ ଚାହିଁବସିଥିଲା ହେଲେ ତୁ ଆସିଲୁ ନାହିଁ । ଶେଷ ମୂହୂର୍ତ୍ତରେ ତତେ ଦେଖିବା ପାଇଁ ଚାହିଁଥିଲା ହେଲେ ଦେଖିପାରିଲି ନାହିଁ । ପିଲା ବେଳେ ତୋର ଆକ୍ସିଡେଣ୍ଟ ହୋଇଥିଲା ଯେଉଁଥିରେ ତୋର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା ।

ହେଲେ ମୁଁ ତ ମା ନା ତୋର ସେପରି ଅବସ୍ଥା ନଦେଖିପାରିବାରୁ ମୋର ଗୋଟ ଆଖି ତତେ ଦେଇଥିଲା । ମା ର ଏରି କଥା ଶୁଣି ପୁଅର ପାଦ ତଳୁ ମାଟି ଖସିଗଲା । ସେ ଶେଷରେ ବହୁତ କାନ୍ଦିଲା ହେଲେ ଆଉ ସେତେବେଲେକୁ କଣ ବା ବାକି ଥିଲା । ତେଣୁ ଆପଣ ମାନେ କେବେବି କାହାର ଧନକୁ ଦେଖି ତାହାକୁ ଘୃଣା କରିବେ ନାହିଁ , ଏହା ସହିତ ଆମ ମାନ ଯେମିତି ମଧ୍ୟ ହେଉ ତଥାପି ସେ ଆମର ମା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।