ଖୁସି ଖବର-କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି କର୍ମଚାରୀ ମାନଙ୍କୁ ସପ୍ତାହକୁ ମିଳିବ 3 ଦିନ ଛୁଟି ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ ! ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ…

କର୍ମଚାରୀଙ୍କ ପାଇଁ ଖୁସି ଖବର ,ଏଥର ସପ୍ତାହରେ ଗୋଟିଏ ଦିନ ନୁହେଁ ବରଂ 3ଦିନ ଛୁଟି ମିଳିବ । ତେବେ ବର୍ତ୍ତମାନ ସମୟରେ ବଞ୍ଚିବା ପାଇଁ ଭଲ ଚାକିରିଟିଏ କରିବା ନିହାତି ଦରକାର । ରୋଜଗାର ନ କରିଲେ ଆଜିର ସମୟରେ କେହି କାହାର ନୁହଁନ୍ତି କି ଆପଣଙ୍କୁ କେହି ଜାଣିନାହାଁନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ସବୁବେଳେ ନିୟୋଜିତ ରହି ରୋଜଗାର କରିଥାନ୍ତି ସେ ସରକାରୀ ହେଉ କିମ୍ବା ବେସରକାରୀ ।

ସୂଚନା ଅନୁସାରେ ସଂଶୋଧନରେ ଶ୍ରମ ଆଇନ ନିଆଯିବ । ପ୍ରତ୍ୟେକ ଦିନ କାମ କରି ବିରକ୍ତ ହେଉଛନ୍ତି କର୍ମଚାରୀ ,କାହିଁକି ନାଁ ସପ୍ତାହ ରେ କେବଳ ଗୋଟିଏ ଦିନ ହିଁ ଛୁଟି ମିଳୁଛି କର୍ମଚାରୀ ମାନଙ୍କୁ । ମାତ୍ର ବର୍ତ୍ତମାନ ସମୟରେ ଶ୍ରମ ଆଇନ୍ ଲାଗୁ ହୋଇଛି । ଆଉ ଏହି ଶ୍ରମ ଆଇନ୍ ଅନୁସାରେ ସପ୍ତାହରେ 4 ଦିନ କାମ କରିବେ କର୍ମଚାରୀ ଏବଂ 3 ଦିନ ପର୍ୟ୍ୟନ୍ତ ସେମାନଙ୍କୁ ଛୁଟି ମିଳିବ ।

ତେବେ କର୍ମଚାରୀ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର, ବହୁତ ଶିଘ୍ର କର୍ମଚାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ନେଇ ପାରନ୍ତି ବହୁତ ବଡ ନିଷ୍ପତି । ଆଉ ଏଥିରେ ଜଣେ ବ୍ୟକ୍ତି ସର୍ବାଧୀକ 48 ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆ ଯାଇଛି ଏବଂ ଏହା ସହିତ ମଧ୍ୟ ଅନେକ ନିୟମ ସବୁରେ କୋହଳତା କରାଯିବ ବୋଲି ଜଣା ପଡିଛି ବା ଅନୁମାନ କରା ଯାଉଛି ।

ଆଉ ଏହି ନିୟମ ଅନୁସାରେ ଏଣିକି ଜଣେ ବ୍ୟକ୍ତି ବା ଜଣେ କର୍ମଚାରୀ ପ୍ରତ୍ୟେକ ଦିନ 12 ଘଣ୍ଟା କାମ କରିବ ଏବଂ ସର୍ବମୋଟ ଭାବରେ କହିବାକୁ ଗଲେ ସପ୍ତାହରେ 4 ଦିନ କାମ କରିବେ ଜଣେ କର୍ମଚାରୀ ,ଆଉ ସପ୍ତାହକୁ 3 ଦିନ ଛୁଟି ମିଳିବ ଜଣେ କର୍ମଚାରୀଙ୍କୁ । ଏନେଇ ବର୍ତ୍ତମାନ ଜୋରସୋର୍ ରେ ଯୋଜନା ପ୍ରସ୍ତୁତ ହେଉଛି ଏବଂ ଏହି କାରଣରୁ ବା ଏହି ନିୟମ ଅନୁସାରେ କାମ କରିବାର ସମୟ 8 ରୁ 12 ଘଣ୍ଟାକୁ ବୃଦ୍ଧି କରିବାକୁ ପିଡବ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ,କେନ୍ଦ୍ର ସଚିବ କହିଛନ୍ତି କର୍ମଚାରୀ ମାନଙ୍କ ପାଇଁସର୍ବାଧୀକ 48 ଘଣ୍ଟା କାମ କରିବାକୁ ନିୟମ ଲାଗୁ ହେବ । ଏହାସହିତ ଜଣେ କର୍ମଚାରୀ ନିଜ ଦୈନିକ କାର୍ଯ୍ୟ ଅବଧୀରେ ପରିବର୍ତ୍ତନ କରିପାରିବେ । ଅର୍ଥାତ ଗୋଟିଏ ଦିନ ଜଣେ କର୍ମଚାରୀ 10-12 ଘଣ୍ଟା କାମ କରି ଅନ୍ୟ ଦିନରେ 6 ଘଣ୍ଟା କାମ କରିପାରିବେ ।

ଏହାସହିତ ସପ୍ତାହରେ 6 ଦିନ କାମ କରିବା ବଦଳରେ ମାତ୍ର 4-5 ଦିନରେ ନିଜର କାମ ଶେଷ କରିପାରିବେ । ବର୍ତ୍ତମାନ ଗୋଟିଏ ଦିନର କାର୍ଯ୍ୟ ସମୟ 6 ଘଣ୍ଟା ଥିବା ବେଳେ 6 ଦିନର ସମୟ ରହିଛି ଏବଂ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳୁଛି ।

ତେ୍ବେ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର 4ଟି ଲେବର୍ କୋର୍ଟ ନିୟମକୁ ଅନ୍ତିମ ରୂପ ଦେଇ ପାରେ ବୋଲି ସୂଚନା ମିଳୁଛି । ମୋଟ ଉପରେ କହିବାକୁ ଗଲେ ଯଦିଓ ଶ୍ରମ ବିଭାଗ ଏପରି ଆଇନ କରିବ ଏହା କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବହୁତ ବଡ ଖୁସିର ଖବର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।