ପୁଣି ଚର୍ଚ୍ଚାରେ ବର୍ଷା ! ସ୍ବାମୀ ଙ୍କ ଠାରୁ ଅଲଗା ହେବା ପରେ ଏବେ ବାବୁସାନ ଙ୍କ ପରିବାର ସହିକ ସମ୍ପର୍କ ଯୋଡିଲେ ବର୍ଷା ପ୍ରିୟଦର୍ଶନୀ ! ଭିଡିଓ ହେବେ ସୋସିଆଲ ମିଡିଆରେ ଭାଇରାଲ….

ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି ।

ଅଲିଉଡର ସୁପରଷ୍ଟାର, ଦିଗଜ୍ଜ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ଏକମାତ୍ର ସୁଯୋଗ୍ୟ ପୁତ୍ର ବାବୁସାନ୍ ଯିଏକି ବାପାମାଁଙ୍କ ପରି ଅଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି ।

ଅଲିଉଡର ଆଗ ଧାଡିର ସଫଳ ତଥା ଅଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ କିଏ ବା ନଜାଣେ । ଯୁବକ ଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅଭିନୟରେ ମୁଗ୍ଧ ତଥା ହସିହିସି ବେଦମ୍ ହୋଇଯାାନ୍ତି । ପ୍ରାୟ ସୁପରହିଟ ଫିଲ୍ମ ମାନଙ୍କରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳିଥାଏ ,ଏହା ସହିତ ସବୁ ଫିଲ୍ମରେ ତାଙ୍କର ସୁପରହିଟ ଅଭିନୟ ମଧ୍ୟ ଦେଖିବାକୁ ମିଳେ ।

ତେବେ ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ଯୋଜି ଅନୁଭବ ମହାନ୍ତି ଏବଂ ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ତିକ୍ତତା ଚାଲିଛି ଏବଂ ଘରୋଇ ହିଂସାକୁ ନେଇ ଛାଡପତ୍ର ହେବାକୁ ୟାଉଛି । ତେଣୁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ଘରେ ରହିଲେ ମଧ୍ୟ ଅଲଗା ଅଲଗା ରହୁଛନ୍ତି ।

ଆଉ ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଅନୁଭବ-ବର୍ଷାଙ୍କ ବିବାଦ କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି କିନ୍ତୁ ଏହା ଭିତରେ ବର୍ଷା ତାଙ୍କର ବିଭିନ୍ନ ସାମାଜିକ ତଥା ଜନହିତକର କାର୍ଯ୍ୟକରି ବେଶ୍ ଚର୍ଚ୍ଚା ଏବଂ ପ୍ରଶଂସାର ପାତ୍ରୀ ମଧ୍ୟ ହୋଇ ପାରିଛନ୍ତି ।


ତେବେ ବର୍ତ୍ତମାନ ସମୟରେ ଯାହା ଦେଖିବାକୁ ମିଳୁଛି ବର୍ଷା ପ୍ରିୟଦର୍ଶନୀ ଅଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଫ୍ୟାମିଲି ସହ ବୁଲାବୁଲି କରୁଛନ୍ତି । ନିକଟ ରେ ବର୍ଷା ପ୍ରିୟଦର୍ଶନୀ ବାବୁସାନ ମହାନ୍ତିଙ୍କ ବାପା ଉତ୍ତମ ମହାନ୍ତି ଏବଂ ମାଁ ଅପରାଜିତା ମହାନ୍ତିଙ୍କ ସହ ଦେଖିବାକୁ ମିଳିଛନ୍ତି । ଯାହା ସୂଚନା ମିଳିଛି ଖୁବି ଶିଘ୍ର ବାବୁସାନ୍ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ଓଡିଆ ଫିଲ୍ମ ।

ଯେଉଁ ଫିଲ୍ମ ରେ ପ୍ରଥମ ଥର ପାଇଁ ଦର୍ଶକ ମାନେ ସୁପରଷ୍ଟାର ବାବୁସାନ୍ ମହାନ୍ତି ଏବଂ ଅଲିଉଡ କ୍ୟୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କ ଲଭ୍ ରୋମାନ୍ସ ଦେଖିବାକୁ ପାଇବେ । ଯାହାର ସୁଟିଂ ଖୁବି ଶିଘ୍ର ଆରମ୍ଭ କରି ଯିବ । ଏହି ନୂଆ ଓଡିଆ ଫିଲ୍ମ ଟି ରେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଗୁରୁତ୍ବପୂର୍ଣ୍ଣ ଚରିତ୍ର ରେ ଅଭିନୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।