ଫେମସ Album ଓଡିଆ ଅଭିନେତ୍ରୀ Lipi Mohapatra (ତାରିଣୀ) ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ ଏହାକୁ ନେଇ କଣ କହିଛନ୍ତି ଲିପି ମହାପାତ୍ର….

ଆଜି ଆମେ ଆପଣ ମାନଙ୍କୁ ଜଣେ ଅଭିନେତ୍ରୀଙ୍କର ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ହିଁ ପସନ୍ଦ କରୁଥିବେ । ଆପଣ ମାନେ ତ ଜାଣିଛନ୍ତି କି ଜଣେ ହିରୋଇନ ହେବାକୁ ଗଲେ କେତେ କଷ୍ଟ କରିବାକୁ ପଡେ କାହିଁକିନା ହିରୋଇନ ହେବା ଏତେ ସହଜ ନୁହେଁ ଏଥିପାଇଁ ବହୁତ କଷ୍ଟ ରହିଛି । ଆପଣ ସମସ୍ତେ ଅଭିନୟ କରିପାରିବେ ନାହିଁ ଅଭିନୟ କରିବାର କଳା ରହିଥିବା ଦରକାର ଏବଂ ସେହି ଅଭିନୟ ସମସ୍ତଙ୍କର ମନକୁ ଛୁଇଁଥିବା ନିତାନ୍ତ ଆବଶ୍ୟକ ।

ଏହା ସହିତ ଯଦି ଜଣେ ସୁନ୍ଦର ହୋଇଥିବ ଏବଂ ସୁନ୍ଦର ଅଭିନୟ କରୁଥିବ ତେବେ ଲୋକମାନଙ୍କର ହୃଦୟରେ ତାର ପାଇଁ ବହୁତ ଶୀଘ୍ର ଜାଗା ତିଆରି କରିହେବ । ଏହା ସହିତ ଦର୍ଶକ ମାନେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିବେ ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ବା ଆଲବମ କୁଇନ ଆଜିର ସମୟରେ ତାରା ତାରିଣୀ ସିରିଏଲରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଲିପି ମାହପାତ୍ରଙ୍କର ବିଷୟରେ କହିବୁ । ଯାହାଙ୍କର ପ୍ରକୃତ ନାମ ହେଉଛି ସୁଶ୍ରୀ ସଂଙ୍ଗିତା ମହାପାତ୍ର । ଯାହାଙ୍କର ଜନ୍ମ ହେଉଛି ବ୍ରହ୍ମପୁରରେ ସେ 20 ଜାନୁଆରୀରେ ଜନ୍ମ ଗ୍ରହଣ କରିଥିଲେ ।

ମାତ୍ର ତାଙ୍କର ପ୍ରକୃତ ଘର ହେଉଛି ଅର୍ଥାତ ତାଙ୍କର ବାପା ମା ଯେଉଁଠାରେ ରହନ୍ତି ତାହା ହେଉଛି ସମ୍ବଲପୁର । ମାତ୍ର ସେବ୍ରହ୍ମପୁରରେ ଜନ୍ମ ହୋଇଥିଲେ ଏବଂ ସେହିଠାରେ ପାଠ ପଢା ଆରମ୍ଭ କରିଥିଲେ । ଆଜି ଆମେ ସେହି ଲିପିଙ୍କର ବିଷୟରେ କିଚି ଅଜମା କଥା ସଂପର୍କରେ କହିବୁ ।

ଲିପି ମହାପାତ୍ରଙ୍କର ବାପା ହେଉଛନ୍ତି ଜଣେ ଆଇଏସ ଅଫିସର , ତେଣୁ ତାଙ୍କର ପିତା ଲିପିଙ୍କୁ ଜଣେ ଆଇପିଏସ କରିବା ପାଇଁ ଚାହିଁଥିଲେ ମାତ୍ର ଲିପିଙ୍କର ମା ଚାହିଁଥିଲେ କି ଲିପି ଜଣେ ଓଲିଉଢର ହିରୋଇନ ହୁଅନ୍ତୁ ବୋଲି । ଲିପି ପିଲା ଦିନରୁ ହିଁ ଡେନ୍ସ ଏବଂ ଗୀତ ସହିତ ଅଭିନୟ କରିବା ପାଇଁ ବହୁତ ପାଉଥଲେ । ଯେଉଁଥିପାଇଁ କି ସେ କଲେଜରେ ପାଠ ପଢିବା ସମୟରେ ଆଲବମରେ ମଧ୍ୟ ଅବିନୟ କରିଥିଲେ । ଲିପି ପ୍ରାୟତଃ 3000 ରୁ ଅଧିକ ଆଲବମ କହିଛନ୍ତି ଯେଉଁଥିପାଇଁ ତାଙ୍କୁ ଆଲବମ କୁଇନ ମଧ୍ୟ କୁହାଯାଏ ।

ଲିପିଙ୍କର ପ୍ରଥମ ଫିଲ୍ମ ଥିଲା ଓମ ଶାନ୍ତି ଓମ , ଯେଉଁଥିରେ ସେ ବହୁତ ପ୍ରସିଦ୍ଦି ଲାଭ କରିଥିଲେ । ଲିପିଙ୍କର ଅନେକ ଫିଲ୍ମ ରହିଛି ଏବଂ ସେ ଅନେକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ଲିପିଙ୍କର ବ୍ରହ୍ମପୁର ଏବଂ ଭୁବନେଶ୍ୱରରେ ଘର ରହିଛି ଏହା ସହ ଦୁଇଟି ଲକଜରି କାର ମଧ୍ୟ ରହିଛି । ଲିପି ଗୋଟିଏ ଆଲବମ କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ନେଇଥାନ୍ତି ଏବଂ ଗୋଟିଏ ସିରିଏଲ ପାଇଁ 30 ରୁ 40 ଲକ୍ଷ ନୋଇଥାନ୍ତି । ତେବେ ଏବେକା ସମୟରେ ଲିପିଙ୍କର ମୋଟ ସଂପତ୍ତି ପାଖାପାଖି 2 ରୁ ଅଢେଇ କୋଟି ହେବ ।