ନିଆରା ମେଡିକାଲ ! ଝିଅ ଜନ୍ମ ହେଲେ ମାଗଣାରେ ଚିକିତ୍ସା । ଦେବାକୁ ପଡିବ ନାହିଁ ଟଙ୍କା ଟି ଏ ବି ଶୁଳ୍କ ! ଦୟାକିର ଏପରି ମେଡିକାଲ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ପୋଷ୍ଟି ନିଶ୍ଚିତ ପଢନ୍ତୁ…

ଶ୍ରୀ ବାଲାର୍ଜୀ ସୁପର ସ୍ପେଷାଲିଷ୍ଟ ହସ୍ପିଟାଲ ର ବଡ ଘୋଷଣା ଝିଅ ଜନ୍ମ ହେଲେ ମାଗଣାରେ ଚିକିତ୍ସା । ଦେବାକୁ ପଡିବ ନାହିଁ ଟଙ୍କା ଟି ଏ ବି ଶୁଳ୍କ । ଡାକ୍ତରଖାନା କତ୍ତୃର୍ପକ୍ଷ ଦେଖେଇଲେ ମହାନତା ,ଏମିତି କିଛି ଘୋଷଣା କରିଲେ ଯାହା କୁ ନେଇ ସାରା ଦେଶରେ ଜୋରଶୋର୍ ଚର୍ଚ୍ଚା ଚାଲିଛି । ପଡୋଶୀ ଛତିଗଡର ରାଜଧାନୀ ରାୟପୁର ରେ ଥିବା ଶ୍ରୀ ବାଲାର୍ଜୀ ସ୍ପେଷାଲିଷ୍ଟ ହସ୍ପିଟାଲ୍ ପକ୍ଷରୁ ବିଶେଷ ଘୋଷଣା କରା ଯାଇଛି । କତ୍ତୃପକ୍ଷ ଙ୍କ ଘୋଷଣା ଅନୁସାରେ ଯଦି କୌଣସି ଦମ୍ପତି ଙ୍କ ସେହି ମେଡିକାଲ୍ ରେ ଝିଅ ଜନ୍ମ ହୁଏ ତେବେ ସଂପୃକ୍ତ ମାତା ପିତା ଙ୍କ ଠାରୁ ଟଙ୍କା ଟି ଏ ବି ନେବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ ।

ଶ୍ରୀ ବାଲାର୍ଜୀ ସୁପର ସ୍ପେଷାଲିଷ୍ଟ ହସ୍ପିଟାଲର ବଡ ଘୋଷଣା ମେଡିକାଲ ରେ କନ୍ୟା ସନ୍ତାନ ଜନ୍ମ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ । ଏହି ବିଶେଷ ଘୋଷଣାର ଲାଭ ଆପଣ ମାନେ ସମସ୍ତେ ପାଇଂ ପାରିବେ ବୋଲି ଜଣା ଯାଇଛି ।

ମିଳିଥିବା ସୂଚନା ଅନୁସାରେ ,ଏହି ବିଶେଷ ସୁବିଧା ଆସନ୍ତା ଫେବୃୟାରୀ ମାସ 15 ତାରିଖ ରୁ ଲାଗୁ ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଲେ ଯେ ଏହି ଦିନ ମେଡିକାଲ କୁ 12 ବର୍ଷ ପୂରୁଛି । ତେଣୁ 12 ବର୍ଷ ପୂର୍ତ୍ତି ଅବସର ରେ ମେଡିକାଲ୍ ପକ୍ଷରୁ ଏମିତି ଘୋଷଣା କରା ଯାଇଥିବା ଜଣା ଯାଇଛି । ମେଡିକାଲ୍ ଏପରି ଘୋଷଣାକୁ ସାଧାରଣରେ ବୂେଶ୍ ପ୍ରଶଂସା ମଧ୍ୟ କରା ଯାଇଛି । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ଆଇଏଏସ୍ ଅବଧୀ ସରଣ ମଧ୍ୟ ଏହାକୁ ବେଶ୍ ପ୍ରଶଂସା କରିଛନ୍ତି ।


ଟ୍ବିଟ କରି ଅୱିନେଶ ଲେଖିଛନ୍ତି ଯେ , ଯଦି ରାୟପୁରର ବାଲାଜି ହସ୍ପିଟାଲ ରେ ଝିଅ ଜନ୍ମ ହୁଏ ତେବେ ଡାକ୍ତରଖାନା ଚିକିତ୍ସା ପାଇଁ ସଂପୃକ୍ତ ସନ୍ତାନ ର ପରିବାରର ଲୋକଙ୍କ ଠାରୁ ଟଙ୍କା ଟି ଏ ବି ନେବ ନାହିଁ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଶିକ୍ଷଣୀୟ ପଦକ୍ଷେପ ଅଟେ । ଡାକ୍ତରଖାନା ସହିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ବିଟ କରି କହିଛନ୍ତି ।

ଏହି ଟ୍ବିଟକୁ ଫେବୃଆରୀ 8 ତାରିଖ ରାତିରେ ପୋଷ୍ଟ କରା ଯାଇଥିଲା । ଆଉ ଏପର୍ଯ୍ୟନ୍ତ 10 ହଜାରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି ଏହା ସହିତ ପ୍ରାୟ 1 ହାଜର ରୁ ଅଧିକ ରିଟ୍ବିଟ କରା ଯାଇଛି । ମୋଟ ଉପରେ କହିବାକୁ ଗଲେ ବେଟି ବଚାଓ, ବେଟି ପଢାଓ ସଂଙ୍କଳ୍ପକୁ ଏହି ମେଡିକାଲ୍ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରୁଛି ।

କାରଣ ଦେଶରେ ଯେଉଁ ଭଳି ଭାବରେ କନ୍ୟା ଭ୍ରୁଣ ହତ୍ୟା ମାମଲା ବଢିବାରେ ଲାଗିଛି ଆଉ ସେହି ସମୟରେ ଗୋଟିଏ ମେଡିକାଲ୍ ପକ୍ଷରୁ ଏପରି ଘୋଷଣା କରାଯାଇଥିବାରୁ ଏପରି ନିଷ୍ପତିକୁ ସମସ୍ତେ ପ୍ରଶଂସା କରିଛନ୍ତି । କେହି କେହି କହୁଛନ୍ତି ଯଦି ଏପରି ପ୍ରତ୍ୟକ ଜିଲ୍ଲାରେ ଏପରି ଗୋଟିଏ ଗୋଟିଏ ମେଡିକାଲ୍ ଖୋଲନ୍ତା ତେବେ କନ୍ୟାସନ୍ତାନ ଏବଂ ଭ୍ରୁଣ ହତ୍ୟା ମାମଲା କମି ପାରନ୍ତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।