ଦେଖନ୍ତୁ ଭିଡିଓ- ବିବାହ ପରେ କେମିତି ଶାଶୁ ଘରେ ଦିନ କାଟୁଛନ୍ତି ଚୁଲବୁଲି ନାୟିକା ଦିବ୍ୟାଦିଶା ! କଣ କରୁଛନ୍ତି ଶାଶୁଘରେ ଆପଣ ଜାଣିଛନ୍ତି କି ?

ଓଡିଆ ଚୁଲବୁଲି ନାୟିକା ଦିବ୍ୟାଦିଶାଙ୍କୁ କିଏ ବା ନ ଜାଣେ । ତେବେ ବିବାହ ପରେ ଏବେ ଦିବ୍ୟାଦିଶା କଣ କରୁଛନ୍ତି ଶାଶୁଘରେ ଆପଣ ଜାଣିଛନ୍ତି । ଜାଣିବାକୁ ଚାହୁଥିଲେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଆଜ୍ଞା ହଁ ଓଡିଆ ଚଳଚିତ୍ର ଜଗତ ରେ ବେଶ୍ ସକ୍ରିୟ ହେଉଛନ୍ତି ଦିବ୍ୟାଦିଶା ମହାନ୍ତି । ଅଲିଉଡ ଜଗତ ରେ ପ୍ରାୟ ହିଟ୍ ଚଳଚିତ୍ର ସବୁ କରି ସେ ଲୋକ ମାନଙ୍କ ହୃଦୟ କୁ ଜିତିଛନ୍ତି । ତେବେ ସେ ସୁନ୍ଦଗଡର ସଲମନ୍ ଖାନ୍ ହେଉ କି ମିଷ୍ଟର ମଜନୁ , ସବୁ ଥିରେ ନିଜର ଜଲୱା ଦେଖାଇ ଲୋକ ଙ୍କ ହଦୟକୁ ଜିଣି ପାରିଛନ୍ତି ।

ତେବେ ଏବେ ଶାଶଉ ଘରେ କଣ କରୁଛନ୍ତି ଦିବ୍ୟାଦିଶା । କଥାଟି ଆପଣଙ୍କୁ ଟିକେ କଡକ୍ ଲାଗିଲେ ବି ସତ , ତାହେଲେ ଆପଣ କହିବେ ଦିବ୍ୟାଦିଶା ତ ବାହା ହୋଇ ନାହାଁନ୍ତି ତେବେ ଶାଶୁ ଘରେ କଣ କରୁଛନ୍ତି ।

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଶାଶୁ ଘରର ସୁଟିଂ ଚାଲିଛି ଅଭିନେତ୍ରୀ ଦିବ୍ୟାଦିଶା ଙ୍କ ର ଆଗାମୀ ଚଳଚିତ୍ର ପାଇଁ । ଯେଉଁ ଥିରେ ଅଭିନେତ୍ରୀ ଦିବ୍ୟାଦିଶା ଏକ ଗାଉଁଲି ମଫୁ କ୍ୟାରେକ୍ଟର ରେ ନଜର ଆସୁଛନ୍ତି । ଆଉ ଏଥିରେ ତାଙ୍କୁ ସପୋର୍ଟ କରୁଛନ୍ତି ଓଡିଆ ଯାତ୍ରା ଏବଂ ଓଡିଆ କମେଡି ଜଗତ ର କମେଡି କିଙ୍ଗ୍ କହିଲେ ଅତ୍ୟୁକ୍ତି ହେବନି ରହିହର ।


ଦିବ୍ୟାଦିଶା ଙ୍କ ଫ୍ରଣ୍ଡ ଭୂମିକା ଏବଂ ଦିବ୍ୟାଙ୍କ ଅପଜିଟ୍ ଭୂମିକାରେ ଅଛନ୍ତି ହରିହର ମହାପାତ୍ର । ପ୍ରଥମ ଥର ପାଇଁ ରୁମକୁ ଝୁମାନା ପରେ ହରିହର ଙ୍କୁ ଆପଣ ମାନେ ଦେଖିବାକୁ ପାଇବେ ଲିଡ ନାୟକ ଭାବରେ ଏହି ଚଳଚିତ୍ରରେ । ତେବେ ଏହି ଫିଲ୍ମ ଟି ର ନାଁ ରହିଛି ଧୋ ରେ ବାୟା ଧୋ । ଯୋଉଁଥିରେ କି ଆପଣ ମାନେ ଅଭିନେତ୍ରୀ ଦିବ୍ୟା ଙ୍କ ସହିତ ହରିହର ଙ୍କୁ ଲିଡ୍ କାଷ୍ଟରପେ ଦେଖିବାକୁ ପାଇବେ ଏବଂ ଖୁବ୍ ଶିଘ୍ର ଏହା ପ୍ରକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ।

କାହିଁକି ନାଁ ଏହାର ସୁଟିଂ ଅଲରେଡି ଆରମ୍ଭ ହୋଇ ସାରିଲାଣି , ଏ ନେଇ ଦିବ୍ୟା ମଧ୍ୟ ନିଜର ସୋସିଆଲ ମିଡିଆ ଆକାଉଣ୍ଡ ରେ ସେୟାର କରି ସାରିଲେଣି । ଆଉ ଖୁବ୍ ଶିଘ୍ର ଏହାର ସୁଟିଂ ସରି ଏହା ପ୍ରକ୍ଷାଳୟ ରେ ରିଲିଜ୍ ହେବ ଏବଂ ଲୋକ ମାନଙ୍କୁ ରୁମକୁ ଝୁମାନା ଯେମିତି ପସନ୍ଦ ଆସି ଥିଲା ଏହି ଚଳଚିତ୍ର ଟି ସେମିତି ପସନ୍ଦ ଆସିବ ବୋଲି ହରିହର ଙ୍କ ସହିତ ପ୍ରଡକ୍ସନ ସଂସ୍ଥା ମଧ୍ୟ ଆଶା ରଖିଛି ।

ତେବେ ବର୍ତ୍ତମାନ କେବଳ ଦେଖିବା ପାଇଁ ଅପେକ୍ଷା ରହିଲା ଏହି ଚଳଚିତ୍ର ଟି ଲୋକ ମାନଙ୍କୁ କେତେ ପସନ୍ଦ ଆସୁଛି ଆଉ ଲୋକଙ୍କ ହୃଦୟ କୁ କେତେ ମାତ୍ରାରେ ଛୁଇଁ ପାରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।