ଆସନ୍ତୁ ବୁଲିଯିବା ଓଲିଉଡ୍ ଅଭିନେତା ବାବୁସାନ୍ ଙ୍କ ଘରକୁ ! ସେ ଘରେ ନିଜ ପନ୍ତ୍ରୀ , ବାପା ମା ଙ୍କ ସହ କେମିତି ଦିନ କାଟୁଛନ୍ତି ଦେଖନ୍ତୁ ……ଭି଼ଡିଓ ସୋସିଆଲ ମିଡିଆରେ ଭାଇରାଲ…

ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି । ତେବେ ଆଜି ଆମେ ସେହି ଓଡିଆ ଇଣ୍ଡଷ୍ଟ୍ରି ଦୁନିଆରେ କାମ କରୁଥିବା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ସୁପୁତ୍ର ବାବୁସାନ୍ ଙ୍କ ବିଷୟରେ କିଛି ଅଜଣା କଥା କହିବୁ ।

ଅଲିଉଡର ସୁପରଷ୍ଟାର, ଦିଗଜ୍ଜ ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ଏକମାତ୍ର ସୁଯୋଗ୍ୟ ପୁତ୍ର ବାବୁସାନ୍ ଯିଏକି ବାପାମାଁଙ୍କ ପରି ଅଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି ।

ଅଲିଉଡର ଆଗ ଧାଡିର ସଫଳ ତଥା ଅଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ କିଏ ବା ନଜାଣେ । ଯୁବକ ଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅଭିନୟରେ ମୁଗ୍ଧ ତଥା ହସିହିସି ବେଦମ୍ ହୋଇଯାାନ୍ତି । ତାଙ୍କ ସିନେମା ଦେଖିବା ପାଇଂ ଲୋକ ମାନଙ୍କର ଗୋଟିଏ ଅଲଗା ପ୍ରକାର ଇଚ୍ଛା ତଥା ଆକାଂକ୍ଷା ରହିଥାଏ ।

ପ୍ରାୟ ସୁପରହିଟ ଫିଲ୍ମ ମାନଙ୍କରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳିଥାଏ ,ଏହା ସହିତ ସବୁ ଫିଲ୍ମରେ ତାଙ୍କର ସୁପରହିଟ ଅଭିନୟ ମଧ୍ୟ ଦେଖିବାକୁ ମିଳେ ।


ଅନେକ ଫିଲ୍ମରେ ନିଜର ଅନେକ ପ୍ରକାର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଖୁବ୍ ମନ ଜିତି ଥାନ୍ତି । ତାଙ୍କ ଅଭିନୟ ପାଇଁ ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି । ସେ ନିଜ କ୍ୟାରିୟର ଆରମ୍ଭରୁ ହିଁ ଇଣ୍ଡଷ୍ଟ୍ରିକୁ ବହୁତ ସୁପରହିଟ ଦେଇଛନ୍ତି , ନିଜ ଡାଇଲଗ୍ ଅଭିନୟ ତଥା ନିଜର କ୍ୟାରେକ୍ଟର ପାଇଁ ସେ ଜଣେ ବହୁ ଚର୍ଚ୍ଚିତ ଓ ଲୋକପ୍ରିୟ କଳାକାର ।

ତେବେ ଅଲିଉଡ ଅଭିନେତ୍ରୀ ଅଭିନେତା ମାନେ ସବୁବେଳେ ନିଜର କାର୍ଯ୍ୟପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆଉ ପ୍ରାୟତଃ ଦେଖିବାକୁ ମିଳିଥାଏ ଯେ ପିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ଅଧିକ ପଶୁପ୍ରେମୀ ହୋଇଥାନ୍ତି । ଆଉ ସବୁବେଳେ ସେମାନେ ସେମାନଙ୍କ ପ୍ରିୟ ପଶୁ ପକ୍ଷୀଙ୍କ ସହିତ ସୋିଆଲ ମିଡିଆରେ ନଜର ତଥା ଚର୍ଚ୍ଚାରେ ଆସିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବା ପାଇଂ ମିଳିଛି ଯେ ତାଙ୍କର ପ୍ରିୟ କୁକୁର ମଞ୍ଚୁ ସହିତ ସେଲଫି ନେବା ସହିତ ତାକୁ ନିଜ ସାଥିରେ ଡାଇନିଂରେ ଖୁଆଉଛନ୍ତି । ଏହିପରି ଭାବରେ ସେ ନିଜର ବଳକା ଟାଇମ୍ ତାଙ୍କ ମଞ୍ଚୁ ସହିତ ସ୍ପେଣ୍ଡ କରୁଥିବାର ନଜର ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।