ମହାତ୍ମା ଗାନ୍ଧି ସମୁଦାୟ କେତେଥର ଓଡିଶା ଆସିଥିଲେ ? ! ଯଦି ଆପଣ ଏହାର ସଠିକ୍ ଉତ୍ତର କହିପାରିବେ ତେବେ କମେଣ୍ଟ କରନ୍ତୁ ଦେଖିବା ?

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ ।

ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି । ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି ।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ଜଗନ୍ନାଥ ମନ୍ଦିରରେ କାଳିଆ ଦଳନ ଉତ୍ସବ କେଉଁ ମାସରେ ପାଳିତ ହୋଇଥାଏ ?

ଉତ୍ତର–ଭାଦ୍ରବ ମାସରେ

2–ଘଟଗାଁ ମା ତାରିଣୀଙ୍କର ମନ୍ଦିରରେ ଚଳିତ ପର୍ବ କେତେ ଦିନ ଘରି ଚାଲେ ?

ଉତ୍ତର–7 ଦିନ ଧରି ପାଳନ ହୁଏ

3–ରାଶି ଗଣନାରେ ସପ୍ତମ ରାଶିର ନାମ କଣ ?

ଉତ୍ତର–ତୁଳା ରାଶି

4–ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଯିବା ସମୟରେ କିଏ ବାଧା ଦେଇଥିଲେ ?

ଉତ୍ତର–ଦେବତା ମାନଙ୍କର ରାଜା ପ୍ରଭୁ ଇନ୍ଦ୍ରଦେବ

5–ମହାଭାରତରେ ବ୍ରବୁବାହନ କାହାର ପୁତ୍ର ଥିଲେ ?

ଉତ୍ତର–ଶ୍ରୀ ଅର୍ଜ୍ଜୁନ

6–ମହାତ୍ମା ଗାନ୍ଧି ସମୁଦାୟ କେତେଥର ଓଡିଶା ଆସିଥିଲେ ?

ଉତ୍ତର-7 ଥର

7–କାଣିହା ସହର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର–ଅନୁଗୁଳ ଜିଲ୍ଲାରେ

8–ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର–ବାଲେଶ୍ୱର ଜିଲ୍ଲାରେ

9–କେଉଁ ମହାପୁରୁଷଙ୍କର ଅନ୍ୟ ନାମ ଗୋରା ?

ଉତ୍ତର–ଶ୍ରୀ ଚୈତନ୍ୟ

10–ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?

ଉତ୍ତର – ବର୍ଷା