ବଡ ଘୋଷଣା ! 121 ଟଙ୍କା ରେ ହେବ ଝିଅ ବାହାଘର ! ଆଜି ହିଁ ଏହି ପଲିସି କରନ୍ତୁ ଆଉ ଖୁସିର ନିଜ ଝିଅର ବାହାଘର କରନ୍ତୁ , ବିଶ୍ବାସ ନହେଲେ ବି ସତ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ତେବେ ଆମ ସମାଜରେ ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ହୋଇଥାଏ , ଯାହାକି ପ୍ରତ୍ୟେକ ପୁଅ ଝିଅ ମାନଙ୍କର ଗୋଟିଏ ବହୁତ ବଡ ସ୍ବପ୍ନ ରହିଥାଏ । ବର୍ତ୍ତମାନ ସମୟରେ ଯୁଗ ବଦଳିବା ସହିତ ଲୋକଙ୍କର ଚିନ୍ତାଧାରା ମଧ୍ୟ ବଦଳୁଛି ଏବଂ ବିଭିନ୍ନ ବିବାହ ର ଆୟୋଜନର ମାଧ୍ୟମ ତଥା ପ୍ରକ୍ରିୟା ବି ବଦଳୁଛି । ଆଉ ଏହି ସମୟରେ ବିଭିନ୍ନ ବାହା ଘର ସ୍ବତନ୍ତ୍ର ଉପାୟରେ ଆୟୋଜିତ ହେଉଛି । ଆମ ସମାଜେର ପ୍ରାୟତଃ ବିବାହରେ ବହୁତ ମଜାମସ୍ତି ହୋଇଥାଏ ଏବଂ ଏହା ସାଧାରଣତଃ 4-5 ଦିନ ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ ଏବଂ ଅନେକ ଲୋକମାନେ ଆସିଥାନ୍ତି ବାହାଘରରେ । ଆଉ ଏଥିବେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ ।

ତେବେ ଧନୀ ଲୋକମାନଙ୍କୁ ଏହାର କୌଣସି ପ୍ରଭାବ ପକାଇନଥାଏ, ଗରିବ ଲୋକ ମାନେ ମଧ୍ୟ ବହୁତ ଖୁସି ତ ହୋଇଥାନ୍ତି କିନ୍ତୁ ଏଥିରେ ଖର୍ଚ୍ଚା ହେଉଥିବା ଟଙ୍କା ପଇସା ବହୁତ କଷ୍ଟରେ ଯୋଗାଡ କରି ପିଲାଙ୍କ ବିବାହ କରିଥାନ୍ତି । ହେଲେ ଆଜି ଆମେ ଆପମଙ୍କୁ ଏମିତି ଏକ ଖବର ବିଷୟରେ କହିବୁ ଯେଉଂଥିରେ ଆପଣ ଧୁମଧାମ୍ ରେ ନିଜ ପିଲାଙ୍କର ବିବାହ ଆୟୋଜନ କରିପାରିବେ ।

ଝିଅ ଜନ୍ମ ହେଲେ ବାପାମାଁ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ବହୁ ଇନଭେଷ୍ଟମେଣ୍ଟ କରିଥାନ୍ତି । ତେବେ ଆଜି ଆମେ LIC ର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକି LIC କେବଳ ଝିଅ ବିବାହ ପାଇଁ କରିଛି । LIC ତରଫରୁ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି । ଏହି ଯୋଜନାରେ ପ୍ରତିଦିନ 121ଟଙ୍କା ହିସାବରେ ପାଖାପାଖି 3600 ମାସିକ ପ୍ରିମିୟମରେ ଏହି ପ୍ଲାନ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ କରିବା ପାଇଁ ଚାହାଁନ୍ତି ତାହେଲେ ମଧ୍ୟ କରିପାରିବେ ।

ପ୍ରତିଦିନ 121ଟଙ୍କା ଜମା କରି 25ବର୍ଷ ପରେ 27ଲକ୍ଷ ଟଙ୍କା ପାଇପାରିବେ । ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କୁ ମୃତ୍ୟୁ ହୋଇଯାଏ ତାହେଲେ ପରିବାରକୁ ପ୍ରିମିୟମ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ 1ଲକ୍ଷ ଟଙ୍କା ବି ଦିଆଯିବ ଏବଂ 25ବର୍ଷ ପୂରଣ ହେବା ପରେ ପଲିସିର ନୋମିନିକୁ 27ଲକ୍ଷ ଟଙ୍କା ମିଳିବ ।

କେଉଁ ବୟସରେ ମିଳିବ ଏହି ପଲିସି –

ଏହି ପଲିସି ନେବା ପାଇଁ ନ୍ୟୁନତମ ବୟସ 30 ହେବା ଦରକାର ଏବଂ କନ୍ୟାର ବୟସ 1 ବର୍ଷ ହେବା ଦରକାର । ପଲିସିରେ ନିଜର ଆଧାରକାର୍ଡ, ଆୟ ପ୍ରମାଣପତ୍ର ,ପରିଚୟପତ୍ର,ଆଡ୍ରେସପୋର୍ଭ,ପାର୍ସପୋର୍ଟ ସାଇଜଫୋଟ ଇତ୍ୟାଦି ଡକୋମେଣ୍ଡ ଦେବାକୁ ପଡିବ ।

ଏହି ପ୍ଲାନ 25ବର୍ଷରେ ମିଳୁଥିବା ବେଳେ ପ୍ରିମିୟମ 22ବର୍ଷ ଦେବାକୁ ପଡିବ । ପ୍ରତିଦିନ 121ଟଙ୍କା ମାସିକ 3600ଟଙ୍କା । ମଝିରେ ବାମାଧାରକଙ୍କ ମୃତ୍ୟୁ ହୋଇଗଲେ ପରିବାରକୁ ପ୍ରିମିୟମ ଭରିବାକୁ ପଡିବ ନାହିଁ ଏବଂ ଝିଅକୁ ପଲିସିର ଅନ୍ୟବର୍ଷରେ ବାର୍ଷିକ 1ଲକ୍ଷ ଟଙ୍କା ମିଳିବ । ପଲିସି ଶେଷ ହେବା ପରେ ନୋମିନିକୁ 27 ଲକ୍ଷଟଙ୍କା ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।