ଆଜିରାତି ଠାରୁ ଏହି 5ଟି ରାଶିରେ ଶନିଦେବ ବର୍ଷିବାକୁ ଯାଉଛନ୍ତି କୃପା ! ଏଥିରେ ଆପଣଙ୍କ ରାଶି ଅଛି କି ?

ଯେତେବେଳେ କୌଣସି ଗ୍ରହର ସ୍ଥାନରେ ଅଦଳବଦଳ ହୋଇଥାଏ ତେବେ ନିଶ୍ଚିତ ରୂପରେ ତାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ । ମାତ୍ର ଆମେ ମାନେ ଏହାକୁ ବୁଝିପାରିନଥାଉ ଯେଉଁଥିପାଇଁ ଆମ ମାନଙ୍କ ସହିତ ଅନେକ ଘଟଣା ଏବଂ ଦୁର୍ଘଟଣା ମାନ ଘଟିଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହର ପ୍ରଭାବ ଆମ ଜୀବନରେ ଉପରେ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଶନି ଗ୍ରହଙ୍କର ବିଷୟରେ କହିବୁ ।

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି ଦେଇଥାନ୍ତି ।

ତେଣୁ ଭଗବାନ ଶନିଦେବ ଯେତେବେଳେ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେହି ସମୟ ସେହି ଲୋକମାନଙ୍କ ପାଇଁ ବହୁତ ଶୁଭ ହେବାକୁ ଲାଗିଥାଏ । ଶନିଦେବ କାହାର ଶତ୍ରୁ ନୁହନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି । ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏ କି ପ୍ରତ୍ୟେକ ପ୍ରାଣୀ ମାନଙ୍କ ସହିତ ନ୍ୟାୟ କରିଥାନ୍ତି । ଏହା ସହିତ ଯିଏ ଅନ୍ୟାୟ ପଥରେ ଚାଲିଥାଏ ତାଙ୍କୁ ଭଗବାନ ଶନିଙ୍କର ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯାହାକୁ ଆମେ ମାନେ ଶନିଦଶା ପଡିଛି ବୋଲି କହିଥାଉ ।

ଜ୍ୟୋତିଷ ମାନଙ୍କର ଗଣନା ଅନୁସାରେ ଆଜିଠାରୁ ଭଗବାନ ଶନିଦେବ ଏହି ଛଅଟି ରାଶି ଉପରେ ପ୍ରସନ୍ନ ରହିବେ । ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଚମକିବାକୁ ଲାଗିବ । ଏହା ସହତ ଭଗବାନ ଶନିଦେବଙ୍କର କୃପାରୁ ପ୍ରଚୁର ଧନ ଲାଭର ମାର୍ଗ ଖୋଲିଯିବ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1–ମେଷ ରାଶି

ଆଜି ପରଠାରୁ ଏହି ରାଶି ଉପରେ ଶନିଦେବ ପ୍ରସନ୍ନ ରହିବେ । ସେମାନଙ୍କର ଧନର କୌଣସି ଅଭାବ ଦେଖାଦେବ ନାହିଁ । ମାତ୍ର ଏମାନଙ୍କୁ ଶନିଦେବଙ୍କର ଉପରେ ସଂପୂର୍ଣ୍ଣ ବିଶ୍ୱାସ ରଖିବାକୁ ହେବ । ଏହା ସହିତ ଶନିଦେବଙ୍କୁ ପବିତ୍ର ମନରେ ପ୍ରାର୍ଥନା କରିବାକୁ ପଡିବ ।

2–ସିଂହ ରାଶି

ଶନିଦେବଙ୍କର କୃପା ଏହି ରାଶି ଉପରେ ରହିବ ଏବଂ ଏମାନଙ୍କର ଆତ୍ମବିଶ୍ୱାସ ବଢିବ ମାତ୍ର ଏମାନଙ୍କୁ ବହୁତ ନିଷ୍ଟା ସହିତ କର୍ମ କରିବାକୁ ପଡିବ । କାରଣ ଶନିଦେବ ସର୍ବଦା କର୍ମପରାୟଣ ବ୍ୟକ୍ତିକୁ ପସନ୍ଦ କରିଥାନ୍ତି ।

3–କନ୍ୟା ରାଶି

ଭଗବାନ ଶନିଦେବ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମାତ୍ର ଏକ ସର୍ତ୍ତ ରହିଛି କି ଆପଣଙ୍କୁ ନିଜର ସମୟ ନିଜ ଜୀବନ ସାଥୀଙ୍କ ସହିତ କାଟିବାକୁ ପଡିବ ।ଯଦି ଆପଣ ଅବିବାହିତ ତେବେ ମାତା ପିତାଙ୍କ ସହିତ ସମୟ କାଟନ୍ତୁ ।

4–ତୁଳା ରାଶି

ସଫଳତା ଆପଣଙ୍କର ପାଖରେ ପହଞ୍ଚିଯାଇଛି ମାତ୍ର ଆପଣ ମାନେ କଳିଝଗଡା ଠାରୁ ଦୂରେଇ ରୁହନ୍ତୁ ଏବଂ ଅଯଥା କର୍ମରୁ ନିବୃତ୍ତ ରୁହନ୍ତୁ । ଏହା ସହିତ ପବିତ୍ର ମନରେ ଶନିଦେବଙ୍କର ଆରାଧନା କରନ୍ତୁ ।

5–କର୍କଟ ରାଶି

ଶନିଦେବଙ୍କର କୃପାରୁ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଚିନ୍ତା କରିବାର ନାହିଁ । ଏହା ସହ ଧନର ମଧ୍ୟ କୌଣସି ଅଭାବ ଦେଖାଦେବ ନାହିଁ । ମାତ୍ର ପ୍ରତ୍ୟେକ ସମୟରେ ସତ କର୍ମ କରିବାକୁ ଚେଷ୍ଟା କରନ୍ତୁ ।

6–କୁମ୍ଭ ରାଶି

ଶନିଦେବଙ୍କର କୃପାରୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ନୂଆ ଯାନବାହାନ ମଧ୍ୟ କ୍ରୟ କରିପାରିବେ । ଜୀବନ ସାଥୀ ସହିତ ଭଲ ସମୟ ମଧ୍ୟ ବିତାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।