ସଡକ ଦୁର୍ଘଟଣାରେ ମହିଳାଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ,ଆପଣଙ୍କର ଗୋଟିଏ ଶେୟାର ଏହି ଛୋଟ ଭଉଣୀଟିର ଜୀବନ ବଞ୍ଚାଇ ପାରିବ ।

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଆମ ସମାଜରେ ପ୍ରତିଦିନ କିଛି ନୂଆ ନୂଆ ଘଟଣା ଦେକିବାକୁ ମିଳୁଛି । ଆପଣ ମାନେ ତ ସମସ୍ତେ ପ୍ରତିଦିନ ସଡକ ଦୁର୍ଘଟଣା ବିଷୟରେ ଶୁଣିଥିବେ । ତେବେ ଆଜିର ଯୁବପିଢିଙ୍କ ଯବାନୀର ରଙ୍ଗ ଟିକେ ଅଧିକ ବଢି ଯାଇଛି, ଆଉ ସେଥିପାଇଂ ସେମାନେ କେଉଁ ଭଳି ଭାବରେ ଗାଡି ଚଳାଉଛନ୍ତି ସେ କଥା ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଯାହା ପାଇଂ ସେମାନେ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ତେଣୁ ସର୍ବଦା ଗାଡି ଚଳାଇବା ସମୟରେ ସାବଧାନତା ସହ ଗାଡି ଚଳାଇବା ଉଚିତ୍ ।

ତେବେ ଆମ ଜୀବନରେ ବେଳେବେଳେ ହଠାତ୍ ଏମିତି କିଛି ଘଟଣା ଘଟିଯାଏ ,ଯାହା ଘଟିବ ବୋଲି ଆମେ କେବେ ସ୍ବପ୍ନରେ ବି ଭାବି ନଥାଉ କି -କଳ୍ପନା ମଧ୍ୟ କରିନଥାଉ ।

ଆଉ ସେହି କିଛି ଘଟଣା ଆମର ସଂମ୍ପୂର୍ଣ୍ଣ ଜୀବନକୁ ପୂରା ବଦଳାଇ ଦେଇଥାଏ ଏବଂ ଯାହାର ସମାଧାନର ରାସ୍ତା ମଧ୍ୟ କିଛି ବି ନଥାଏ । ସେଥିପାଇଂ କେତେକ ଙ୍କ ର ଅସମୟରେ ଜୀବନ ମଧ୍ୟ ଚାଲିଯାଏ ତ ପୁଣି କିଏ ବିଶେ ଭାବରେ ଆଘାତ ପାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ସଡକ ଦୁର୍ଘଟଣା ବିଷୟ ରେ କିଛି କହିବାକୁ ଯାଉଛୁ ।

ଏକ ସଡକ ଦୁର୍ଘଟଣାରେ ଇନ୍ଦ୍ରାଣୀ ସିଂ ନାମକ ଜଣେ ଭଉଣୀ ଗୁରୁତ୍ବର ଅବସ୍ଥାରେ ପଡି ରହିଛନ୍ତି । ଆଉ ଏପରି ଅଭାବନୀୟ ଅବସ୍ଥାରେ ଚିକିତ୍ସା ପାଇଁ ସବୁଠାରୁ ବଡ ବାଧକ ସାଜିଛି ଅର୍ଥ । ସକାଳୁ ସକାଳୁ ବାପା ଛେଉଣ୍ଡ ଝିଅଟି ନିଜ ପରିବାର ପ୍ରତିପୋଷଣ ପାଇଂ ଫାଇନାନ୍ସ ଅଫିସ୍ ଯାଉଥିବା ସମୟରେ ଘଟିଯାଇଥିଲା ଏମିତି ଏକ କରୁଣ ତଥା ହୃଦୟବିଦାରକ ଘଟଣାଟି । ହଠାତ୍ ସାମ୍ନାରୁ ମାଡି ଆସୁଥିବା ଗାଡିଟି ଗୋଟିଏ ହସଖୁସିର ପରିବାରକୁ ସଂମ୍ପୂର୍ଣ୍ଣ ଭାବରେ ଉଜାଡି ଦେଲା ।

ତେବେ ଇନ୍ଦ୍ରାଣୀ ଏବେ ମୃତ୍ୟୁ ସହିତ ଲଢେଇ କରୁଛି କଟକ ଅଶ୍ବନୀ ହସ୍ପିଟାଲରେ । ଇନ୍ଦ୍ରାଣୀଙ୍କ ବାପା ନାହାଁନ୍ତି ଏବଂ ପରିବାରର ଅବସ୍ଥା ବହୁତ ସଙ୍କାଟାପର୍ଣ୍ଣ ତଥା ଅତ୍ୟନ୍ତ ଗରିବ ପରିବାର ତେଣୁ ଚିକିତ୍ସା ପାଇଂ ବିଧବା ମାଁ ଏତେ ଟଙ୍କା ଆଣିବେ କୋଉଠୁ । ତେବେ ତାଙ୍କର ଚିକିତ୍ସା ପାଇଂ 7-8 ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିଛନ୍ତି । ଇନ୍ଦ୍ରାଣୀ ଏବେ କୋମାରେ ଅଛନ୍ତି ଏବଂ ତାଙ୍କର କଣ୍ଡିସନ୍ ବହୁତ ଗୁରୁତ ଅଛି । ତେଣୁ ଆପଣ ମାନେ ଯଦି ତାଙ୍କୁ କିଛି ସାହାଯ୍ୟ କରିପାରବିେ ତେହେଲେ ତାଙ୍କର ଜୀବନ ବଞ୍ଚିଯିବ ଏବଂ ଗୋଟିଏ ପରିବାର ଉଜୁଡି ଯିବାରୁ ରକ୍ଷା ପାଇଯିବ । ଆମର ଆପଣଙ୍କୁ ଏତିକି ନିବେଦନ ଆପଣ ତାଙ୍କୁ ସାହାଯ୍ୟର ହାତ ନିଶ୍ଚୟ ବଢାନ୍ତୁ ।

ନାମ – ଇନ୍ଦ୍ରାଣୀ ସିଂ
ଘର- ସୁଭଦ୍ରପୁର ,,ଚାରିବାଟିଆ,ଚଣ୍ଡିଖୋଲ୍ ।
ଫୋନ ପେ, ଗୁଗୁଲ୍ ପେ ନମ୍ବର -9178473973 ଏହି ନମ୍ବରରେ ନିଜର ସକ୍ଷମ ଅନୁସାରେ ଯାହା ବି ପାରିବେ ସାହାଯ୍ୟ କନ୍ତୁ ଏବଂ ତାହାର ସ୍କ୍ରିନସର୍ଟ ମଧ୍ୟ ସେଣ୍ଡ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।