ମହିଳା ଙ୍କ କେଉଁ ଅଙ୍ଗକୁ ଛୁଇିଁଲେ ପୁରୁଷ ମାନେ ହୋଇଥାନ୍ତି ଭାଗ୍ୟହାନ୍ ! ପୋଷ୍ଟ ଟିକୁ ସମ୍ପୂର୍ଣ୍ଣ ଭାବରେ ସକରାତ୍ମକ ଦିଗରେ ନିଅନ୍ତୁ….

ମହିଳାଙ୍କ ଏପରି ଗୋଟେ ଜିନିଷ ଛୁଇଁବା ଦ୍ୱାରା ପୁରୁଷଙ୍କ ଭାଗ୍ୟ ବଦଳିଯାଏ, ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଇଯାଇଥିବେ ।ଯଦି ଆପଣ ପରିଶ୍ରମ କରୁଛନ୍ତି ଏବଂ ଆପଣ ତାହାର ଉପଯୁକ୍ତ ଫଳ ପାଉନାହାନ୍ତି । ତେବେ ଆଜି କରନ୍ତୁ ନିଶ୍ଚୟ ଏହି କାମ । ହିନ୍ଦୁ ଧର୍ମରେ ସ୍ତ୍ରୀକୁ ମାଆ ରୂପେ ମାନା ଯାଏ ଏବଂ ସ୍ତ୍ରୀ କୁ ମଧ୍ୟ ଦେବୀ ରୂପେ ମାନା ଯାଏ ।ସେ ଘରର ସବୁ ଦୁଃଖ କଷ୍ଟ ସହି ପରିବାରକୁ ଆପଣେଇ ଥାଏ ।ସେ ଘରର ଶାସୁ ଶଶୁର ,ସ୍ୱାମୀ,ପିଲା ଙ୍କୁ ନେଇ ଏକ ସ୍ତମ୍ଭ ପରି ଠିଆ ହେଇଥାଏ ।

ତେଣୁ ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି କୁହା ଯାଇଥାଏ ।ତେଣୁ ପ୍ରତ୍ୟେକ ଘରେ ସ୍ତ୍ରୀ ର ସମ୍ମାନ କରାଯାଏ ଏବଂ ସ୍ତ୍ରୀ ର ଏପରି କିଛି ଅଙ୍ଗ ଛୁଇଁବା ଦ୍ୱାରା ପୁରୁଷର ଭାଗ୍ୟ ବଦଳିଯାଏ ।ଏହି ଜନିଷଟି ଏତେ ଖାସ୍ ଅଛି ଯେ ଯଦି ଦେଖୁଛନ୍ତି ତ ତୁରନ୍ତ ଛୁଇଁ ଦିଅନ୍ତୁ ।ଚାଲନ୍ତୁ ସେହି ଜିନିଷ ବିଷୟରେ –

ମହିଳାମାନଙ୍କ ଏପରି ଏକ ଉତ୍ତମ ଗୁଣ ଥାଏ ଯେ ସେ ଯେପରି ଉଭୟ ଶାଶୁଘର ଓ ବାପ ଘର ଚଳେଇନେଇଥାଏ ସେମାନେ ସବୁ ଦୁଃଖ କଷ୍ଟ ସହିଥାନ୍ତି ଏବଂ କଠିନ ପରିଶ୍ରମର ସାମ୍ନା କରିଥାନ୍ତି ।ଏତେ ସବୁ ଭଲ ଗୁଣର ଅଧିକାରୀ ହୋଇଥାନ୍ତି , ସେ ହେଉଛି ସ୍ତ୍ରୀ ।କେହି କେହି ଭଲ ପାଇବାରେ ମାଆ ବୋଲି ଥାଆନ୍ତି ।ଜାମିଛନ୍ତି ନା ମହିଳାଙ୍କ ପାଦରେ କେତେ ପୂର୍ଣ୍ଣ୍ୟ ଲୁଚିକି ଥାଏ ।

ଯାହାକୁ ଛୁଇଁବା ଦ୍ୱାରା ବ୍ୟକ୍ତିକୁ ବଡ ବଡ ସଫଳତା ମିଳିଥାଏ ।ଆପଣମାନେ ଲକ୍ଷ୍ୟକରିଥିବେ ଆପଣ ଯେତେବେଳେ ଯାହାର ବି ପାଦ ଛୁଇଁଥାନ୍ତି ତ ସେମାନଙ୍କ ହାତ ଆପଣଙ୍କ ମୁଣ୍ଡ ଉପରେ ରଖିଥାନ୍ତି ଏବଂ ତାହା ଆଶୀର୍ବାଦ ରୂପରେ ଆସିଥାଏ ।ଯା ଦ୍ୱାରା ଆପଣଙ୍କ ମନରେ ଏକ ସକାରାତ୍ମକ ଭାବ ଉର୍ଜା ହୋଇଥାଏ ।

ମନରେ ବିଶ୍ୱାସ ରଖି ଛୁଇଁଲେ ସକାରାତ୍ମକ କ୍ଷମତା ବଢିଥାଏ ।ମାନେ ପାଦ ଛୁଇଁଲା ବେଳେ ମନରେ ଖରାପ ଭାବନା ଆଣିବା ଅନୁଚିତ୍ । ପାଦ ଛୁଇଁବା ଦ୍ୱାରା ମନରେ ସମ୍ମାନ ବଢିଥାଏ ।ପାଦ ଛୁଇଁଲେ ପୂର୍ଣ୍ଣ୍ୟ ମିଳିଥାଏ ।ମନରୁ ନକାରାତ୍ମକ ଭାବ ଦୂର ହୋଇଥାଏ । ମନରୁ ସବୁ କଷ୍ଟ ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।