ହେ ଭଗବାନ ଆଶ୍ଚର୍ଯ୍ୟ ସୂଚନା ! କଳିଯୁଗ ହେବାକୁ ଯାଉଛି ଶେଷ ଏହାର ଶେଷ ପ୍ରମାଣ ରହିବ ଏହି ଚଉଁରା ! ମାଳିକା କଲା ସାବଧାନ୍…..

ମାଳିକାରେ ପ୍ରତ୍ୟେକ କଥା ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ହେବାକୁ ଲାଗିଛି । ତେବେ ଆଜି ଆମେ ମାଳିକାର ଗୋଟିଏ ଅଦ୍ଭୁତ ଜାଗା ବିଷୟରେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣାଇବୁ । ସେହି ସ୍ଥାନଟିର ନାମ ହେଉଛି ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ । ତେବେ ସେହି ସ୍ଥାନରେ ଥିବା ଗୋଟିଏ ଅଦ୍ଭୁତ ପୀଠ ଯାହାର ନାଁ ହେଉଛି ବଡ ଚଉରା , ତେବେ ଚାଲନ୍ତୁ ଜାଣିବା କଣ ଲେଖା ହୋଇଛି ମାଳିକାରେ ଏହି ବଡ ଚଉରା ବିଷୟରେ ଜାଣିବା ।

ତେବେ ମହାପୁରୁଷମାନେ ବା ପଞ୍ଚସଖାଙ୍କର ଜ୍ଞାନର ସାଗର ସାଧାରଣ ମନୁଷ୍ୟ ପରି ନଥିଲା ସେମାନେ ଥିଲେ ଭଗବାନଙ୍କର ବରଦାନ ସଦୃଶ୍ୟ ଏବଂ ତାଙ୍କର ଦିବ୍ୟଦୃଷ୍ଟି କଳି ଯୁଗକୁ ଆଧାର ଥିଲା ।

ସେମାନେ ତାଙ୍କର ମାନସ ପଟରେ କଳିଯୁଗ ବିଷୟରେ ବହୁତ କିଛି ଲେଖା ଯାଇଥିଲେ ଏବଂ ଯାହା ବର୍ତ୍ତମାନ ସମୟରେ ଲୋକ ଲୋଚନକୁ ଆସୁଛି ଏବଂ କଳିହତ ମନୁଷ୍ୟ ମାନଙ୍କୁ ସେମାନେ କିପରି ଭାବରେ ସତର୍କ ହେବା ପାଇଁ ଦର୍ଶାଇଛନ୍ତି ସେହି ବିଷୟରେ ଜାଣିବାକୁ ପାଉଛୁ । ତେବେ ଆଜି ଆମେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଗୋଟିଏ ମାଳିକା ଗ୍ରନ୍ଥ ଶୂନ୍ୟ ସଂହିତା ବିଷୟରେ ଆଲୋଚନା କରିବା । ତେବେ ସେଥିରେ ମହାପୁରୁଷ କଲମ କରିଛନ୍ତି –

ଛତିଶ ସଂହିତା ଅଠସ୍ତରୀ ଗୀତା ବଂଶାନୁ ସପ୍ତବିଂଶରେ ,ଉପ ବଂଶାନୁ ଦ୍ବାଦଶ ଖଣ୍ଡବେନି ଭବିଷ୍ୟ ଶହେ ଖଣ୍ଡରେ । ପଦ ପଦାବଳି ଲକ୍ଷେ ଖୋଜେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା, ତୋ ଆଗେ କହିଲୁ ବରଜା ନନ୍ଦନ ,ବ୍ରହ୍ମସାରସ୍ବତ ସୀମା । ଅର୍ଥାତ ମହାପୁରୁଷ ଅଚ୍ୟୁତାନନ୍ଦ ଛତିଶ ଗୋଟି ସଂହିତା ଅଠସ୍ତରି ଖଣ୍ଡ ଗୀତା ,ଉପବଂଶାନୁ ବାର ଖଣ୍ଡ,ଭବିଷ୍ୟ ଶହେ ଖଣ୍ଡ ଏବଂ ପଦପଦାବଳି ଲକ୍ଷେ ଖଣ୍ଡ ଗନ୍ଥ ସବୁ ଶ୍ରୀକୃଷ୍ଣ ମହିମା ତୋ ଆଗେ କହିଲୁ ବରଜେ ନନ୍ଦନ ବ୍ରହ୍ମ ସାରସ୍ବତ ସୀମା ।

ତେବେ ମହାପୁରୁଷ ଯାଜପୁର ଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ କଣ କଣ ସବୁ ତୀର୍ଥକ୍ଷେତ୍ର ଅଛି ସବୁ ବର୍ଣ୍ଣନା କରିଛନ୍ତି . । ତେବେ ମାଳିକାରେ ମହାପୁରୁଷ କଲମ କରି ଯାଇଚନ୍ତି ଯେ ତେର ଦିନ ଭିତରେ ଛଅଟି ଋତୁ ଭୋଗ ହେବ । ଆଉ ବିଭିନ୍ନ ଅଜବ ଘଟଣା ସବୁ ଘଟିବାରେ ଲାଗିବ ।

ତେବେ ଜାଣିଥିବେ ଆଗରୁ ଭାଗବତ ପାଠ କରାଯାଉ ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ପ୍ରତ୍ୟେକ ଗ୍ରାମରେ ଭାବଗତ ନିଶ୍ଚିତ ଭାବରେ ପାଠ କରା ୟାଉଚି ଏବଂ ନିଶ୍ଚିତ ଭାବରେ କିଛି ଲୋକମାନେ ଧର୍ମ ମାର୍ଗକୁ ମଧ୍ୟ ଆପଣେଇ ନେଇ ସାରିଲେଣି , ନିତୀ ନିୟମକୁ ଆଦିର ନେଇଛନ୍ତି କିଛି ମଠ ମନ୍ଦିରର ପୁର୍ନ ଉତ୍ତାଥ ହେଉଛି ଏବଂ ଭାବନା ପରିବର୍ତ୍ତନ ହେଉଛି ।

ଆଉ ପରିବର୍ତ୍ତନ ଯେତେ ଆସୁଛି ତା ଭିତରେ କୁସଂସ୍କାର ,ଅଂହକାର ସେତିକି ମାତ୍ରାରେ ପ୍ରବେଶ କରୁଛି । ତେବେ ମହାପୁରୁଷ ବହୁ ସଂଙ୍କେତ ,ପ୍ରତୀକ ଦେଇ ତାଙ୍କର ଭବିଷ୍ୟ ମାଳିକା ଆମ ପାଇଁ ରଚନା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।