ଦେଖନ୍ତୁ ଭିଡିଓ କେମିତି ଓଡିଆ ଅଭିନେତ୍ରୀ ମାନେ ନିଜ ବୟଫ୍ରେଣ୍ଡ ସହିତ ପାଳନ କଲେ ରୋଜ ଡେ ” …..

ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେମାନଙ୍କର ପର୍ସନାଲ ତଥା ପ୍ରଫେସନାଲ୍ ଲାଇଫ୍ କଥା ମଧ୍ୟ ଆପଣ ମାନେ ଅଳ୍ପେ ବହୁତ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନେ ସେମାନଙ୍କ ଚେଷ୍ଠା, ନିଷ୍ଠା ତଥା ପରିଶ୍ରମ ଦ୍ବାରା ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ଏବଂ ଇଣ୍ଡଷ୍ଠ୍ରିକୁ ମଧ୍ୟ ବହୁତ ଆଗକୁ ନେଇ ପାରିଛନ୍ତି । ତେବେ ଆଜି ଆମେ ସେହି ଓଡିଆ ଇଣ୍ଡଷ୍ଟ୍ରି ଦୁନିଆରେ କାମ କରୁଥିବା ଅଭିନେତ୍ରୀ ମାନେ କିପରି ଭାବରେ ସେମାନଙ୍କର ବୟପ୍ରେଣ୍ଡ ସହିତ ରୋଜ୍ ଡେ ସ୍ପେସାଲକୁ ସେଲିବ୍ରେସନ ତଥା ପାଳନ କରିଛନ୍ତି ସେହି ବିଷୟ ରେ ଜାଣିବା ।

ଆପଣମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଅଲିଉଡ ନାୟିକା ଜିନା ଏବଂ ନାୟକ ରୁଦ୍ରଙ୍କୁ । ଜିନା ଯିଏକି ତରଙଗର ଏକ ଏକ ଖାସ୍ ଶୋ୍ କିଏ ହେବ ମୋ ଜୀବନସାଥୀ ମାଧ୍ୟମରେ ରୁଦ୍ରଙ୍କୁ ସ୍ବୟଂବର କରିଥିଲେ । ଯାହିକି ସାରା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଜିନା ଏବଂ ରୁଦ୍ର ରୋଜ ଡେ ବହୁତ ଧୁମଧାମରେ ସେଲିବ୍ରେଶନ କରିଛନ୍ତି ଏବଂ ବହୁତ ଖୁସି ଥିବାର ନଜର ଆସିଛନ୍ତି ।

ତେବେ ଏହା ସହିତ ଅଭିନେତ୍ରୀ ଲିପ୍ସା ମଧ୍ୟ ବହୁତ ସୁନ୍ଦର ଭାବରେ ରୋଜ ଡେ ସେଲିବ୍ରେସନ କରିଥିବାର ନଜର ଆସିଛନ୍ତି ଏବଂ ସେ ବହୁତ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହପରି ଭାବରେ ଅଲିଉଡ ତଥା ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ଶିତଲ ଏବଂ ଆନି ତଥା ଆହୁରି ବହୁ କଳାକାର ମାନେ ବହୁତ ସୁନ୍ଦର ଏବଂ ଖୁସିରେ ଆନନ୍ଦରେ ରୋଜ ଡେ ପାଳନ କରିଛନ୍ତି ।


ଏହାଛଡା ଅଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମଧ୍ୟ ବହୁତ ସୁନ୍ଦର ଭବାରେ ନିଜର ପ୍ରିୟ ଡଗ୍ ସହିତ ରୋଜ ଡେ ସେଲିବ୍ରେସନ୍ କରିଛନ୍ତି । ତେବେ ଏଲିନା ସାମନ୍ତାରାୟ ଯିଏକି ନିଜର ବିଚକ୍ଷଣ ଅଭିନୟ ଏବଂ ସୁନ୍ଦରତାର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା ।

ଆଉ ତାଙ୍କର ଏହି ସୁନ୍ଦରତା ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି । ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ଆକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତ୍ରୀ ।

ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା । ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ସୁପରଷ୍ଟାର ତଥା ଆଗ ଧାଡିର ସଫଳ ଅଭିନେତା ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି ।