IAS ଇଣ୍ଟରଭିୟ୍ୟୁରେ ଝିଅକୁ ପଚାରଗଲା ଏମିତି ପ୍ରଶ୍ନ ଅଧା କଟା ସେଓ ଭଳି ଦେଖିବାକୁ ତମର କେଉଁ ଜିନିଷ ଅଛି ? ଉତ୍ତର ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ,…..

ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ । ତେବେ ଏହି ସମସ୍ତ ଇଣ୍ଟରଭ୍ୟୁୟ ମଧ୍ୟରୁ ଯେଉଁମାନେ ଆଇଏସ ଇଣ୍ଟରଭ୍ୟୁୟ ଦେବାକୁ ଯାଇଥାନ୍ତି ସେମାନେ ହିଁ ଜାଣିଥାନ୍ତି କି ସେହି ଇଣ୍ଟରଭ୍ୟୁୟରେ କେମିତି ପ୍ରଶ୍ନ ପଚାରାଯାଏ ।

କାରଣ ସମସ୍ତ ପରୀକ୍ଷା ମଧ୍ୟରେ ଆଇଏସ ପରୀକ୍ଷା ବହୁତ କଷ୍ଟକର ଅଟେ । ଏହି ପରୀକ୍ଷା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ , ଏବେ ଅନେକ ପ୍ରକାର କଥା ବିଷୟରେ ଜାଣିବାକୁ ପଡିଥାଏ । ଯେଉଁ ମାନେ ସମସ୍ତ ବିଷୟରେ ଜାଣିଥାନ୍ତି ଦେଶର ସମସ୍ତ ଜ୍ଞାନ ବିଷୟରେ ସେମାନଙ୍କର ଧାରଣା ରହିଥାଏ ସେହି ମାନେ ହିଁ କେବଳ ଏହି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇପାରନ୍ତି ନହେଲେ ନାହିଁ ।

ଏହି ଇଣ୍ଟରଭ୍ୟୁୟରେ ବହୁତ କଷ୍ଟକର ପ୍ରଶ୍ନ ପଚାରାଯାଏ ମାତ୍ର ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ରହିଥାନ୍ତି ସେମାନେ ହିଁ କେବଳ ଏହି ପରୀକ୍ଷାରେ ପାସ କରିପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ସେପରି କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହାକି ବିଶେଷ କରି ଏହି ଆଇଏସ ଇଣ୍ଟରଭ୍ୟୁୟରେ ପଚାରାଯାଏ ଏବଂ ସେହି ପ୍ରଶ୍ନ ଜାଣିବା ଏବଂ ତାହାର ଉତ୍ତର ମଧ୍ୟ ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ମୟୂର ହେଉଛି ପକ୍ଷୀ ଯାହା ଅଣ୍ଡା ଦେଇନଥାଏ, ତେବେ ମୟୁର ପିଲାମାନେ କିପରି ଜନ୍ମ ହୁଅନ୍ତି ?

ଉତ୍ତର–ମୟୁରୀ ଅଣ୍ଡା ଦେଇଥାଏ, ମୟୂର ନୁହେଁ ।

2–ଦିନେ, ସକାଳେ ଉଠିବା ପରେ ହଠାତ୍ ଆପଣ ଜାଣିଲେ ଯେ ଆପଣ ଗର୍ଭବତୀ, ଆପଣ କ’ଣ କରିବେ ?

ଉତ୍ତର–ମୁଁ ଖୁସି ହେବି ଏବଂ ଏହି ଖବର ପ୍ରଥମେ ମୋ ସ୍ୱାମୀଙ୍କୁ କହିବି ।

3–ଗୋଟିଏ ବିଲେଇର ତିନୋଟି ସନ୍ତାନ ଅଛନ୍ତି। ସେମାନଙ୍କର ନାମ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ବିଲେଇର ନାମ କଣ ?

ଉତ୍ତର–ଉତ୍ତର ପ୍ରଶ୍ନରେ ଲୁଚି ରହିଛି , ବିଲେଇର ନାମ କଣ ।

4–ଅଧାକଟା ସେଓ ପରି ଦେଖିବାକୁ ଆପଣଙ୍କର ଆଗରେ କେଉଁ ଜିନିଷ ରହିଛି ?

ଉତ୍ତର–ଦ୍ୱିତୀୟ ଅଧା କଟା ସେଓ

5–କଣ ହେଲେ ଛୁଆ ବାହାରନ୍ତି ?

ଉତ୍ତର–ସ୍କୁଲ ବେଲ ବାଜିଲେ

6–କେଉଁ ସମୟରେ ଝିଅ ମାନେ ସମସ୍ତ କପଡା ବାହାର କରିଦିଅନ୍ତି ?

ଉତ୍ତର–ଯେତେବେଲେ ସମସ୍ତ କପଡା ଶୁଖିଯାଏ

7–ତୁମର ଆଗରେ ଗୋଲ ଗୋଲ କଣ ଝୁଲୁଛି ?

ଉତ୍ତର–ମୋର ଗଳାରେ ଲକଟିଥିବା ଚେନ ଗୋଲ ଅଟେ ଯାହାକି ଝୁଲୁଛି

8–ଭାରତର କେଉଁ ଜାତିରେ ଭାଇ ଭଉଣୀ ବିବାହ କରନ୍ତି ?

ଉତ୍ତର–ପର୍ବା ଜାତି

9–ତାହା କଣ ସ୍ତ୍ରୀର ଦେଖିଥାଏ , ଝିଅର ଦେଖିଥାଏ ମାତ୍ର ମାର ଦେଖିନଥାଏ ?

ଉତ୍ତର–ବିବାହ

10–ଚଉଠି ରାତିରେ ସ୍ତ୍ରୀ ତାର ସ୍ୱାମୀକୁ କଣ ଦେଇଥାଏ ?

ଉତ୍ତର–କ୍ଷୀର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।