ଗାଈର ଏହି ଅଙ୍ଗକୁ ଛୁଇଁଦେଲେ ଦରିଦ୍ରତା ଦୂର ହୁଏ | ଧନର ବର୍ଷା ହୁଏ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ହେଉଛି ଜଗତର ମାଆ ।ଗାଈ ହେଉଛି ଏକ ଦିବ୍ୟ ଜୀବ । ଯାହାଙ୍କ ଘରେ ଗାଈ ଅଛି ତାଙ୍କ ଘରେ ସବୁ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ ।ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବତା ଏବଂ ଦେବୀ ବାସ କରିଥାଆନ୍ତି ।ତେଣୁ ଗାଈଙ୍କୁ ପୂଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କ ପ୍ରାପ୍ତ ହେଇଥାଏ ।ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡିଥାଏ ।ଗାଈର ପିଠି ହାଡରେ ସୂର୍ଯ୍ୟକେତୁ ନାଡି ଥାଏ । ଯାହା ସୂର୍ଯ୍ୟର କିରଣ ସ୍ୱର୍ଣ୍ଣ କ୍ଷାର ସୃଷ୍ଟି କରିଥାଏ ।ଏହି ସ୍ୱର୍ଣ୍ଣ କ୍ଷାର ଗାଈର କ୍ଷୀରରେ ରହିଥାଏ । ଯାହା ଆମ ପାଇଁ ଉତ୍ତମ ହେଇଥାଏ ।

ଏହାର ରଙ୍ଗ ସୂବର୍ଣ୍ଣ ହେତୁ କ୍ଷୀରର ରଙ୍ଗ ହାଲକା ହଳଦିଆ ହେଇଥାଏ ।ତେବେ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଗୋ ମାତାର ପୂଜା କରିବା ଦ୍ୱାରା କେଉଁ ଫଳ ମିଳି ଥାଏ, ତା ସହିତ ଘରର ବାସ୍ତୁ ଦୋଷ ଦୂର କିବା ପାଇଁ କେଉଁ ସବୁ ଉପାୟ ଅବଲମ୍ବନ କରିବା ଉଚିତ୍ ଏବଂ ଗାଈର କେଉଁ ଅଙ୍ଗ ସ୍ପର୍ଶ କରିବା ପାଇଁ ଶାସ୍ତ୍ରରେ କୁହାଯାଇଛି ।

 

ଗାଈ ଆମପାଇଁ ଶୁଭ ହୋଇଥାଏ । ସନାତନ ହିନ୍ଦୁ ଧର୍ମ ଅନୁସାରେ, ଗାଈ ଗଙ୍ଗା ଏବଂ ଗାୟିତ୍ରୀଙ୍କ ଧାର୍ମିକ ମହତ୍ୱ ଅଚେ । ଶାସ୍ତ୍ର ଅନୁସାରେ ଗାଈର ଶରୀରରେ 33 କୋଟି ଦେବା ଦେବୀ ଅଛନ୍ତି ଏବଂ ଯିଏ ଗାଈର ପୂଜା କରିଥାଏ, ସମସ୍ତ ଦେବତା ଓ ଦେବୀଙ୍କ ଆଶୀର୍ବାଦ ତାଙ୍କ ଉପରେ ପଡିଥାଏ ।ଯିଏ ଗାଈର ସେବା କରିଥାଏ ତାକୁ ମାଆ ବୋଲି ଭାବିଥାଏ ।ଗୋ ମାତା ତାଙ୍କ ଉପରେ ଆସୁଥିବା ସମସ୍ତ ବିପଦକୁ ହରଣ କରିଥାନ୍ତି ।ଗୋ ମାତା କାମଧେନୁ ଅଟନ୍ତି ।ସମସ୍ତଙ୍କ ଦୁଃଖ କଷ୍ଟ ଦୂର କରିଥାନ୍ତି ।

ଆଉ କୁହାଯାଏ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାଏ ।କୁହାଯାଇଥାଏ କି ସୂର୍ଯ୍ୟାସ୍ତ ସମୟରେ ଗାଈ ଯେତେବେଳେ ଘରକୁ ଫେରିଥାଏ ତ ତା ଖୁରାରୁ ଯେଉଁ ଧୂଳି ଉଡିଥାଏ , ସେହି ଧୂଳିରୁ ମଣିଷର ପାପ କମିଯାଏ । ଯଦି ବ୍ୟକ୍ତି ଦୁର୍ବଳ ଅଟନ୍ତି,ପାଠ ପଢାରେ ଅସମର୍ଥ ଅଟନ୍ତି ,ତେବେ ସେହି ବ୍ୟକ୍ତିଙ୍କୁ ଗାଈଙ୍କୁ ସବୁ କିସମର ଖାଇବାକୁ ଦେବା ଅତ୍ୟନ୍ତ ଲାଭଦାୟକ ହେବ ।

ଏଥିରେ ବୁଧ ଗ୍ରହର ଦଶା ଦୂର ହେଇଥାଏ ଏବଂ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଥାଏ ।ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ କୌଣସି ଗରିବ ଲୋକଙ୍କୁ କିମ୍ବା କୌଣସି ଗରିବ ବ୍ରାହ୍ମଣଙ୍କୁ ଗାଈ ନିଶ୍ଚିତ ରୂପେ ଦାନ କରନ୍ତୁ ।

ଯଦି ନବ ଗ୍ରହର ଶାନ୍ତି ଏବଂ ଶନିଙ୍କ ଦଶା ଠିକ୍ କରିବାର ଅଛି ତେବେ କଳା ଗାଈର ଦାନ କରନ୍ତୁ ।ଏଥି-ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ।ଆଉ ଶନି ଦେବଙ୍କ କୃପାରୁ ସବୁକିଛି ଠିକ୍ ହୋଇଥାଏ । ଆଉ ଯଦି କୌଣସି କାମ ବନ୍ଦ ହୋଇ ରହିଛି ଓ ଯେତେ ବି ପରିଶ୍ରମ କଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ ତେବେ ସେହି ବ୍ୟକ୍ତି ଗୋ ମାତାଙ୍କୁ ରୁଟି ଖାଈବାକୁ ଦେବା ଉଚିତ୍ ଏବଂ କାନରେ ନିଜର ମନକାମନା କହିଦେବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।