ଆଜିର ଅନୁଚିନ୍ତା -ଜାଣନ୍ତୁ କଣ କରିଲେ ପିଲାମାନଙ୍କର ସ୍ମରଣ ଶକ୍ତି ବଢିଥାଏ ? ଏହାସହିତ ପଢନ୍ତୁ ଆଜିର 10ଟି ଅନୁଚିନ୍ତା ।

ସବୁ ମଣିଷ ସମୟ ସହିତ ବଦଳିବାକୁ ଚେଷ୍ଟା କରନ୍ତି ତେବେ ମନୁଷ୍ୟ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ । କିନ୍ତୁ ସବୁ ମଣିଷ ଚାହିଁଥାନ୍ତି କି ସେମାନେ ଏକ ନିରଡାମ୍ବର ତଥା ସୁଖୀ ଜୀବନ ଅତି ବାହିତ କରିବା ପାଇଁ । ତେଣୁ ଯଦି ଜୀବନରେ ସର୍ବଦା ସୁଖରେ ଏବଂ ବିପଦପୂର୍ଣ୍ଣ ତଥା ନିରଡାମ୍ବର ଜୀବନ ଜିଇଁବା ପାଇଁ ଚାହୁଛନ୍ତି ତାହେଲେ ସାଧୁବାଣୀ ,ଗୀତା , ଭାଗବତ, ପୂରାଣ ଆଦି ଉପରେ ବିଶ୍ବାସ ତଥା ଭରଷା କରିବା ଦରକାର । ଜୀବନର ଧାର ଗୋଟିଏ ସୁନ୍ଦର, ସରସ ହେବା ପାଇଁ ଆମେ ବିଭିନ୍ନ ନିୟମ ତଥା ବ୍ରତ ଉପବାସ ମାନ ସବୁ କରିଥାଉ ।

ତେବେ ଏହି କଳି ଯୁଗରେ ବର୍ତ୍ତମାନ ଲୋମାନଙ୍କୁ ସେମାନଙ୍କର ପଥ ବା ଉଚିତ୍ ମାର୍ଗ ଦେଖାଇବା ପାଇଁ ବହୁତ ମୁନି ରଷି ଅଛନ୍ତି । ଯଦି ଆମେ ଗୋଟିଏ ଉଦାହରଣ ନେବା ତେବେ ବର୍ତ୍ତମାନର ପ୍ରଖ୍ୟାତ ,ବିଶିଷ୍ଠ ତଥା କଥ୍ୟାପକ ଜିତୁ ଦାସ । ତାଙ୍କର ବହୁତ ବିଶେଷ କଥା ବାଣୀ ମାନ ଆସୁଛି ଯାହା ନିଜର କର୍ମମୟ ତଥା ଜଞ୍ଜାଳପୂର୍ଣ୍ଣ ଜୀବନକୁ ସରସ ସୁନ୍ଦର କରିଦେବ ।

ତେଣୁ ଆଜିର ଅନୁଚିନ୍ତା ଗୁଡିକ ହେଉଛି ,ଏମିତି କିଛି ପାଦଧୂଳି ଘରେ ପଡିଲେ ଆପଣ ବି ହୋଇ ପାରନ୍ତି ଧନୀ । ତେବେ ଚାଲନ୍ତୁ ଜାଣି ନେବା କିଏ ସେମାନେ ଯାହାଙ୍କ ପାଦଧୂଳି ଘରେ ପଡିଲେ ଧନୀ ହୋଇ ପାରିବେ ,

1. ଗୋମାତା ଙ୍କ ଖୁରା ଆପଣଙ୍କ ଘରେ ପଡିଲେ , ଧାନର ଧୂଳି ପଡିଲେ ଏବଂ ଭଣଜାର ପାଦ ପଡିଲେ ଆପଣ ବି ହୋଇ ପାରନ୍ତି ଧନୀ । ଏହା ସହିତ ବ୍ରାହ୍ମଣର ପାଦ ମଧ୍ୟ ଆପଣଙ୍କ ଘରେ ପଡିଲେ ବହୁ ଶୁଭ ଫଳ ମିଳିଥାଏ ।

2. ରବିବାର ଦିନ ବେଲଗଛ ମୂଳରେ ଧୂପ ଜଳିବା ସହିତ ନାଲି ରଙ୍ଗର ଫୁଲରେ ବେଲଗଛ ମୂଳରେ ପୂଜା କରନ୍ତୁ ଏବଂ ରବିବାର ବେଲଗଛ ପ୍ରଦଖିତ କରନ୍ତୁ । ଏମିତି 7ଟି ରବିବାର କରିଲେ ଶୁଭଫଳ ପ୍ରାପ୍ତି ହେବ । କାରଣ ବେଲଗଛ ରବି ମହାଗ୍ରହଙ୍କ ପ୍ରତିକ ଏମିତି କରିଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।

3. ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଯଦି କାନ୍ଥରେ ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଠାକୁର ଜଉ ଅରୁଆ ଚାଉଳ ଆଣି ନିଜ ମାନସିକ ରଖି ତା ଉପରକୁ ପକେଇ ଦିଅନ୍ତୁ, ଦେଖିବେ 3 ମାସ ଭିତରେ ଆପଣଙ୍କ ମନସ୍କାମନା ପୂରଣ ହେବ ।

4. ଯଦି ପିଲାଙ୍କର ସ୍ମରଣଶକ୍ତି ବଢେଇବା ପାଇଁ ଚାହୁଁଛନ୍ତି ତାହେଲେ ପିଲାଙ୍କୁ ସବୁବେଳେ କଂସା ବାସନରେ ଖାଇବା ଏବଂ ପାଣି ପିଇବା ପାଇଁ ଦିଅନ୍ତୁ ।

5. ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ ଏବଂ ନଖ ଭାଙ୍ଗନ୍ତୁ ନାହିଁ,ଏପରି କରିଲେ ଅମଙ୍ଗଳ ହେବ ।

6. ଯଦି ଆପଣ ପୂର୍ଣ୍ଣ୍ୟକାମ କରୁଛନ୍ତି କିନ୍ତୁ ତଥାପି ସବୁବେଳେ ଦୁଃଖ ଭୋଗ କରଛନ୍ତି ତାହେଲେ ଜାଣନ୍ତୁ ତାହା ଆପଣଙ୍କର ପୂର୍ବଜନ୍ମର କର୍ମର ଫଳ । ଏହାକୁ ଲିଭାଇବା ପାଇଁ ଆପଣ ଗୁରୁବାର ଦିନବେଦ ଜାଣିଥିବା ବ୍ରାହ୍ମଣଙ୍କୁ ଡାକି ସୁନାଦାନ କରନ୍ତୁ ।

7. ପୂଜା କରିବା ସମୟରେ କୌଣସି ପିଲା କାନ୍ଦିଲେ ଜାଣନ୍ତୁ ଏହା ଅଶୁଭ ସଂଙ୍କେତ ତେଣୁ ଏହାର ପ୍ରତିକାର ପାଇଁ ଟିକେ ହଳଦିଗୁଣ୍ଡ ଆଙ୍ଗୁଳିରେ ଆଣି ଠାକୁରଘର କାନ୍ଥରେ ଲଗେଇ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।