ବିବାହ ର ଏତେ ଦିନ ପରେ ଅଭିନେତ୍ରୀ ଝିଲିକ୍ ଙ୍କ ଅଭିନୟ ବିଷୟରେ ମୁହଁ ଖୋଲିଲେ ଶୂଶୁର ପ୍ରଫୁଲ ଚନ୍ଦ୍ର ଘଡାଇ ! ଶୁଣିଲେ ଆପଣଙ୍କ ହୋସ ରହିବନି…..

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ତଥା ଲୋକପ୍ରିୟ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟଙ୍କୁ ତ ଆପଣ ମାନେ ବହୁତ ଭଲ ଭବାରେ ଜାଣିଥିବେ । ତେବେ ପୂ୍ର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବଂ ସୁକିନ୍ଦା ବିଧାୟକ ପ୍ରିତିରଞ୍ଚନ ଘଡାଇଙ୍କ ବିବାହକୁ ନେଇ କଣ ସବୁ କହିଛନ୍ତି ଚାଲନ୍ତୁ ଜାଣିବା । ତେବେ ଝିଲ୍ଲିକ ଏବଂ ପ୍ରିତିରଞ୍ଚନଙ୍କ ବିବହା ସଂପର୍କରେ କେହି ଜାଣି ନାହାଁନ୍ତି ସୋସିଆଲ ମିଡିଆରେ ଭିଡିଓ ଏବଂ ଫୋଟ ଭାଇରାଲ ହେବା ପରେ ସମସ୍ତେ ଜାଣିଲେ ଏବଂ ନିଜେ ପ୍ରଫୁଲ ଚନ୍ଦ୍ର ଘଡାଇ ମଧ୍ୟ ରହିଛନ୍ତି ସେହି ଫୋଟ ଏବଂ ଭିଡିଓ ମାନଙ୍କରେ । ଆଉ ଏ ନେଇ ତାଙ୍କୁ ପ୍ରଶ୍ନ ରହିଥିବାରୁ ସେ ତାର ଉତ୍ତର ରେ କହିଥିଲେ ଯେ ,

ଗଣ ମାଧ୍ୟମରେ ପ୍ରକାଶିତ ହୋଇ ସାରିଛି ଏବଂ ବିଭିନ୍ନ ସମ୍ବାଦ ପତ୍ରରେ ମଧ୍ୟ ପ୍ରଚାରିତ ହୋଇ ସାରିଛି ଯେ ପ୍ରିତିରଞ୍ଚନ ଏବଂ ଝିଲ୍ଲୀକ ମଧ୍ୟରେ ଶୁଭ ବିବାହ ସମ୍ପନ୍ନ ହୋଇ ସାରିଛି ।

ତେବେ ବନ୍ଧୁ ବାନ୍ଧବ ତଥା ପରିବାରର ବର୍ଗଙ୍କ ଉପସ୍ଥିତିରେ ଭଲରେ ବିବାହ ସଂମ୍ପର୍ଣ ହୋଇଛି ଏବଂ ପ୍ରଫୁଲଚନ୍ଦ୍ର ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି । ତେଣୁ ସେ ସମସ୍ତଙ୍କୁ କହିଛନ୍ତି ସେମାନଙ୍କୁ ଆଶିର୍ବାଦ ଦେବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାନ୍ତୁ । ତେବେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ବିବାହ ହେଲା କିନ୍ତୁ ମିଡିଆରେ ଚର୍ଚ୍ଚା ନାହିଁ କେବଳ ସମସ୍ତେ ସୋସିଆଲ ମିଡିଆରୁ ଫୋଟ ଦେଖି ଜାଣିଲେ କେମିତି ହେଲା ଏବଂ କେଉଁଠି ହେଲା ବିବାହ ?

ଏହାର ଉତ୍ତରରେ ପ୍ରଫୁଲ ଚନ୍ଦ୍ର ଘଡାଇ କହିଛନ୍ତି ଯେ ,ବିବାହ ଏକ ପାରିବାରିକ କଥା ପରିବାର ସଂମ୍ମତିରେ ଏବଂ ପରିବାରର ଉପସ୍ଥିତିରେ ବିବାହ ହେବା କଥା ,ଯଥା ବିଦ୍ଧି ବୈଦିକ ରୀତିରେ ହୋଇଛି । ଆଉ ଜାଣି ନାହାଁନ୍ତି ପୁଣି କଣ ସବୁବେଳେ ଅନେକ ଦିନ ହେଲା ଖବର କାଗଜରେ ପ୍ରକାଶ ପାଉଛି ଏବଂ ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ପ୍ରକାଶ ପାଉଛି । ତେବେ ସେ ଆଉ ଅଧିକ ସେ ବିୟରେ କିଛି କହି ନାହାଁନ୍ତି ଏବଂ ମିଡିଆଙ୍କୁ ମଧ୍ୟ ଏବିଷୟରେ ଅଧିକ ଚର୍ଚ୍ଚା ନକିର ସେମାନଙ୍କୁ ଶୁଭେଚ୍ଛା ଜଣାଇଭା ପାଇଁ କହିଛନ୍ତି ।

ତେବେ ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ଯେ ଗତ ବର୍ଷ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଙ୍କୁ ବିବାହ କରିଛନ୍ତି । ସେ ନିଜ ସ୍ବାମୀ ଙ୍କ ସହିତ ବହୁତ ଖୁସି ଅଛନ୍ତି । ସେ ଜଗନ୍ନାଥଙ୍କୁ ଓ ପୁରୀକୁ ବହୁତ ଭଲପାଆନ୍ତି ବୋଲି ସବୁବେଳେ କହିଥାନ୍ତି ଆଉ ଏହି ନୂଆବର୍ଷରେ ସେ ପୁରୀ ମଧ୍ୟ ଦର୍ଶନ ପାଇଁ ଯାଇଥିଲେ ।

ଝିଲିକ୍ ବିବାହ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସଂମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି । କିନ୍ତୁ ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ସେ ପୁଣି ଥରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।