ଖାଇଲେ ଫଳ ଡାକିଲେ ଝିଅ ଆଙ୍କିଲେ ରଙ୍ଗ ମୁଁ କିଏ କୁହ ? ଦମ୍ ଅଛି ଉତ୍ତର କମେଣ୍ଟ ବକ୍ସରେ ଜଣାନ୍ତୁ ,କାରଣ ଉତ୍ତର ଦେବା ରେ 90% ଲୋକ ହେଲେ ଫେଲ୍……

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ । ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି।

ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1–ସକାଳେ ଉଠେ ଘର ଚାରିପାଖେ ବୁଲିଆସେ ?

ଉତ୍ତର–ଛାଞ୍ଚୁଣି

2–ଗୋଟିଏ ଗୁମ୍ପାରେ ଦୁଇଟି ବାଟ , ଗୁମ୍ଫାରେ ଲାଗେନି କେବେ କବାଟ ଗୁମ୍ଫାଟି ଜୀବନ ଦ୍ୱାର ପାରିବ ଯଦି କହିଲ ଦେଖି କଣ ତାର ନା ?

ଉତ୍ତର–ନାକ

3–କଳାପାଷ ବଣେ ଧୋଇଲି ଚୋର ନଖ ମୁଣ୍ଡିରେ ତା ହେଲା ବିଚାର ?

ଉତ୍ତର–ଉକୁଣୀ

4–ଖାଇଲେ ଫଳ ଡାକିଲେ ଝିଅ ଆଙ୍କିଲେ ରଙ୍ଗ ମୁଁ କିଏ କୁହ ?

ଉତ୍ତର–କମଳା

5–କଟକରୁ ଆଇଁଲା ଡେଙ୍ଗା ମହାନ୍ତି ତା ଅଇଁଠା ସମସ୍ତେ ଖାଆନ୍ତି ?

ଉତ୍ତର–ଢିଙ୍କି

6–କାହାକୁ ଟାଣିଲେ ଛୋଟ ହୋଇଥାଏ ?

ଉତ୍ତର–ସିଗାରେଟ ବା ବିଡି

7–ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରନ୍ତି ?

ଉତ୍ତର – କ୍ଲୋରିନ ଦ୍ୱାରା

8–କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?

ଉତ୍ତର – ହାଇଡ୍ରୋଜେନ

9–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?

ଉତ୍ତର – ଆସବନ ଦ୍ୱାରା l

10–କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?

ଉତ୍ତର – ଦେବଗଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।