ସ୍ତ୍ରୀ ନଥିବା ଅବସ୍ଥାରେ ଏକା ସାଙ୍ଗରେ ଶୋଇଥିଲେ, ଶାଳୀ- ଭିଣୋଇ କିନ୍ତୁ ସକାଳୁ ଏମିତି କିଛି ଘଟଣା ଦେଖିବାକୁ ମିଳିଲା ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ ! ଖବରଟି ନିଶ୍ଚିତ ପଢନ୍ତୁ….

ସାପ କାମୁଡ଼ାରେ ଶାଳୀ-ଭିଣୋଇଙ୍କ ମୃତ୍ୟୁ । କୁହାଯାଏ ଯେତେବେଳେ ମଣିଷର ଶେଷ ସମୟ ଆସିଯାଏ ସେତେବେଳେ ମୃତ୍ୟୁ କେମିତି ,କେଉଁ ରୂପରେ ଆସିବ ତାହା କହି ହେବ ନାହିଁ, ଆଉ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଜଣେ ଶାଳୀ-ଭିଣୋଇଙ୍କ ଭିତରେ । ତେବେ ସାଧାରଣତଃ ଆମେ ସାପ ନାଁ ଶୁଣିଲେ ଭୟ କରିଥାଏ । ଆଉ କେହି କେହି ଏହାକୁ ଦେଖି ଭୟରେ ବେହୋସ୍ ମଧ୍ୟ ହୋଇ ଯାଇଥାନ୍ତି । ତେବେ ଆମ ପୃଥିବୀରେ ବିଭିନ୍ନ ପ୍ରଜାତି ତଥା ବିଭିନ୍ନ କିସମର ସାପ ଦେଖିବାକୁ ମିଳିଥାଏ ।

ଆଉ ବିଶେଷ ଭାବରେ ଦେଖିବାକୁ ଅଧିକ ବିଷଧର ସାପ ମାନେ ଗାଁ ଗଣ୍ଡାରେ ଦେଖିବାକୁ ମିଳିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କ ଘରେ ମଧ୍ୟ ପଶି ଯାଇଥାନ୍ତି । ଆଉ ଲୋକମାନଙ୍କୁ ଭୟଭୀତ କରିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କୁ ଚୋଟ ମଧ୍ୟ ମାରି ଦେଇଥାନ୍ତି , ଏଥି ପାଇଂ କାହାର ଜୀବନ ମଧ୍ୟ ଚାଲି ଯାଇଥାଏ ।

ଆପଣ ମଧ୍ୟ ବିଭିନ୍ନ ପ୍ରକାର ସାପ ବିଷୟରେ ଜାଣିଥିବେ କିନ୍ତୁ କହିବାକୁ ଗଲେ ଆଜି ବି ଆମର ସମସ୍ତ ସାପ ବିଷୟରେ ଜ୍ଞାନ ରହିନାହିଁ । ଆଉ ସବୁଠାରୁ ଅଧିକ ବିଷଧର ସାପମାନେ ହିଁ ବହୁ ପରିମାଣରେ ଗାଁ ଗହଳିରେ ହିଁ ଦୃଶ୍ୟମାନ ହୋଇଥାଏ । ଏମିତିରେ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ , ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଜୀବଜନ୍ତୁଙ୍କର ଭିଡିଓ ଭାଇରାଲ ହେଉଛି ।

ସାପକୁ ସମସ୍ତେ ଡରିଥାନ୍ତି କାହିଁକି ନାଁ ସେଥିରେ ଜୀବନ ଯିବାର ବହୁ ଆଶଙ୍କା ରହିଥାଏ । ଆଉ ଏମିତି ମଧ୍ୟ ଲୋକକଥା ଅଛି କି ଆମେ ଯଦି ସାପ ସହିତ ଲାଗିବା ତେବେ ସେ ଆମର କ୍ଷତି କରିବ କିନ୍ତୁ ବେଳେବେଳେ ଆମେ ସାପ ସହିତ ନଲାଗିଲେ ମଧ୍ୟ ସେ ଆମକୁ ଚୋଟ ମାରିଥାଏ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ରେ ।

ତେବେ ରାତିରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସାପ କାମୁଡ଼ିଥିଲା । ଏହାପରେ ପରିବାର ଲୋକେ ଉଭୟଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ । ସେମାନଙ୍କ ଅବସ୍ଥା ଗୁୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ନେବା ରାସ୍ତାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗର ଚକପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ମୃତ ଶାଳୀଙ୍କ ବୟସ 8ବର୍ଷ ହୋଇଥିବା ବେଳେ ମୃତ ଭିଣୋଇଙ୍କ ବୟସ 18 ବର୍ଷ । ଶାଳୀ ସୋନି ଏବଂ ଭିଣୋଇ ତାପସଙ୍କ ସମେତ ପରିବାର 6 ଜଣ ସଦସ୍ୟ ଗୋଟିଏ ଘରେ ଶୋଇଥିଲେ । ହଠାତ୍ ରାତିରେ ଗୋଟିଏ ସାପ ଆସି ଉଭୟଙ୍କୁ ଚୋଟ ମାରିଥିଲା ।

ସେହି ଘରେ ଶୋଇଥିବା ଅନ୍ୟ ସଦସ୍ୟମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । କୁହାଯାଉଛି ଯେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ,କିନ୍ତୁ ଯିବା ରାସ୍ତାରେ ଦୁଇ ଜଣଙ୍କର ମୃତ୍ୟୁ ହେବାରୁ ସେମାନକୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଫେରାଇ ଆଣିଛନ୍ତି ପରିବାର ଲୋକେ ।