୫ କୋଟି ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ! ଫେସବୁକରେ ପୋଷ୍ଟ କରିଥିବା ଅଭିଯୁକ୍ତ ଗିରଫ, ଦୟାକରି କମେଣ୍ଟ କରନ୍ତୁ ଏପରି ଅସମାଜିକ ବ୍ୟକ୍ତିଙ୍କୁ କି ଦଣ୍ଡ ଦରକାର ?

ସୋସିଆଲ ମିଡିଆରେ ଏବେ ବହୁତ ବଡ କଥା ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି କି ଆମ ଦେଶର ପ୍ରଧାନମନ୍ତ୍ରୀକୁ ମାରିବା ପାଇଁ ଧମକ ଦେଇଥିଲେ ଏହି ଯୁବକ ଏବଂ କହିଥିଲେ କି ତାଙ୍କୁ ଯିଏ 5 କୋଟି ଟଙ୍କା ଦେବ ସେ ଆମ ଦେଶର ପ୍ରଦାନ ମନ୍ତ୍ରୀଙ୍କୁ ମାରିଦେବେ । ତେବେ ଏବେ ଏହି କଥାଟି ବହୁତ ଚାଞ୍ଚଲ୍ୟ ସୃଷ୍ଟି କରିଛି । କାରଣ ଆମ ଦେଶର ମେରୁଦଣ୍ଡ ହେୁଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ତେବେ ତାଙ୍କୁ ମାରିବା ପାଇଁ ଏପରି ଧମକ ସମସ୍ତଙ୍କୁ ଚକିତ କରିଦେଇଛି । ଯଦି ଦେଶର ମେରୁଦଣ୍ଡ ଠିକ ରହିବ ନାହିଁ ସୁରକ୍ଷିତ ରହିବ ନାହିଁ ତେବେ ଅନ୍ୟ ଲୋକମାନେ କିପରି ସୁରକ୍ଷିତ ରହିବେ ।

ତେବେ ଏହି କଥାଟି କିଏ ଏବଂ କାହିଁକି କହିଥିଲେ ଏହା ସହିତ କାହା ପାଖକୁ ଏପରି କଥା ସଉଣିବାକୁ ମିଳିଥିଲା ତାହା ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଏ କଥାଟି ସତ୍ୟ କି ମିଥ୍ୟା ଅଟେ ଏବଂ କିଏ ସେ ବ୍ୟକ୍ତି ଯିଏ କି ଆମ ପ୍ରଧାନମନ୍ତ୍ରୀଙ୍କୁ ମାରିବାର ଧମକ ପ୍ରଦାନ କରିଛନ୍ତି ।

5 କୋଟି ଟଙ୍କା ବଦଳରେ ପ୍ରଦାନ ମନ୍ତ୍ରୀଙ୍କୁ ମାରିଦେବେ ବୋଲି ଜମେ ବ୍ୟକ୍ତି ଫେସ ବୁକରେ ଏକ ପୋଷ୍ଟ କରିଥିଲେ । ତାଙ୍କର ସେହି ପୋଷ୍ଟ ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ତେବେ ଜଣାପଡିଛି କି ବ୍ୟକ୍ତି ଜଣକ ହେଉଛନ୍ତି ସତ୍ୟାନନ୍ଦମ୍ ପୁଡ଼ୁଚେରୀର ଆର୍ଯ୍ୟନକୁପ୍ପମ୍ ଗାଁର ବାସିନ୍ଦା। ସେ ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ

ତେବେ ତାଙ୍କର ଏହି ପୋଷ୍ଟକୁ ଜଣେ କାର ଡ୍ରାଇଭର ଦେଖିବା ପରେ ସଂଙ୍ଗେ ସଂଙ୍ଗେ ପୋଲିସ ପାଖରେ ଜଣାଇଥିଲେ ତେବେ ପୋଲିସ ସେହି ବ୍ୟକ୍ତିର ଆକାଉଣ୍ଟରୁ ସେହି ଅଭିଯୁକ୍ତ ପାଖରେ ପହଞ୍ଚିଥିଲେ ଏବଂ ଏହିପରି ଏକ ଘଟଣା ଜାଣିବା ପରେ ତୁରନ୍ତ ସେହି ବ୍ୟକ୍ତି ଉପରେ ଚଢାଉ କରିଛି ଏହା ସହିତ ତାହାକୁ ଗୁରୁବାର ଦିନ ରାତିରେ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଯାଇଛି ।

ପୋଲିସ କହିବା ଅନୁସାରେ ଏହା ହେଉଛି ଏକ ବହୁତ ବଡ ଅପରାଧ କାରଣ କାହାକୁ ଏପରି ଧମକ ଦେବା ଏହା ଆଇନ ବିରୋଧରେ ଏପରି କରିବ ବ୍ୟକ୍ତିଙ୍କ ପାଇଁ ଆଇନ ମଧ୍ୟ ରହିଛି । ଲୋକଙ୍କ ମନରେ ଏପରି ଅହଂବାବନା ଏବଂ ଶତ୍ରୁତା ତଥା ଘୃଣାକୁ ଉତ୍ସାହିତ କରୁଥିବା ବ୍ୟକ୍ତି ପାଇଁ କଡା ନିୟମ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେବା କଥା ଅନୁସାରେ ଭାରତୀୟ ଦଣ୍ଡ ବିଧାନ ଆଇନ 555(1) ଏବଂ 505 (2) ଧାରା ଅନୁସାରେ ସେହି ବ୍ୟକ୍ତି ପାଇଁ ମାମଲା ରୁଜୁ କରାଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।