IAS ଇନ୍ଟରଭ୍ୟୁ ରେ ଝିଅକୁ ପଚରାଗଲା – ତୁମ ଶରୀରର କେଉଁ ଅଙ୍ଗ ସବୁଠୁ ଅଧିକ ଗରମ ?? ଜବାବ ଶୁଣିଲେ ଚମକି ପଡିବେ ଆପଣ

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ IAS କିମ୍ବା ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ ସେତେବେଳେ ସେ ବିଭିନ୍ନ ପର୍ଯ୍ୟାୟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥାଏ। କାରଣ ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ହେଲେ ଆପଣଙ୍କୁ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ରେ ପାସ୍ ହେବାକୁ ପଡ଼ିଥାଏ।ତେବେ ମୌଖିକ ପରୀକ୍ଷା ସାଧାରଣତଃ ସାମାନ୍ୟ କଷ୍ଟ ହୋଇଥାଏ କାରଣ ଏଥିରେ ଆପଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତା କାରଣରୁ ହିଁ ସଫଳତା ମିଳିଥାଏ।

ତେବେ ଏହି ସବୁ ପ୍ରଶ୍ନ ର ଉତ୍ତର କେବଳ ବୁଦ୍ଧିମାନ ଲୋକ ମାନେ ହିଁ କହି ପାରିବେ।ଆପଣ ମାନେ ଜାଣିଥିବେ ଯେ ଆଇଏସ ପରୀକ୍ଷା ଇଣ୍ଟରଭିଉ କେତେ କଷ୍ଟ ହୋଇଥାଏ।

ଯଦି ଏହା ସହଜ ହୋଇ ଯାଇଥାନ୍ତା ତେବେ ସମସ୍ତେ ଏହି ପ୍ରଶ୍ନ ର ଉତ୍ତର ଦେଇ ପାସ୍ ହୋଇଯାଇଥାନ୍ତେ। ତେବେ ଆଜି ଆମେ ଏମିତି କିଛି ଆଇଏସ ପ୍ରଶ୍ନ ବିଷୟରେ ଆପଣଙ୍କୁ କହିବୁ ଯାହା କି ହୁଏ ତ ବହୁତ ଲୋକ ଜାଣି ନଥିବେ। ଏହି ପ୍ରଶ୍ନ ଗୁଡିକ ର ଉତ୍ତର 99% ପ୍ରତିଶତ ଲୋକ ଜମାରୁ ଜାଣନ୍ତି ନାହିଁ। ତେବେ ଆସନ୍ତୁ ଏହି କଠିନ ପ୍ରଶ୍ନ ଗୁଡିକ ବିଷୟରେ ଆଲୋଚନା କରିବା।

1–ଏମିତି କଣ ଜିନିଷ ଅଛି ଯେ ଆପଣା ବିନା ସିଢି ରେ ଚଢି ପାରିବେ ଏବଂ ଓହ୍ଲାଇ ମଧ୍ୟ ଯିବେ ?

ଉତ୍ତର — ମଦର ନିଶା ଏମିତି ଅଟେ କି ଯାହା କି ବିନା ସିଢିରେ ଚଢି ହବ ଏବଂ ଓହ୍ଲାଇ ହେବ ।

2—ତାହା କଣ ସ୍ୱାମୀ ଥରେ ଲଗାଇଲେ ସ୍ତ୍ରୀ ବାରମ୍ବାର ଲଗାନ୍ତି ?

ଉତ୍ତର–ସିନ୍ଦୁର

3–ଅଧିକାଂଶ ଝିଅ ମାନଙ୍କୁ କେଉଁ ଜିନିଷ ଲମ୍ବା ଏବଂ ମୋଟା ପସନ୍ଦ ହୋଇଥାଏ ?

ଉତ୍ତର–କେଶ

4–କଣ ହେଲେ ଛୁଆ ବାହାରନ୍ତି ?

ଉତ୍ତର–ସ୍କୁଲ ବେଲ ବାଜିଲେ

5–ତାହା କଣ ସ୍ତ୍ରୀର ଦେଖିଥାଏ , ଝିଅର ଦେଖିଥାଏ ମାତ୍ର ମାର ଦେଖିନଥାଏ ?

ଉତ୍ତର–ବିବାହ

6–କେଉଁ ସମୟରେ ଝିଅ ମାନେ ସମସ୍ତ କପଡା ବାହାର କରିଦିଅନ୍ତି ?

ଉତ୍ତର–ଯେତେବେଲେ ସମସ୍ତ କପଡା ଶୁଖିଯାଏ

7–ଇଣ୍ଟରଭିୟୁ ଚାଲିଥିଲା ସେତେବେଳେ ପଚରାଗଲା କି ଆପଣଙ୍କ ଶରୀରରେ ଏମିତି କଉ ଅଙ୍ଗ ଅଛି ଯାହା ସବୁଠାରୁ ଗରମ ହୋଇଥାଏ ?

ଉତ୍ତର — ଉତ୍ତର ଥିଲା କି ଯେଉଁଠାରେ ସବୁଠାରୁ ବେଶି ରକ୍ତ ସଂଚାର ହୋଇଥାଏ ସେହି ଜାଗାଟି ସବୁଠାରୁ ଗରମ ହୋଇଥାଏ ।

8– ଏପରି କଣ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ?

ଉତ୍ତର – “ତୃଷା” ଯାହା ପାଣି ପିଇବା ମାତ୍ରେ ମରିଯାଏ

9–ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?

ଉତ୍ତର – ରାସ୍ତା ..ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

10–ଅଧିକାଂଶ ଝିଅ ମାନଙ୍କୁ କେଉଁ ଜିନିଷ ଲମ୍ବା ଏବଂ ମୋଟା ପସନ୍ଦ ହୋଇଥାଏ ?

ଉତ୍ତର–କେଶ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।