11 ବର୍ଷର କୁଆଁରୀ ଝିଅ ବିନା କାରଣରେ ହୋଇଗଲା ଗର୍ଭବତୀ , କାରଣ ଜାଣିବା ପରେ ଡାକ୍ଟର ମଧ୍ୟ ହୋଇଗଲେ ଆଶ୍ଟର୍ଯ୍ୟ !

ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଚକିତ କରିବା ଭଳି ଖବର ସଂସ୍ପର୍ଶରେ ନିଶ୍ଚିତ ଆସୁଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ଆଜି ଆମେ ସେହିପରି ଗୋଟିଏ ଖବର ବିଷୟରେ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ ।

ଖବର ଅନୁସାରେ ଜଣେ 11 ବର୍ଷିୟ ଝିଅ ପ୍ରେଗନେଟ୍ ଥିବା ଜଣାପଡିଛି । ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଝିଅଟିର ପେଟରେ ଯନ୍ତ୍ରଣା ହେଲା ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଆଉ ଡାକ୍ତର ପରୀକ୍ଷା କରିବା ପରେ କହିଲେ କି ଏବେ ଝିଅଟି ଗର୍ଭବତୀ ଅଛି ।

ସେହି 11 ବର୍ଷିୟ ଝିଅଟିର ନାଁ ଚେରିଶ୍ ରୋଜ୍ ଲାବେଲେ । ଏହି ଘଟଣାଟି ଅଷ୍ଟ୍ରେଲିଆର କ୍ବ୍ୟୁସିଲୋଡ୍ ରେ ଘଟିଛି । ଡାକ୍ତର ମଧ୍ୟ ଏହା ବୁଝି ପାରୁନଥିଲେ ଯେ ଝିଅଟି କେମିତି ପ୍ରେଗନେଟ୍ ହେଲା । ଆଉ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଚେରିଶ୍ ର ପରିବାର ଲୋକେ ଏବଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ତେବେ ଜଣେ ଝିଅ ଏତେ କମ୍ ବୟସରୁ କେମିତି ପ୍ରେଗନେଟ୍ ହୋଇପାରେ ତାହା କେହି ବି ବୁଝି ପାରୁନଥିଲେ । ଆଉ ସେହି ଝିଅ ସହିତ କଣ ହୋଇଥାଇପାରେ ଏବଂ କଣ ପାଇଁ ସେ ଏତେ କମ୍ ବୟସରୁ ପ୍ରଗନେଟ୍ ହେଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ ।

ଖବର ଅନୁଯାୟୀ , ଅଷ୍ଟ୍ରେଲିଆରେ ରହୁଥିବା ଚେରିଶ୍ ରୋଜ୍ ଲାବେଲେ ନାମକ ଜଣେ ଝିଅର ଦିନେ ଅଚାନକ ଭାବରେ ସ୍କୁଲରେ ପେଟରେ ଯନ୍ତ୍ରଣା ହେବାରେ ଲାଗିଲା । ପେଟର ଯନ୍ତ୍ରଣା ବହୁତ ଜୋରରେ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇଲେ । କିନ୍ତୁ ଡାକ୍ତର ପରୀକ୍ଷା କରିବା ପରେ କହିଲେ ଏହା ପ୍ରଗନେଟ୍ ର ଯନ୍ତ୍ରଣା ଏବଂ ସେ ପ୍ରଗନେଟ୍ ଅଛନ୍ତି ।

ଝିଅଟିକୁ ମଧ୍ୟ ଏହା ବୁଝା ପଡୁନଥିଲା କି ହଠାତ୍ ତାସହିତ ଏହା କଣ ହୋଇଗଲା । ତେବେ ଡାକ୍ତରଙ୍କୁ ପରୀକ୍ଷା ଆରମ୍ଭରେ ଲାଗିଥିଲା କି ସେ ପ୍ରଗନେଟ୍ ଅଛନ୍ତି କିନ୍ତୁ ତାହା ଡାକ୍ତରଙ୍କ ଦ୍ବାରା ଭୁଲ୍ ହୋଇଯାଇଥିଲା । ଏହାପରେ ଝିଅଟିର ପୁଣି ଥରେ ଟେଷ୍ଟ କରାଗଲା ଏବଂ ପୁରା ଘଟଣା ସାମ୍ନାକୁ ଆସିଥିଲା । ଝିଅଟିର ଓଭାରି ରେ ଚର୍ମକୋଷ କୈଶର ହୋଇଛି ତେଣୁ ଏହିପରି ପେଟରେ ଯନ୍ତ୍ରଣା ହେଉଥିଲା ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁକି ଏହା କୈଶର ଅବସ୍ଥାର ଗୋଟିଏ ରୂପ ଯାହା ଏହି ବୟସର ଝିଅ ମାନଙ୍କ ପାଖରେ ପ୍ରାୟତଃ ଦେଖାଯାଇନଥାଏ । ତେବେ ଡାକ୍ତର ଆରମ୍ଭରେ ଯେଉଁ ପ୍ରଗେନ୍ସି ବିଷୟରେ କହିଥିଲେ ତାହା ସଂମ୍ପୂର୍ଣ୍ଣ ଭୂଲ ବରଂ ତାହା କୈଶର ଥିଲା । ଏହାପରେ ଡାକ୍ତରଖାନାରେ ତାଙ୍କର 6ମାସ ପର୍ଯ୍ୟନ୍ତ ଚିକିତ୍ସା କରିଥିଲେ ଏବଂ ସେ ସେହି ଠାରେ ପାଢ ମଧ୍ୟ ପଢୁଥିଲେ ।,ଚେରିଶ୍ ଙ୍କର ଚିକିତ୍ସା କେମୋଥେରାପି ଦ୍ବାରା କରାଯାଉଛି । ଚିକିତ୍ସା ପରେ ତାଙ୍କର ଟ୍ୟୁମର ସାଇଜ୍ କମିଗଲା ଏବଂ ତାକୁ କାଟି ଦିଆଗଲା । ଚେରିଶ୍ ଙ୍କ ଚିକିତ୍ସା ଏବେ ବି ଜାରି ରହିଛି ଏବଂ ଡାକ୍ତର ତାଙ୍କର ଭୁଲକୁ ସୁଧାରି କୈଶରର ସଠିକ୍ ଚିକିତ୍ସା କରିବାକୁ ତାଙ୍କର ଜୀବନ ବଞ୍ଚିଗଲା । ଚେରିଶ୍ ଙ୍କର କେମୋଥେରାପି ଏବେ ବି ଜାରି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।