ବିବାହ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା ! କଣ ରହିଛି ଖବର ପଛର ସତ୍ୟତା ? କଣ ସେମାନେ ସତରେ ବିବାହ କରିବେ ?

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତରେ ଜଣେ ଅଭିନେତା ଏବଂ ଅଭିନେତ୍ରୀଙ୍କର ବିଷୟର କହିବୁ । ଯେଉଁମାନଙ୍କର ବିବାହକୁ ନେଇ କରି ଏବେ ବହୁତ ଚର୍ଚ୍ଚା ହୋଉଥିଲା ମାତ୍ର କଣ ସେମାନେ ବିବାହ କରିବେ କି ନାହିଁ ଏହି କଥାଟି ସତ୍ୟ କି ମିଛ ତାହା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ।ଆପଣ ମାନେ ତ ଓଲିଉଡ ସୁପରଷ୍ଟାର ସବ୍ୟସାଚୀଙ୍କୁ ଜାଣିଥିବେ ଏବେକା ସମୟରେ ସେ ଲୋକମାନଙ୍କ ଦରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ।

କାରଣ କରୋନା ମହାମାରୀ ସମୟରେ ଓଡିଶା ର ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରି ରାଜ୍ୟ ରୁ ନିଜ ରାଜ୍ୟ କୁ ଫେରେଇ ଆଣି ଲୋକ ମାନଙ୍କ ହୃଦୟ ରେ ଏକ ସ୍ଥାନ ପାଇଛନ୍ତି । ତାଙ୍କର ଏହି ଭଲ କାମ ପାଇଁ ଗାନ୍ଧି ଜୟନ୍ତି ରେ ଶ୍ରେଷ୍ଟ ସମାଜ ସେବୀ ପୁରସ୍କାର ପ୍ରଦାନ କରାଯାଇଛି ।

ସବ୍ୟସାଚୀ 1985 ମସିହା ଅକ୍ଟୋବର 6 ତାରିଖ ରେ ଜନ୍ମ ହୋଇଥିଲେ । ଏହା ପରେ ସେ ବଡ ହେବା ପରେ ସିଲିକନ୍ ଇନ୍ଚ୍ୟୁଟ୍ ଅଫ୍ ଟେକ୍ନୋଲଜି ରୁ ନିଜର ଇଞିନିୟରିଂ ସେ କାମ କରୁଥିଲେ ମାତ୍ର ଅଭିନୟର ନିସା ତାଙ୍କୁ ଏତେ ମାତ୍ରାରେ ଘାରିଥିଲା କି ସେ ସେଟାରୁ ପଳେଇ ଆସି ଅଭିନୟ ଜଗତରେ ପାଦ ଦେଇଥିଲେ । ପ୍ରଥମେ ସେ ଆଲବମ ଗୀତ କରିଥିଲେ ସେଥିରୁ ସଫଳତା ପାିବା ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ ର ସୁପର ଷ୍ଟାର ହୋଇ ଜାଇ ଥିଲେ ସେ ଭଲ ଅଭିନୟ କରି ସହିତ ସେ ବହୁତ ଭଲ ଗୀତ ବି ଗାଇଥାନ୍ତି ।

ପାଗଳ ପ୍ରେମୀ ରୁ ସେ ନିଜର ଓଲିଉଡ ର କ୍ୟାରିଅର ଆରମ୍ଭ କରିଥିଲେ , ଏହା ପରେ ବିଭିନ୍ନ ପ୍ରକାର ହିଟ ଫିଲ୍ମ ଦେଇଛନ୍ତି । ସେ ଅଭିନେତ୍ରୀ ଅର୍ଚ୍ଚିତାଙ୍କର ସହିତ ମଧ୍ୟ ବହୁତ ପିଲ୍ମ କରିଛନ୍ତି ମୁଁ ସପନ ର ଶୈଦାଗର , ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ , ଏମିତି ବହୁତ ହିଟ୍ ଫିଲ୍ମ ସେ ଦେଇ ସାରିଛନ୍ତି । ଯେ ଯେତେ ମଧ୍ୟ ପିଲ୍ମ କରିଛନ୍ତି ସେଥିମଧ୍ୟରୁ ଅନେକ ପିଲ୍ମ ଅର୍ଚ୍ଚିତାଙ୍କର ସହିତ କରିଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ଯୋଡି ମଧ୍ୟ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ ।

ଏହି ସମୟରେ କିଛି କଥା ଶୁଣିବାକୁ ମିଲିଥିଲା କି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କର ବିବାହର କଥା ତେବେ ଏହି କଥାକୁ ମୁହେଁ ମୁହେଁ ମନା କରିଛନ୍ତି ସବ୍ୟସାଚୀ । ସେ କହିଛନ୍ତି କି ଏହି କଥାଟି ସଂପୂର୍ଣ୍ଣ ମିଥ୍ୟା ଅଟେ । ସେମାନେ ବହୁତ ପିଲ୍ମରେ ଏକା ସାଙ୍ଗରେ କାମ କରିଛନ୍ତି ମାତ୍ର ସେମିତି ଭଲପାଇବାର ଭାବନା କେବେବି ଆସିନାହିଁ ତେଣୁ ଏହି କଥାଟି ସତ୍ୟ ନୁହେଁ ।