ରାତିରେ ଶୋଇବା ପୁର୍ବରୁ ଗୋଟେ ଲବଙ୍ଗ ଖାଆନ୍ତୁ ପୁଣି ସକାଳୁ ଦେଖନ୍ତୁ ବଡ ଚମତ୍କାର ! ନିଶ୍ଚିତ ଆଜି ରାତିରେ ଖାଆନ୍ତୁ …100 % ପ୍ରତିଶତ ଗ୍ୟାରେଣ୍ଟି….

ରାତିରେ ଶୋଇବା ପୂର୍ବରୁ ଗୋଟେ ଲବଙ୍ଗ ଖାଇବା ଉଚିତ୍ । ଏହା ଦ୍ୱାରା ଶରୀରର ରୋଗ ଭଲ ହୋଇଥାଏ ।ରୋଷେଇ ଘରର କେତେକ ମସଲାରୁ ଆମେ ଆମର ରୋଗ ଠିକ୍ କରିପାରିବା । ସେଥିମଧ୍ୟରୁ ଲବଙ୍ଗ ଏହାର ଏକ ବଡ ଉଦାହରଣ ଅଟେ ।ଲବଙ୍ଗ ବହୁତ ଗରମ ହୋଇଥାଏ ।ସେଥିପାଇଁ ଥଣ୍ଡା ଦିନରେ ଏହାର ସେବନ ବହୁତ ଫାଇଦା ଦେଇଥାଏ ।ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗ ଖାଇଦେବେ ତ ଆପଣଙ୍କ ଶରୀରକୁ ବହୁତ ସାରା ଫାଇଦା ହେବ ।

କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଜୀବାଣୁରୋଧି ଆଣ୍ଟିସେପ୍ଟିକ୍, ଏମିତି ବହୁତ୍ ସାରା ଗୁଣ ଥାଏ । ଯାହା ଆମ ଶରୀର କୁ ରୋଗରୁ ମୁକ୍ତ କରିଥାଏ ।ତେବେ ଆସନ୍ତୁ ଜାଣିବା ଲବଙ୍ଗ ସେବନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ।

1- ଦାନ୍ତର ସମସ୍ୟା ଓ ଦାନ୍ତର ଯନ୍ତ୍ରଣା କୁ ଠିକ୍ କରିଥାନ୍ତି ।ତା ସହିତ ଏହା ମୁହଁର ଦୁର୍ଗନ୍ଧକୁ ବି ଠିକ୍ କରିଥାନ୍ତି ।ଯାହା ଦ୍ୱାରା ଆମକୁ ବହୁତ ଉପଶମ ଲାଗେ ।
2- ଯେଉଁମାନେ ମୁହଁ ଦୁର୍ଗନ୍ଧ ପାଇଁ ଚିନ୍ତିତ ଅଛନ୍ତି ତ ସେମାନଙ୍କ ପାଇଁ ଲବଙ୍ଗ ରାମବାଣ ଶଦୃସ ଅଟେ ।

3- ଲବଙ୍ଗର ସେବନ ଦ୍ୱାରା ପାଚନତନ୍ତ୍ର ଠିକ୍ ରହିଥାଏ । 4- ପ୍ରତିଦିନ ଲବଙ୍ଗ ଖାଇବା ଦ୍ୱାରା ନିଦର ସମସ୍ୟା ,ବିଷାଦ ଓ ଉତ୍ତେଜନାରୁ ମୁକ୍ତି ମିଳିଥାଏ ।

5-ଲବଙ୍ଗ ପାଚନ କ୍ରିୟାକୁ ଠିକ୍ ରଖିଥାଏ ।ସେଥିପାଇଁ ବାନ୍ତି ଯେମିତି ସମସ୍ୟା ଦେଖାଯାଏ ନାହିଁ । 6-ଲବଙ୍ଗକୁ ଯଦି ଚା ରେ ପକେଇ ପିଇବେ ତ ଗଳାର ସମସ୍ୟାରୁ ମୁକ୍ତି ପାଇବେ ।

7-ଯଦି ପ୍ରତିଦିନ କାହାର ପେଟ କାଟୁଛି ତେବେ ସେମାନେ ଶୋଇବା ପୂର୍ବରୁ ଗରମ ପାଣିରେ ଦୁଇଟି ଲବଙ୍ଗ ପକେଇ ଖାଇବା ଉଚିତ୍ କିମ୍ବା ଖାଇବା ପରେ ଗୋଟିଏ ଲବଙ୍ଗ ଚୋବାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପେଟର ସମସ୍ୟା ଦୂର ହୋଇଥାଏ ।

8- ପେଟ ଯନ୍ତ୍ରଣା କିମ୍ବା ମୁଣ୍ଡ ବ୍ୟଥା ହେଉଥିଲେ, ଆପଣ କୌଣସି ପେନ୍ କିଲର୍ ନ ନେଇ ଗୋଟିଏ ଲବଙ୍ଗ ଔଷଧ ଖାଇବା ପରେ ଗରମ ପାଣି ସହିତ ଖାଇଦେବେ ତେବେ ଆପଣଙ୍କୁ ଆରାମ ମିଳିବ ।ସବୁଠୁ ଭଲ କଥା ହେଲା କି ଲବଙ୍ଗ ଖାଇବାର କିଛି ବି ପାର୍ଶ୍ୱପ୍ରତିକ୍ରିୟା ନାହିଁ ।

9- ଥଣ୍ଡା ହେବା ଦ୍ୱାରା କିଚି ମହୁରେ ଲବଙ୍ଗ ଖାଆନ୍ତୁ । ଏମିତି କରିବା ତିନି ଚାରି ଦିନ କରିବା ଦ୍ୱାରା ଥଣ୍ଡା ଭଲ ହୋଇଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।