Intresting GK Question – କେଉଁ ଫଳ ର ଚୋପା ନାହିଁ କି ମଞ୍ଜି ନାହିଁ ? ଉତ୍ତର ଆପଣ ଦେଇପାରିବେ କି ? ତେବେ ଶିଘ୍ର କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ…
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।
ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।
ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।
1–କେଉଁ ଦୁଇ ପର୍ବତର ସଂଯୋଗରେ ହୀରାକୁଦ ଡ୍ୟାମ ନିର୍ମିତ ?
ଉତ୍ତର–ଚନ୍ଦଲୀ ଡୁଙ୍ଗୁଲୀ ଓ ଲାମା ଡୁଙ୍ଗୁରୀ
2–ଓଡିଶାର ପାଇକ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ ?
ଉତ୍ତର–ଜୟୀ ରାଜଗୁରୁ
3–ଏଲ.ଇ . ଡିର ଫୁଲ ଫର୍ମ କଣ ?
ଉତ୍ତର–ଲିକୁଇଡ କ୍ରିଷ୍ଟାଲ ଡିପ୍ଲାଡେ
4–କଳିଙ୍ଗ ଯୁଦ୍ଧ କେଉଁଠାରେ ହୋଇଥିଲା ?
ଉତ୍ତର–ଧଉଳି ପାହାଡ ନିକଟସ୍ଥ ଦୟାନଦୀ କୂଳରେ
5–କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?
ଉତ୍ତର–ମଲ ବେରୀର ବା ତୁତ କୋଳୀ
6–ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ କେତ ସମୟ ନେଇଥାଏ ?
ଉତ୍ତର–1 ବର୍ଷ
7–କିଏ ଆମ ଶରୀର ଦୂଷିତ ରକ୍ତକୁ ପରିଷ୍କାର କରିଥାଏ ?
ଉତ୍ତର–ଫୁସଫୁସ
8–ଶରୀରରେ କଣ କାମ ନକଲେ ଶରୀର ଅଂଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଏ ?
ଉତ୍ତର–ସ୍ନାୟୁ
9–ଏପରି କଣ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ?
ଉତ୍ତର – “ତୃଷା” ଯାହା ପାଣି ପିଇବା ମାତ୍ରେ ମରିଯାଏ
10–ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଉତ୍ତର – ରାସ୍ତା ..ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ଚାଲିଥାଏ ମାତ୍ର ରାସ୍ତା ହଲେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।