ଦେଖନ୍ତୁ ଭି଼ି଼ି଼ଡିଓ ବିବାହ ପରେ ପ୍ରଥମ ଥର ନିଜ ସ୍ୱାମୀଙ୍କ ସହ ବୁଲିବାକୁ ଗଲେ ଓଲିଉଡ ସିଙ୍ଗର ଦିପ୍ତିରେଖା ପାଢି, ଜାଣନ୍ତୁ କେମିତି କରୁଛନ୍ତି ମସ୍ତି…..

ଆପଣ ମାନେ ତ ଜାଣିଥିବେ କି ନିକଟକରେ ଶିଳ୍ପପତି ସୋମ୍ୟରଞ୍ଜନ ପାଢିଙ୍କର ହାତ ଧରିଥିଲେ ଓଲିଉଡ ସିଙ୍ଗର ଦିପ୍ତିରେଖା ପାଢି । ବିବାହ ପରେ ଦିପ୍ତିହ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ସେ ସେଥିରେ ବହୁତ ସୁନ୍ଦର ଦେଖାଯାଉଥିଲେ । ତେବେ ଏବେକା ସମୟରେ ବିବାହ ପରେ ପ୍ରଥମ ଥର କରି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଛନ୍ତି ଦିପ୍ତିରେଖା । ତେବେ କେଉଁଠିକୁ ବୁଲିବା ପାଇଁ ଯାଇଛନ୍ତି ଏହା ସହ ତାଙ୍କର ସହିତ ଆଉ କିଏ କିଏ ବୁଲିବା ପାଇଁ ଯାଇଥିଲେ ଆସନ୍ତୁ ଜାଣିବା ସେହି ସମସ୍ତ ଘଟଣା ବିଷୟରେ ।

ଓଲିଉଡ ସିଙ୍ଗର ଦିପ୍ତିରେଖା ହାତକୁ ଦୁଇ ହାତ ହୋଇ ସାରିଛନ୍ତି ଏବଂ ତାଙ୍କର ପ୍ରେମିକ ତଥା ଶିଳ୍ପପତି ସୌମ୍ୟରଞ୍ଜନକୁ ସେ ଖୋର୍ଦ୍ଦାରେ ହିଁ ବିବାହ କରିଛନ୍ତି । ତେବେ ସେ ବହୁତ ଆଡମ୍ବରରେ ନିଜର ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ ଦିପ୍ତିରେଖା ।

ତେବେ ବିବାହ ପରେ ଏବେ କିଛି ସମୟ ସୁଟିଂ ଏବଂ ଗୀତ ରେକର୍ଡରୁ ପାଇ ଏବେ ସ୍ୱାମୀଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇଛନ୍ତି ଦିପ୍ତିରେଖା । ତେବେ ନିଜେ ସ୍ୱାମୀ ସୋମ୍ୟାରଞ୍ଜନ ହିଁ ଏହି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହି ଫଟୋରୁ ଜଣାପଡୁଛି କି ଦିପ୍ତିରେଖା ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବାରୁ ବହୁତ ଖୁସି ଅଛନ୍ତି ।

 ଦିପ୍ତିରେଖା ଏବଂ ସୌମ୍ୟ ସମୁଦ୍ର କୂଳ , ବଣ ଜଙ୍ଗଲ ଏବଂ ଝରଣା ବୁଲି ଯାଇଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ସେହି ସେୟାର କରିଥିବା ଫଟୋରେ ଦିପ୍ତିରେଖା ବହୁତ କ୍ୟୁଟ ଏବଂ ସୁନ୍ଦର ନଜର ଆସିଛନ୍ତି । ଦିପ୍ତିରେଖା ଓଡିଆ ,ସିନେ ଜଗତର ଜଣେ ନାମୀଦାମୀ ଗୀତିକାର ।

ଅନେକ ଚଳଚ୍ଚିତ୍ରରେ ହିଟ ଗୀତ ଦେଇ ଲୋକଲୋଚନକୁ ଆସିଛନ୍ତି ଦିପ୍ତିରେଖା । ଦିପ୍ତି ଦେଖିବାକୁ ଯେତେ ସୁନ୍ଦର ତାଟାରୁ ତାଙ୍କର କଣ୍ଠ ଆହୁରି ସୁନ୍ଦର । ଲୋକମାନଙ୍କୁ ନିଜର କଣ୍ଟ ମାଧ୍ୟ ମରେ ବହୁତ ଦିନ ହେବ ବାନ୍ଧି ରଖିଛନ୍ତି । ଲୋକମାନେ ମଧ୍ୟ ଦିପ୍ତିଙ୍କୁ ସେମିତିରେ ବହୁତ ଭଲ ପାଇବା ଦେଉଛନ୍ତି ।

ସୌମ୍ୟରଞ୍ଜନକୁ ବିବାହ କଲା ପରେ ଦିପ୍ତିରେଖା ଏବେ ବୋହୂ ପାଲଟି ଯାଇଛନ୍ତି , ଏବେ ଶାଶୁଘରର ସମସ୍ତ ଦାୟିତ୍ୱ ତୁଲାଇବା ସହିତ ସୁଟିଂ ସେଟ ଏବଂ ଗୀତକୁ କିପରି ପ୍ରାଧାନ୍ୟ ଦେବେ ସେ ନେଇ ଏବେ ଦିପ୍ତି ବହୁତ ବ୍ୟସ୍ତ ରହୁଛନ୍ତି । ଗୀତ ସହିତ ସୁଟିଂ ସେଟକୁ ପ୍ରାଧାନ୍ୟ ଦେବା ସହିତ ଗୀତ ମଧ୍ୟ ବୋଲୁଛନ୍ତି । ସେ ବୋହୂ ହେବାର ସମସ୍ତ ଦାୟିତ୍ୱରୁ ଭଲ ଭାବରେ ପାଳନ କରୁଛନ୍ତି । ଏପରେ ଘରର ସମସ୍ତ କାମ କରିବା ସହିତ ନିଜର ଗୀତିକାର ଜୀବନରେ ମଧ୍ୟ ସେ ବହୁତ ଖୁସିରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।