ମାସେ ହେଲା ନିଖୋଜ ଅଛି ନାବାଳିକା ଝିଅ, ଦିବ୍ୟାଙ୍ଗ ମା’ର ଅଭିଯୋଗ-‘ପୋଲିସ କହୁଛି ଗାଡିରେ ଡିଜେଲ୍ ପକେଇଦିଅ, ଝିଅକୁ ଖୋଜିଦେବୁ’! ଏହି ଅତ୍ୟାଚାରୀ ପୋଲିସ ଙ୍କୁ କି ଦଣ୍ଡ ମିଳିବା ଦରକାର ?

ପୋଲିସ ବାବୁଙ୍କର ଏପରି କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ , କାରଣ ସେ ସାଧାରଣ ଜନତା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସର୍ବଦା ତତ୍ପର ରହିବା ଉଚିତ । ଯେତେବେଳେ ପ୍ରଥମେ ସେ ପୋଲିସରେ ଜଏନ କରିଥାନ୍ତି ସେହି ସମୟରେ ଏହି ନିଷ୍ପତ୍ତି ନେଇଥାନ୍ତି କି ସେ ସର୍ବଦା ଲୋକମାନଙ୍କ ପାଇଁ ଭଲ କାମ କରିବେ ମାତ୍ର ଯେତେବେଳେ ଏହାର ବିପରୀତ ହେବାର ଦେଖାଯାଏ ସେହି ସମୟରେ ଜନତା ମାନେ କଣ କରିବେ ।ଏବେକା ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିକରି ସମସ୍ତେ ଆଶ୍ଚର୍ଯ୍ୟ , ଯେଉଁ ଭିଡିଓରେ ଜଣେ ପୋଲିସ କର୍ମୀଙ୍କର କାରନାମା ଦେଖିବାକୁ ମିଳିଛି ।

ଯେଉଁଥିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କର ନିଖୋଜ ଝିଅକୁ ଖୋଜିବା ପାଇଁ ପୋଲିସ ସେହି ମହିଳାଙ୍କୁ ଗାଡରେ ତେଲ ପକେଇବା କଥା କହିଛନ୍ତି । ଅର୍ଥାତ ସେହି ପୋଲିସ ଜଣକ ମହିଳାଙ୍କୁ କହିଛଛନ୍ତି କି ତମେ ଗାଡିରେ ତେଲ ପକେଇଦିଅ ମୁଁ ଝିଅକୁ ଖୋଜିଦେବି ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଉତ୍ତର ପ୍ରଦେଶର କାନପୁରର ଘଟଣା ଅଟେ , ଯେଉଁଠାରେ ଜଣେ ଦିବ୍ୟାଙ୍ଗ ମହିଳା ପୋଲିସ କର୍ମାଚାରୀଙ୍କର ଉପରେ ସାଘାଂତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କର ବୟନା ଅନୁସାରେ ତାଙ୍କର ନାବାଳିକ ଝିଅ କିଏ ଅପହରଣ କରିନେଇଛି ।

ତେବେ ଏହି କଥାକୁ ଯେତେବେଳେ ସେ ଥାନାରେ ଯାଇ କରି ଅଭିଯୋଗ କରିଥିଲେ ସେହି ସମୟରେ ସେହି ଥାନାର ଅଧିକାରୀ ଜଣକ ତାଙ୍କୁ କହିଥିଲେ କି ଗାଡିରେ ତେଲ ପକେଇଦିଏ ଦେଲେ ମୁଁ ଝିଅକୁ ଖୋଜିବାକୁ ଯିବି ।

ଏହା ସହିତ ସେ ପୋଲିସ କର୍ମୀ ମହିଳା ଜଣଙ୍କୁ ବହୁତ ଅପମାନ କରିବା ସହିତ ତାଙ୍କର ଝିଅ ବିଷୟରେ ଅନେକ ଖରାପ କଥା ମଧ୍ୟ କହିଛନ୍ତି । ଏପରିକି ଅନେକ ଥର ସେ ସେହି ମହିଳାଙ୍କୁ ଥାନାରୁ ମଧ୍ୟ ତଡି ଦେଇଛନ୍ତି । ତେବେ ସେହି ପୋଲିସ କର୍ମାଙ୍କର ଏପରି ସମସ୍ତ କାର୍ଯ୍ୟ ଦେଖି ମହିଳା ଜଣକ ଯାଇ ପୋଲିସ କମିଶନରଙ୍କର ପାଖରେ ପହଞ୍ଚିଲେ ।

ଏହାପରେ ସେ କହିଥିଲେ କ ସେ ଯେଉଁ ଥାନାକୁ ଯାଇଥିଲେ ସେହି ଥାନାରେ ଦୁଇ ଜଣ ପୋଲିସ ରହିଛନ୍ତି ଏବେ ସେହି ଦୁଇ ଜଣରୁ ଜଣେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ଏବଂ ଅନ୍ୟ ଜଣେ ସାହାର୍ଯ୍ୟ କରୁନାହାନ୍ତି ।

ଭିଡିଓ ଭାଇରାଲ ହେବା ପରେ କମିଶନର କାନପୁର ଇନଚାର୍ଜଙ୍କୁ ଥାନାରୁ ହଟାଇ ଦେଇଛନ୍ତି , ଏହା ସହ ସେ ଏକ ଟ୍ନିଟ କରି କହିଛନ୍ତି କି ମହିଳାଙ୍କର ଝିଅଙ୍କୁ ଖୋଜିବା ପାଇଁ 4 ଟିମ ଗଠନ କରାଯାଇଛି । ଏହା ସହ ଦୋଷୀ ବିରୁଦ୍ଧରେ ବହୁତ ଶୀଘ୍ର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।