Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯ ଲୋକ ହେଲେ ଫେଲ୍ , କଣ ଆପଣ କହିପାରିବେ କି ?

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।

ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।

ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।

1–ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର–ଡଃ ରାଜେନ୍ଦ୍ର ପ୍ରସାଦ

2–ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?

ଉତ୍ତର–ପଣ୍ଡିତ ଜବାହାରଲାଲ ନେହେରୁ

3–ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ?

ଉତ୍ତର–ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

4–ଲୋକସଭାର ପ୍ରଥମ ବାଚସ୍ପତି କିଏ ?

ଉତ୍ତର–ଗଣେଶ ବାସୁଦେବ ମାଭେଲକଙ୍କର

5–ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ବାଚସ୍ପତି କିଏ ?

ଉତ୍ତର–ଉମେଶ ଚନ୍ଦ୍ର ବାନାର୍ଜୀ

6–ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ କିଏ ?

ଉତ୍ତର–ଡଃ ରାଜେନ୍ଦ୍ର ପ୍ରସାଦ

7–ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?

ଉତ୍ତର–ରବୀନ୍ଦ୍ର ନାଥ ଟାଗୋର

8–ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ ?

ଉତ୍ତର–ଡଃ ସଚିଦାନନ୍ଦ ସିହ୍ନା

9–ସ୍ୱାଧୀନ ଭାରତର ପ୍ରଥମ ଗର୍ଭର୍ଣ୍ଣର ଜେନେରାଲ କିଏ ?

ଉତ୍ତର–ଲୋର୍ଡ ମାଉଣ୍ଟ ବ୍ୟାଣ୍ଟେନ

10–ସ୍ୱାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗର୍ଣ୍ଣଣର ଜେନେରଲ କିଏ ?

ଉତ୍ତର–ରାଜ ଗୋପାଳ ଚାରୀ
11-ଭାରତର ଜାତୀୟ ସଂଙ୍ଗୀତର ନାମ କଣ ଅଟେ ?

ଉତ୍ତର–ଜନ ଗଣ ମନ

12–ଭାରତର ଜାତୀୟ ସଂଙ୍ଗୀତ କେତେ ସମୟ ଯାଏ ଗାନ କରାଯାଏ ?

ଉତ୍ତର–52 ସେକେଣ୍ଡ

13–ଭୀାରତର ଜାତୀୟ ସଂଙ୍ଗୀତ କିଏ ରଚନା କରିଥିଲେ ?

ଉତ୍ତର–ରବିନ୍ଦ୍ର ନାଥ ଟାଗୋର

14–ବନ୍ଦେ ମାତରମ କିଏ ରଚନା କରିଥିଲେ ?

ଉତ୍ତର–ବଙ୍କିମ ଚନ୍ଦ୍ର ଚାଟାର୍ଜୀ

15– କେଉଁ ଦ୍ୱୀପପୁଞ୍ଜ ଭାରତର ଅଂଶ?

ଉତ୍ତର: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷ୍ମୀଦ୍ୱୀପ ଭାରତର ଏକ ଅଂଶ