ଦେଖନ୍ତୁ ଭିଡିଓ ! ସ୍ୱାମୀଙ୍କ ସହ ପ୍ରଚାରରେ ଗଲେ ଝିଲିକ ! ଆଗକୁ ରାଜନୀତରେ ଯୋଗ ଦେଇପାରନ୍ତି ଝିଲିକ , ଆପଣ ମତ କଣ କମେଣ୍ଟ କରନ୍ତୁ….

ଓଲିଉଡର ଚୁଲବୁଲି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଗତବର୍ଷ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘୋଡେଇଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଝିଲିକ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ମାତ୍ର ଆଗକୁ ସେ ଫିଲ୍ମ କରିବେ ବୋଲି ଜଣାପଡୁଛି ।ଓଡିଆ ଘରର ବୋହୂ ହେବା ପରେ ସେ ଜଣେ ବେଙ୍ଗଲି ହୋଇ ମଧ୍ୟ ଓଡିଆ ପରମ୍ପରୀ , ରୀତିନୀତିକୁ ବହୁତ ଭଲ ଭାବରେ ବୁଝିଛନ୍ତି ଏବଂ ତାର ଅନୁସାରେ ସମସ୍ତ କାମ , ପୂଜାପାଠ ମଧ୍ୟ କରିଥାନ୍ତି ଏପରିକି ସେ ସଠିକ ଭାବରେ କିପରି ଓଡିଆ କହିପାରିବେ ସେ ନେଇ ଓଡିଆ ବର୍ଣ୍ଣବୋଧ ମଧ୍ୟ ଧରେ ପଡୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏଥିରୁ ଜଣାପଡୁଛି କି ସେ ଓଡିଆ ପରମ୍ପରା ଏବଂ ରୀତିନୀତିକୁ ବହୁତ ଶୀଘ୍ର ଜାଣିପାରିବେ ।

ଏବେକା ସମୟରେ ଝିଲିକଙ୍କର ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ସସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିବ କି ଝିଲିକ ଏବେ ପିଲ୍ମକୁ ଛାଡି ରାଜନୀତିରେ ଯୋଗ ଦେବେ କି । ତେବେ କଣ ରହିଛି ସେହି ଫଟୋର ରହସ୍ୟ ଆସନ୍ତୁ ଜାଣିବା ।

ଝିଲିକ ଏବେକା ସମୟରେ ତାଙ୍କର ସ୍ୱାମୀଙ୍କ ସହିତ ବିଜେଡିର ଏକ ପ୍ରଚାରରେ ଯୋଗ ଦେଇଛନ୍ତି । ଯାହାର ଫଟୋ ଏବେକା ସମୟରେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ସମସ୍ତେ ପ୍ରତିରଞ୍ଜନ ଘୋଡେଇଙ୍କୁ ବହୁତ ଭଲ ପାଆନ୍ତି ସେ ଜଣେ ବହୁତ ଭଲ ବିଧାୟକ ଭାବରେ ନିଜକୁ ସାବ୍ୟସ୍ତ କରିଛନ୍ତି । ଏହା ସହିତ ଲୋକମାନଙ୍କର ମଧ୍ୟ ସ ଅତି ପ୍ରିୟ ଅଟନ୍ତି ।


ଗତ କାଲି ଗଞ୍ଜାମ ମାଟିରେ ପ୍ରିତ ରଞ୍ଜନ ଘୋଡେଇ ନିଜର ଧର୍ମପତ୍ନୀ ଝିଲିକଙ୍କ ସହ ଆସିଥିବା ଦେଖି ପ୍ରତ୍ୟେକ ଲୋକମାନେ ବହୁତ ଖୁସି ହୋଇଯାଇଥିଲେ । ଯାହାର ଫଟେ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରଚୁର ପରିମାଣରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏହି ଫଟୋ ଏବଂ ଭିଡିଓଟି ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ।

ଏହା ସହିତ ଏହି ଖବର ମଧ୍ୟ ପ୍ରଚୁର ପରିମାଣରେ ଭାଇରାଲ ହେବାରେ ଲାଗିଛି କି ଝିଲିକ ଖୁବ ଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ମାତ୍ର ଏହି ଖବରର ସତ୍ୟତା କେତେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ଭାବରେ ସ୍ପଷ୍ଟ ହୋଇନାହିଁ କିମ୍ବା ଝିଲିକଙ୍କର ତରଫରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କର ସ୍ୱାମୀ ଜଣେ ବିଜେ଼ଡି ବିଧାୟକ ମାତ୍ର ସେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରେ ଯୋଗ ଦେବେ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।