ସକାଳେ ପୁଜାକଲାବେଳେ ଥରେ କହିଦିଅନ୍ତୁ ଏହି ମନ୍ତ୍ର, ଚାରିଆଡୁ ଆସିବ ଟଙ୍କାପଇସା

ଅନେକ କଠିନ ପରିଶ୍ରମ କରିବା ପରେ ମଧ୍ୟ ଜୀବନରେ ଅନେକ ସମସ୍ୟା ଦୂର ହୋଇପାରିନଥାଏ । ତେଣୁ ଏହାକୁ ଦୂର କରିବାର ସବୁଠୁ ଭଲ ଉପାୟ ହେଲା ସକାଳେ ସନ୍ଧ୍ୟାରେ ଭଗବାନଙ୍କର ପୂଜା କରିବା । ଘରେ ନିଜର ଇଷ୍ଟ ଦେବଙ୍କର ପୂଜା ଆପଣ ମାନେ ପ୍ରତ୍ୟେକ ଦିନ କରନ୍ତୁ । ଯଦି ବହୁତ ସମୟ ଧରି ପୂଜା କରିପାରିବେ ନାହିଁ ତେବେ ଗୋଟିଏ ଦୀପ ନିଶ୍ଚିତ ରୂପରେ ଜଳାନ୍ତୁ । ମାନ୍ୟତା ରହିଛି କି ଦୀପ ଜଳାଇବା ସୟରେ ଏହି ଗୋଟିଏ ଖାସ ମନ୍ତ୍ର ଯଦି କହିଦିଅନ୍ତି ତେବେ ଇଷ୍ଟଦେବଙ୍କର କୃପା ଆପଣଙ୍କର କଲ୍ୟାଣ କରିଦେବ ।

ହିନ୍ଦୁ ଧର୍ମରେ ପୂର୍ଜ୍ଜାର୍ଚ୍ଚନାକୁ ବହୁତ ମାତ୍ରାରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଆମର ଦେଶରେ ଲୋକମାନଙ୍କର ଭଗବାନଙ୍କର ଉପରେ ସବୁଠୁ ଅଧିକ ଭରସା ଏବଂ ବିଶ୍ୱାସ ରହିଛି । ଆପଣ ମାନେ ଜାଣିଥିବେ କି ଆମ ଧର୍ମ ଶାସ୍ତ୍ରରେ ଦୀପ ଲଗାଇବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ ।

କୁହାଯାଏ କି ଦୀପ ଜଳାଇବା ଦ୍ୱାରା ଘରେ ଏବଂ ପରିବାରରେ ରହୁଥିବା ସମସ୍ତ ଅନ୍ଧକାର ଦୂର ହୋଇଥାଏ । ପରିବାରର ସଦସ୍ୟ ମାନଙ୍କର ଜୀବନରେ କେବଳ ଆଉ କେବଳ ଆନନ୍ଦର ବାତାବରଣ ଖେଳି ଯାଇଥାଏ । ଘରେ ଦୀପ ଜଳାଇବା ଦ୍ୱାରା ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇଥାଏ ।

ଆମ ଶାସ୍ତ୍ର ଦୀପ ବ୍ୟତୀତ ପଞ୍ଚାମୃତରର ମଧ୍ୟ ବହୁତ ଅଧିକ ପ୍ରାଧାନ୍ୟ ରହିଛି । ଘିଅ ପଞ୍ଚାମୃତ ମଧ୍ୟରୁ ଗୋଟିଏ ଖାସ ଜିନିଷ ବୋଲି କୁୁହାଯାଇଥାଏ । ଆପଣ ମାନେ ଦେଖିଥିବେ ପ୍ରତ୍ୟେକ ହିନ୍ଦୁ ପରିବାରର ମନ୍ଦିର ସ୍ଥାପିତ ହୋଇଥାଏ । ପ୍ରତ୍ୟେକ ଦିନ ସେହ ମନ୍ଦିରରେ ସ୍ଥାପିତ ଇଷ୍ଟଦେବଙ୍କର ଆରାଧନା ହେତୁ ପୂଜା କରାଯାଇଥାଏ । ପୂର୍ଜାର୍ଚ୍ଚନା କରିବା ପଛରେ ଆସ୍ଥାର ମଧ୍ୟ ବହୁତ ବଡ କଥା ରହିଛି । କାହିଁକିନା ଦୀପ ଜଳାଇବାର ମଧ୍ୟ ଏକ ବହୁତ ବଡ ଉପାୟ ରହିଛି ।

ଆପଣ ମାନେ ଦେଶୀ ଗାଇ ଘିଅରେ ନିଶ୍ଚିତ ରୂପରେ ଦୀପ ଜଳାଇବା ଉଚିତ । ଏହା ଦ୍ୱାରା ଆପଣଙ୍କୁ ନିଜର କର୍ମରେ ବହୁତ ଭଲ ପରିଣାମ ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନେ ସକାଳ ସମୟରେ ଏକ ଖାସ ମନ୍ତ୍ରର ଜପ କରିବେ ତେବେ ଆପଣଙ୍କୁ ବହୁତ ଅଧିକ ଲାଭ ପ୍ରାପ୍ତ ହେବ । ଦୀପ ଜଳାଇବା ସହିତ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଖାସ ମନ୍ତ୍ରର ଜପ କରନ୍ତୁ ।

ସେହି ଖାସ ମନ୍ତ୍ରଟି ହେଉଛି ଶୁଭଁ କରୋତି କଲ୍ୟାଣମ , ଆରୋଗ୍ୟାମ ଧନସଂପଦା । ଶତ୍ରୁବୃଦ୍ଦି ବିନାଶୟା ଦୀପଂ ଜ୍ୟୋତ ନମୋସ୍ତୁ ତେ ।

ଏହି ମନ୍ତ୍ରକୁ ଜପ କଲେ ଆପଣଙ୍କୁ ଜୀବନରେ ଯାହା ସଫଳତା ମିଳିବା କଥା ତାହା ନିଶ୍ଚିତ ରୂପରେ ମିଳିବ । ସମସ୍ତ କ୍ଷେତ୍ରରେ ଆପଣଙ୍କର ନାମ ଅନେକ ମାତ୍ରାରେ ବିଖ୍ୟାତ ହୋଇଚାଲିବ । ଏହା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ଏବଂ ମନସ୍କାମନା ମଧ୍ୟ ଖୁବ ଶୀଘ୍ର ପୂରଣ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।