ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଭିଡ଼ିଓ ! ସନ୍ତରଣ ଶିଖାଇବା ନାଁରେ ନାବାଳିକାଙ୍କ ସହ ଏମିତି କରୁଥିଲେ କୋଚ ! ପୁରା ଭିଡିଓ ଦେଖିଲେ ଆପଣ ସବୁଦିନ ପାଇଁ ଶିକ୍ଷଙ୍କ ଉପରେ ଭରଷା ହଜେଇଦେବେ…

ଆଜିର ସମାଜ ଏତେ ତଳକୁ ଖସିବାରେ ଲାଗିଛି ଯେଉଁଥିରେ ଏବେ ପ୍ରତ୍ୟେକ ବ୍ୟକ୍ତି ମାନେ ଏପରି ନିନ୍ଦନୀୟ କାମ କରୁଛନ୍ତି ଯାହାର ପ୍ରଭାବ ଆଗାମୀ ପିଢି ଉପରେ ବହୁତ ଖରାପ ପ୍ରଭାବ ପକାଉଛି । ଏବେକା ସମୟରେ ସଂପର୍କର ମୂଲ୍ୟ କେହି ବୁଝୁନାହାନ୍ତି , ଏବେର ସମୟରେ କେକେତ ଲୋକ ମାନଙ୍କ ପାଖରେ ସ୍ୱାର୍ଥ ଏବଂ ହୀନ ମାନତାର ଦୃଶ୍ୟ ଦେଖିବାକୁ ମିଳୁଛି ।ଆଜିର ସମାଜରେ ସବୁଠାରୁ ପବିତ୍ର ସଂପର୍କ ହେଉଛି ଗୁରୁ ଶିଷ୍ୟ ସଂପର୍କ , ଏହି ସଂପର୍କର ବହୁତ ମାନ୍ୟତା ରହିଛି । ଜଣେ ଗୁରୁ ପାଇଁ ହିଁ ଜଣେ ଶିଷ୍ୟ ତାର ଜୀବନରେ ଉନ୍ନତି କରିଥାଏ ଏବଂ ନିଜର ରାସ୍ତା ବାଛିଥାଏ ।

କାରଣ କୁହାଯାଏ କି ଗୁରୁ ଜଣେ ଶିଷ୍ୟକୁ ଅ଼ଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପର ଆଲୋକକୁ ଆଣିଥାଏ । ଦୁନିଆର ଏକ ନୈତିକ ରାହା ଦେଖାଇଥାଏ । ମାତ୍ର ସେହି ଗୁରୁ ଯଦି ଶିଷ୍ୟ ପାଇଁ ଅନୈତିକ କାମ କରିବ ତେବେ ସମାଜର ସ୍ଥିତି କଣ ହେବ ଆପଣ ମାନେ ଭାବିପାରିନଥିବେ ।

ଶିଷ୍ୟ ଏବଂ ଗୁରୁ ସଂପର୍କ ଏହା ବହୁତ ଆଗରୁ ହିଁ ଏକ ପବିତ୍ର ସଂପର୍କ ରୂପରେ ବିଦ୍ୟାମନ ହୋଇ ଆସିଛି । ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ଛାତ୍ର ଛାତ୍ରୀ ମାନେ ପୁଅ ଝିଅ ସଦୃଶ । ମାତ୍ର ଏବେ ସେହି ସଂପର୍କରେ ଏକ ହୀନ ମାନ୍ୟତା ଦେଖିବାକୁ ମିଳିଛି । ତେବେ ସମସ୍ତଙ୍କ କଥା କହିବା ଟିକ ନୁହେଁ ତଥାପି ଏପରି କିଛି ଲୋକମାନେ ରହିଛନ୍ତି ଯେଉଁମାନେ କି ଗୁରୁ ଏବଂ ଶିଷ୍ୟ ସଂପର୍କକୁ ସଳୁଟିତ କରିବାରୁ ମଧ୍ୟ ପଛଉ ନାହାନ୍ତି ।


ଆମେ ଆପଣ ମାନଙ୍କୁ କିଛି ଅଜବ କଥା ବିଷୟରେ କହୁନୁ କିମ୍ବା ଗୁରୁ ଶିଷ୍ୟ ସଂପର୍କରେ ଦୋଷ ଲଗାଉନି ମାତ୍ର ଏବେକା ସମୟରେ କିଛି ଏପରି ମାମଲା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲାଗୁଛି କି ଆମର ସମାଜ ଏବେ କେତେ କଳକୁ ଖସିଗଲାଣି , ଯେଉଁଥିରେ ଜଣେ ଗୁରୁ ହୋଇ ଛାତ୍ରୀ ସହ ଏପରି ବ୍ୟବହାର କରୁଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ ମାମଲା ସଂପର୍କରେ କହୁଛୁ ତାହା ହେଉଛି ଗୋଆର ଘଟଣା , ଅର୍ଥାତ ଗୋଆର ସନ୍ତରଣ କୋଚ ଠାରେ ଏପରି ନିନ୍ଦନୀୟ ଘଟଣା ଘଟିଛି ଯେଉଁଠାରେ କୋଚ ଭାବରେ କାମ କରୁଥିବା ଗାଙ୍ଗୁଲି ନିଜ ଛାତ୍ରୀଙ୍କର ସହ ଏପରି ଅଶ୍ଳୀଳ କାମ କରୁଛନ୍ତି ଯାହା ପାଇଁ ତାଙ୍କୁ ତାଙ୍କର କାମରୁ ବରଖାସ୍ତ କରାଯାଇଛି ।

କୋଚ ଦେଉଥିବା ସମୟରେ ଗାଙ୍ଗୁଲି ଜଣେ 15 ବର୍ଷୀୟ ନାବାଳିକ ଢିଏ ସହ ଯୋନ ନିର୍ଯ୍ୟତନା ଦେଉଥିବାର ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଭିଡିଓ ଏବେ ଭାଇରାଲ ହେବା ପରେ ଗୋଆ ପୋଲିସ ତାର ବିରୋଧର ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ।