ବଡ ଖବର ! ବିଧାନ ପରିଷଦରେ ପର୍ଣ୍ଣ ଭିଡିଓ ଦେଖୁଥିଲେ କଂଗ୍ରେସ ନେତା ! ଇସ୍ତଫା ଦାବି କଲା ବିଜେପି ଏଥିରେ ଆପଣ ଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ….

ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏବେକା ସମୟରେ ଆପଣ ମାନେ ଯେ କୌଣସି କାମ କରନ୍ତୁ ନା କାହିଁକି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ । ବିଶେଷ କରି କହିବାକୁ ଗଲେ କଳାକାର ମାନଙ୍କର ଯେ କୌଣସି ଭିଡିଓ ଏବଂ ନେତା ମନ୍ତ୍ରୀ ମାନଙ୍କର ଯେ କୌଣସି ଭିଡିଓ ତାହା ବହୁତ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଏବଂ ଏଥିପାଇଁ ସେମାନେ ବହୁତ ଟ୍ରୋଲର ଶିକାର ହୋଇଥାନ୍ତି ବା ସେମାନଙ୍କୁ ସେ ନେଇ ସଠିକ ତଥ୍ୟ ଉପସ୍ଥାପନା କରିବାକୁ ପଡିଥାଏ ।

ଆଜିକା ସୟରେ ଲୋକମାନଙ୍କୁ ଭଲ ବାଟକୁ ଆଣିବା ପାଇଁ ନେତା ମାନ୍ତ୍ରୀ ମାନେ ଅନେକ କାର୍ଯ୍ୟ କରୁଛନ୍ତି , ଏପରିକି କୌଣସି ସମୟରେ କେଉଁଠିକୁ ଗଲେ ମଧ୍ୟ ସେମାନେ ଲୋକମାନଙ୍କୁ ଭଲ ଭଲ କଥା କହିଥାନ୍ତି କେବେବି କୌଣସି ପ୍ରକାର ଖରାପ କଥା କହିନଥାନ୍ତି ବା କୌଣସି ଖରାପ କାମ କରିନଥାନ୍ତି ।

ମାତ୍ର ଯଦି ସେମାନେ କିଛି ଲୁଚି ଲୁଚି ଖରାପ କାମ କରିଥାନ୍ତି ଏବଂ ତାହା ଜଣାପଡିଥାଏ ତେବେ ତାହା ଦ୍ୱାରା ବହୁତ ଲଜ୍ଜିତ ତ ହୋଇଥାନ୍ତି ଏଥିପାଇଁ ସେମାନଙ୍କୁ ସେହି କାର୍ଯ୍ୟ କଣ ସତ୍ୟ କଣ ମିଥ୍ୟା ତାହା ଲୋକମାନଙ୍କୁ ଜଣେଇବାକୁ ପଡିଥାଏ ।

ଏବେକା ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିପାଇଁ ଜଣେ ଏମେଲେଙ୍କର ତାଙ୍କର ପଦବୀ ଚାଲିଯିବାର ମଧ୍ୟ କଥା ଉଠୁଛି ଅର୍ଥାତ ତାଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବା କଥା ଶୁଣିବାକୁ ମିଳୁଛି । ତେବେ କଣ ଏପରି ଘଟିଲା ଯେଉଁଥିପାଇଁ ତାଙ୍କୁ ଇସ୍ତାଫା ଦେବା ପାଇଁ ପଡିବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା ବିଷୟରେ ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି କାରଣ କଂଗ୍ରେସର ଜଣେ ଏମଏଲସି ପ୍ରକାଶ ରାଠୌଡ଼ଙ୍କ ଏକ ଭିଡିଓ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି କି ସେ ବିଧାନ ପରିଷଦରେ ସେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରାଯାଉଛି ।

ପ୍ରକାଶଙ୍କର ବିରୁଦ୍ଧରେ ଏପରି ଏକ କଥା ଭାଇରାଲ ହେବା ପରେ ସେ କହିଛନ୍ତି କି ସେ ବିଧାନ ସଭାରେ ବସିଥିବା ସମୟରେ ତାଙ୍କର ମୋବାଇଲରେ ଫୋନ ଷ୍ଟରେଜ ସଫା କରୁଥିଲେ , କାରଣ ତାଙ୍କ ଫୋନର ମେମୋରୀ ଫୁଲ୍ ଥିଲା । ତାଙ୍କୁ ଫୋନ୍ ଫାଇଲ୍ ଡାଉନଲୋଡ କରିବାର ଥିଲା କିନ୍ତୁ ଫୋନ୍ ଷ୍ଟୋରେଜ ନ ହେବା କାରଣରୁ ଫାଇଲ୍ ଡାଉନଲୋଡ୍ ହୋଇପାରୁ ନଥିଲା ।