କୂଅ ରେ ବୁଡି ଯାଇଥିଲେ 70 ବର୍ଷୀୟ ମହିଳା ,ତାଙ୍କୁ ବଞ୍ଚାଇବାକୁ ଯାଇ ପୁଲିସ କନେଷ୍ଟବଲ ଜଣଙ୍କ ବିନା ଦଉଡି ରେ କୂଅ କୁ ଢେଉଁ ପଡିଲେ . ଦୟାକରି ଏହି କନେଷ୍ଟବଲ ପାଇଁ ଗୋଟିଏ ସେୟାର କରନ୍ତୁ…

ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଚକିତ କରିବା ଭଳି ଖବର ସଂସ୍ପର୍ଶରେ ନିଶ୍ଚିତ ଆସୁଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ଆଜି ଆମେ ସେହିପରି ଗୋଟିଏ ଖବର ବିଷୟରେ କିଛି କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ବିଷୟରେ . ,ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ପଢନ୍ତୁ ।

ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ଗୁଡୁର ଗ୍ରାମରେ ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଜଣେ 70 ବର୍ଷିୟ ବୃଦ୍ଧାଙ୍କୁ ରକ୍ଷା କରିବା ପାଇଁ ଜଣେ ପୋଲିସ୍ କନେଷ୍ଟବଳ କୂଅ ଭିତରକୁ ଡେଇଁ ପଡିଲେ । ତେବେ ଚାଲନ୍ତୁ ଜାଣିବା କଣ ଏହା ତାପରେ ।

ସୂଚନାଯୋଗ୍ୟ ଗତ ବୁଧବାର ରାତିରେ 2 ପୋଲିସ୍ କନେଷ୍ଟବଳ ଶିବକୁମାର ଓ ଶ୍ୟାମ ପ୍ରତିଦିନ ଭଳି ସେଦିନ ବି ନିଜର ଡ୍ୟୁଟି କରୁଥିଲେ । ଏହି ସମୟରେ ତାଙ୍କ 100 ନମ୍ବର ଦ୍ବାରା ସୂଚନା ମିଳିଲା ଜଣେ ବୃଦ୍ଧ କୂଅକୁ ଡେଇଁ ପଡିଛନ୍ତି । ବୃଦ୍ଧ ମହିଳା ଜଣଙ୍କ କୂଳକୁ ଡେଇଁ ପଡିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା କିନ୍ତୁ ଅନ୍ଧାର ହୋଇଥିବାରୁ କିଛି ଦେଖାଯାଉନଥିଲା ।

କୂଅକୁ ଡେଇଁଥିବା ବୃଦ୍ଧା ଜଣଙ୍କର ନାଁ ଥିଲା ସାବିତ୍ରୀ । ତେବେ କନଷ୍ଟେବଳମାନେ ଖବର ପାଇ ସେଠାରେ ପହଞ୍ଚିଲେ ଏବଂ ସିଡି ମାଧ୍ୟମରେ ବୃଦ୍ଧ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରିଲେ କିନ୍ତୁ କିଛି ଲାଭ ହେଲାନି । ଏହାପରେ ଶିବକୁମାର ନିଜ ଜୀବନକୁ ଖାତିର ନକରି କୂଅ ଭିତରକୁ ଡେଇଁ ପଡିଲେ ।

ଶିବକୁମାର କହିଥିଲେ କି ତାଙ୍କ ମୁଣ୍ଡରେ ସେତେବେଳେ କୋବଳ ଗୋଟିଏ କଥା ଥିଲା କି ସେ କେମିତି ବୃ୍ଦ୍ଧାଙ୍କୁ ବଞ୍ଚାଇବେ । କୂଅକୁ ଡେଇଁବା ପରେ ମହିଳାଙ୍କୁ ନିଜ କୋଳରେ ରଖି 10-15 ମନିଟ୍ ପର୍ଯ୍ୟନ୍ତ ବାଲାନ୍ସ କରି ନେଇଥିଲେ ଏବଂ ଏହାପରେ ଦୋଡି ଅଣାଗଲା । ଯାହାଦ୍ବାରା ଶିବକୁମାର ମହିଳାଙ୍କୁ ସୁରକ୍ଷିତ ଭାବରେ ଉପରକୁ ନେଇଆସିଥିଲେ । ଏହାପରେ କନେଷ୍ଟବଳ ଶିବକୁମାରଙ୍କ ଦ୍ବାରା ପ୍ରଟିକଶନର (ଆଇଆରଏମପି) ଙ୍କୁ ଡକାଯିବା ପରେ ମହିଳାଙ୍କୁ ହସ୍ପିଟାଲ ନିଆ ଗଲା ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପୋଲିସ୍ କର୍ମଚାରୀ କନେଷ୍ଟେବଳ ଶିବକୁମାର ଙ୍କୁ ବହୁ ପ୍ରଶଂସା କରିଥିଲେ ଏବଂ ସୋସିଆଲ ମିଡିଆରେ ଯେତେବେଳେ ଏହି କଥା ସାମ୍ନାକୁ ଆସିଲା ତାପରେ ସମସ୍ତେ ଏହାକୁ ବହୁ ପ୍ରଶଂସା କରୁଛନ୍ତି । ତେବେ କିଛି ଏପରି ପୋଲିସ୍ କର୍ମଚାରୀ ଅଛନ୍ତି ଯେଉଂମାନେ କି ନିଜର ପାୱାର ର ଅପ ବ୍ୟବହାର କରୁଛନ୍ତି କିନ୍ତୁ ସମସ୍ତ ପୋଲିସ୍ କର୍ମଚାରୀ ସେମିତି ନୁହଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।