ବିନା ମେଡିକାଲ ଚେକପ୍ କରି କିପରି ଜାଣିବେ ଗର୍ଭରେ ପୁଅ ଅଛି ନା ଝିଅ-ପୁଅ ହବାର 5-ଟି ଲକ୍ଷ୍ୟଣ ଦେଖି ଜାଣନ୍ତୁ

ଆମ ସମାଜରେ ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ହୋଇଥାଏ , ଯାହାକି ପ୍ରତ୍ୟେକ ପୁଅ ଝିଅ ମାନଙ୍କର ଗୋଟିଏ ବହୁତ ବଡ ସ୍ବପ୍ନ ରହିଥାଏ । ସବୁ ପୁଅଙ୍କର ଇଚ୍ଛା ଥାଏ କି ସେମାନେ ଜଣେ ସୁନ୍ଦର ଜୀବନସାଥୀଟିଏ ପାଆନ୍ତୁ ଏବଂ ତା ସହିତ ଖୁସିରେ ସଂସାର କରନ୍ତୁ । ଆଉ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ଶାରିରୀକ ସଂପର୍କ ସଂମ୍ପର୍କକୁ ଅଧିକ ମଜବୁତ କରିଥାଏ । ତେଣୁ ବିବାହ ପରେ ସ୍ବୀମୀ ସ୍ତ୍ରୀ ମଧ୍ୟରେ ଶାସିରୀକ ସଂପର୍କ ରହିବା ନିହାତି ଜରିରୀ ଯେଉଁ ସମ୍ପର୍କରୁ ସୃଷ୍ଟି ହୋଇଥାଏ ସେମାନଙ୍କର ଭଲ ପାଇବାର ପ୍ରତିକ ।

ତେବ ଏ ଦୁନିଆରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ମହତ୍ବପୂର୍ଣ୍ଣ ଭୂମିକା କେବଳ ଜଣେ ମାଁ ହିଁ ଲିଭେଇ ଥାଏ । ସବୁ ଝିଅଙ୍କର ମାଁ ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହିତ ସମାନ ହୋଇ ଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମାଁ ହେବା ପରେ ହିଁ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ । କିନ୍ତୁ ବିବାହ ପରେ ମାଁ ହେବା ପ୍ରାୟ ସମସ୍ତ ଝିଅଙ୍କର ଭାଗ୍ୟରେ ନଥାଏ, କିନ୍ତୁ ବିବାହ ପରେ ମାଁ ହେବାର ସମସ୍ତଙ୍କର ଇଚ୍ଛା ରହିଥାଏ ।

ତେବେ ଆମ ସମାଜରେ ଝିଅ ଜନ୍ମ ହେବାକୁ ଲୋକମାନେ ପସନ୍ଦ କରିନଥାନ୍ତି । ସମସ୍ତେ ଚାହିଁଥାନ୍ତି ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ହେଉ, ଆଗ କାଳରେ ଝିଅ ଜନ୍ମ ହେଲେ ତାକୁ ମାରି ଦେଉଥିଲେ ନଚେତ ସେହି ଡାକ୍ତରଖାନାରେ ହିଁ ଛାଡି ପଳାଇ ଆସୁଥିଲେ । ତେଣୁ ସରକାରୀ ସେଥିପାଇଁ କିଛି ଦୃଢକର୍ଯ୍ୟାନୁଷ୍ଟାନ ଗ୍ରହଣ କରିଲେ ୟେଉଁଥରେ ଝିଅ ଜନ୍ମ ହେଲେ ତାକୁ ମାରିପାରିବେ ନାହିଁ କିମ୍ବା ଭ୍ରୁଣ ହତ୍ୟା କରବେ ନାହିଁ ।

ଏହାସହିତ ପିଲାଜନ୍ମ ହେବା ଆଗରୁ ସେ ଝିଅ କି ପୁଅ ସେକଥା ମଧ୍ୟ ଡାକ୍ତରମାନେ ଜଣାଇବେନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ଦ୍ବାରା ଆପଣ ବିନା ଅଲଟ୍ରାସାଉଣ୍ଡରେ ଜାଣିପାରିବେ କି ଗର୍ଭରେ ପୁଅ ଅଛି ନାଁ ଝିଅ ।

ଯଦି ଆପଣଙ୍କୁ ଗର୍ଭବତୀ ସମୟରେ ଭଲ ଲାଗୁନାହିଁ, କିଛି କାମ କରିବା ପାଇଁ ଇଚ୍ଛା ହେଉ ନାହିଁ ଏବଂ ଅଳସୁଆ ଲାଗୁଛି ତେବେ ଆପଣଙ୍କର ଝିଅ ହେବ ଏବଂ ଯଦି ଗର୍ଭଧାରଣ ସମୟରେ ବହୁତ ଭଲ ଲାଗୁଛି ଆଦୌ ଅଳସୁଆ ଲାଗୁନାହିଁ କାମ କରିବାରେ କଷ୍ଟ ହେଉନାହିଁ ତାହେଲେ ଆପଣଙ୍କର ପୁଅ ହେବ । ଯଦି ଆପଣଙ୍କର ପେଟ ଅଧିକ ବଡ ବାହାରିଛି ତାହେଲେ ଝିଅ ହେବେ ଏବଂ ଯଦି ଛୋଟ ପେଟ ବାହାରିଛି ତାହେଲେ ପୁଅ ହେବ ।

ଗର୍ଭଧାରଣ ସମୟରେ ଯଦି ନାହିଁ ଓଲେଟେଇକି ବାହାରକୁ ବାହାରି ଆସିଛି ତାହେଲେ ପୁଅ ଏବଂ ନାହିଁ ଭିତରକୁ ପଶି ଯାଇଥିଲେ ଝିଅ ହେବ । ଏହା ସହିତ ଗର୍ଭ ଧାରଣ ସମୟରେ ଯଦି ଆପଣଙ୍କର ନାକ ପୂ୍ର୍ବ ଅପେକ୍ଷା ଅଧିକ ମୋଟା ହୋଇ ଯାଇଛି ତାହେଲେ ପୁଅ ହେବେ ଏବଂ ଯଦି ନାକ ପୂ୍ର୍ବ ପରି ଅଛି ଅର୍ଥାତ ପୂରା ସେମ୍ ଅଛି ତାହେଲେ ଆପଣଙ୍କର ଝିଅ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।