ତୁଳସୀ ପରି ପବିତ୍ର ହୋଇଥାନ୍ତି ଏହି ରାଶିର ଝିଅ ମାନେ , ଏଥିରେ ଆପଣ ଙ୍କ ରାଶି ନାହିଁ ତ ?

ଆଜି ଆମେ ଆପଣ ମାନଙ୍କୁ କହିବୁ କି କେଉଁ ରାଶିର ଝିଅ ମାନେ ହୋଇଥାନ୍ତି ତୁଳସୀ ପରି ପବିତ୍ର । ଆପଣ ମାନେ ତ ଜାଣିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର ଚାଲି ଚଳଣ ଆଚାର , ବ୍ୟବହାର ସମସ୍ତ ଦୃଷ୍ଟିରୁ ସେମାନେ ଜଣେ ଅନ୍ୟ ଜଣଙ୍କର ଠାରୁ ଭିନ୍ନ ହୋଇଥାନ୍ତି । ଏପରିକି ଆଜିର ସମାଜରେ ଝିଅ ମାନଙ୍କୁ ଚିହ୍ନିବା ତ ବହୁତ ମୁସକିଲ କାମ । ଆଜିର ଦୁନିଆରେ ଝିଅ ମାନଙ୍କର ଦିମାଗ ସବୁବେଳେ ବହୁତ ତେଜ ଚାଲିଥାଏ ପୁଅ ମାନଙ୍କ ଅପେକ୍ଷା । ଏ ସମୟରେ ସିଧା ସାଧା ଏବଂ ଶାନ୍ତ ସ୍ୱଭାବର ଝିଅ ମାନେ ବହୁତ କମ ଦେଖିବାକୁ ମିଳନ୍ତି । ତେଣୁ ଝିଅ ମାନଙ୍କୁ ଚିହ୍ନିବା ଏବେକା ସମୟରେ ବହୁତ ମୁସକିଲ କାମ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି ତିନିଟି ରାଶିର ଦଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ସ୍ୱୟଂ ଲକ୍ଷ୍ମୀ ପ୍ରତିମା ପରି ହୋଇଥାନ୍ତି ଏବଂ ସେମାନଙ୍କର ଆଚାର , ବ୍ୟବହାର , ଚାଲି ଚଳ ସବୁଥିରେ ଶାଳୀନତା ଭରି ରହିଥାଏ , ତେବେ ଆସନ୍ତୁ ଜାଣିବା ସେହି ରାଶିର ଝିଅ ମାନଙ୍କ ବିଷୟରେ ।

1–ସିଂହ ରାଶି

ଏହି ରାଶିର ଝିଅ ମାନେ ବହୁତ ସାହସୀ ହୋଇଥାନ୍ତି , ଏହା ସହିତ ସେମାନେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ସ୍ୱଭାବ ବହୁତ ଶାନ୍ତ , ସରଳ ହୋଇଥାଏ ଏମାନେ କେବେବି ମିଥ୍ୟାକୁ ପ୍ରଶୟ ଦିଅନ୍ତି ନାହିଁ ଏବଂ ମିଥ୍ୟା କହୁଥିବା ଲୋକଙ୍କୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଏମାନେ କେବେବି କାହାର ଖରାପ ଚିନ୍ତା କରନ୍ତି ନାହିଁ ।

ଏମାନେ ନିଜ ପରିବାରକୁ ବହୁତ ଭଲ ପାଆନ୍ତି ଏବଂ ପରିବାର ପାଇଁ ସମସ୍ତ ଭଲ କାମ କରିଥାନ୍ତି ଯାହା ଦ୍ୱାରା ସେମାନଙ୍କର ପରିବାର ସର୍ବଦା ଖୁସିରେ ରହିବ । ଏହା ସହିତ ଏମାନେ ଯାହାକୁ ପ୍ରେମ କରନ୍ତି ସେହି ପ୍ରେମ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛନ୍ତି ନାହିଁ ।

2–କୁମ୍ଭ ରାଶି

ଏହି ରାଶିର ଝିଅ ମାନେ ବହୁତ ସଚ୍ଚୋଟ ହୋଇଥାନ୍ତି , ଏମାନେ ଯାହା କହିଥାନ୍ତି ତାହା ହିଁ କାମରେ କରି ଦେଖାଇଥାନ୍ତି । ଏମାନେ ନିଜର ବୈବାହକ ଜୀବନକୁ ସୁନ୍ଦର କରିବା ପାଇଁ ସର୍ବଦା ଚେଷ୍ଟିତ ରହିଥାନ୍ତି । ନିଜର ପରିବାର ସର୍ବଦା ନୂଆ ମାର୍ଗରେ ପରିଚାଳନା କରିଥାନ୍ତି ।

କେବେବି କାହା ସହ ଝଗଡା କରନ୍ତି ନାହିଁ ମାତ୍ର ଅନ୍ୟାୟକୁ ପ୍ରଶୟ ଦିଅନ୍ତି ନାହିଁ । ବଡ ମାନଙ୍କୁ ସମ୍ମାନ ଏବଂ ସାନ ମାନଙ୍କୁ ଭଲପାଇବା ଦେଇଥାନ୍ତି । ଏହା ସହିତ ଏହି ରାଶିର ଝିଅ ମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ ।

3–ମୀନ ରାଶି

ଏହି ରାଶିର ଝିଅ ମାନେ ସମସ୍ତଙ୍କର କଥା ମାନି ଚଳିଥାନ୍ତି , କେବେବି କାହା ମନରେ ଦୁଃଖ ଦେବାକୁ ଚାହାନ୍ତି ନାହିଁ । ଏମାନଙ୍କର ହୃଦୟ ବହୁତ କୋମଳ ହୋଇଥାଏ । ଏମାନେ କେବେବି ଛୋଟ , ବଡ , ଉଚ୍ଚ , ନୀଚର ଭେଦଭାବ ରଖନ୍ତି ନାହିଁ ।

ଏମାନେ ପ୍ରତ୍ୟେକ କାମକୁ ଶାନ୍ତ ମନରେ ବହୁତ ଭାବିଚିନ୍ତି କରିଥାନ୍ତି । ସର୍ବଦା ସତ୍ୟ କହିଥାନ୍ତି ନିଜର ପରିବାର ଏହଂ ପିଲା ମାନଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ଏମାନଙ୍କର ନିଜ ଲୋକ ବିଷୟରେ କିଛି କହିଲେ ଏମାନେ କାଳୀ ରୂପ ଧାରଣ କରିବାକୁ ମଧ୍ୟ ପଛନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।