ଦୀର୍ଘ 51 ବର୍ଷ ପରେ ଗ୍ରହରେ ମହାସଂଯୋଗ ଏହି ଆଠଟି ରାଶିରେ ହେବାକୁ ଯାଉଛି ମହା ପରିବର୍ତ୍ତନ ! ଏଥିରେ ଆପଣ ଙ୍କ ରାଶି ଅଛି କି ?

ଜାନୁୟାରୀ ମାସ ଶେ ହୋଇ ଫେବୃୟାରୀ ମାସ ଆରମ୍ଭ ହେବାକୁ ଯାଉଛି , ତେଣୁ ଏହି ଫେବୃୟାରୀ ମାସରେ ଆପଣଙ୍କର ଭାଗ୍ୟ କିପରି ରହିବ ଆସନ୍ତୁ ଜାଣିବା । ଗ୍ରହମାନଙ୍କର ଗୋଚର 12ଟି ରାଶିରେ କିପରି ଫଳପ୍ରଦାନ କରବି ଚାଲନ୍ତୁ ଜାଣିବା ।1. ମେଷରାଶି – ଫେବୃୟାରୀ ମାସର ଆରମ୍ଭ ମେଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । କାର୍ଯ୍ୟକ୍ଷେତ୍ରରେ ଭରପୂର ବୃଦ୍ଧି ହେବ । ଏହି ସମୟରେ ଆପଣ ସବୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଚାକିରିରେ ପଦନ୍ନୋତି ହୋଇପାରେ । ତେବେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ ।

2.ବୃଷରାଶି – ଆସନ୍ତା ଫେବୃୟାରୀ ମାସ ରେ ଆପଣ ଜୀବନରେ ଉଚିତ୍ ପରିଣାମ ପ୍ରାପ୍ତି ହେବ । ନିଜକୁ ଶାନ୍ତ ରଖି ସବୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରନ୍ତୁ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି ଏବଂ କାର୍ଯ୍ୟକ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି ।

3.ମିଥୁନରାଶି – ଚାକିରି ଏବଂ ବ୍ୟାପାରରେ ସଫଳାତ ପ୍ରାପ୍ତ କରିବା ପାଇଂ କଠିନ୍ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସମସ୍ୟାର ସମ୍ମୁଖୀନ କରେବ । ବିବାହିତ ଲୋଙ୍କର ଶଶୁର ଘର ଲୋକଙ୍କ ସହିତ ବିବାଦ ହୋଇପାରେ ।

4. କର୍କଟରାଶି – ଆପଣଙ୍କ ଜୀବନରେ ସମସ୍ୟା ଦୂର ହେବ । ମାନିସକ ଚିନ୍ତା ବଢିପାରେ, ଅବିବାହିତା ଲୋକଙ୍କ ବିବାହ ପାଇଁ ପ୍ରସ୍ତାବରେ ବାଧା ଉତ୍ପନ୍ନ ହୋଇପାରେ ଏବଂ ଖର୍ଚ୍ଚ ଅଧିକ ହେବ ।

5.ସିଂହରାଶି – ଛାତ୍ରମାନଙ୍କ ପାଇଁ ଏହି ସମୟ ଲାଭଦାୟକ ସିଦ୍ଧ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଚାକିରି ପେଶାରେ ଲୋକେ ଅଧିକ ପରିଶ୍ରମ କରିବେ ।

6. କନ୍ୟାରାଶି – ମାସ ସାରା ଭାଗ୍ୟ ଆପଣଙ୍କ ସାତ୍ ଦେଉଅଛି ତେଣୁ ଯେତେ ଅଧିକ ପରିଶ୍ରମ କରିବେ ଫଳ ଦୁଇଗୁଣା ହେବ । ପ୍ରତ୍ୟେକ ଗ୍ରମାନଙ୍କର ସହଯୋଗ ଆପଣଙ୍କ ସହିତ ରହୁଅଛି । ବିବାହ ଯୋଗ ବନୁଅଛି ।

7. ତୁଳାରାଶି – ଆପଣଙ୍କ ପାଇଂ ଏହି ମାସଟି ସୁଖସମୃଦ୍ଧି ଆଣି କରି ଆସୁଅଛି । ପାରିବାରିକ କଳହ ଦୂର ହୋଇ ପରିବାର ମଧ୍ୟରେ ଯାହା ବି ଆଗରୁ କିଛି କଳହ ରହୁଥିଲା ତାହା ସବୁ ନିଶ୍ଚୟ ହିଁ ଦୂର ହୋଇଯିବ । ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ ।

8.ବିଛାରାଶି – ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ । ପୂରୁଣା ସଂପର୍କରୁ ଲାଭ ମିଳିବ ଏବଂ ସବୁ ପ୍ରୟାସରୁ ଲାଭ ମିଳିବ । ଦୂରଯାତ୍ରା ନକରିବା ଆପଣଙ୍କ ପାଇଁ ଭଲ ।9. ଧନୁରାଶି – ଏହି ଗୋଚର ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । ଖର୍ଚ୍ଚରେ ବୃଦ୍ଧି ହୋଇପାରେ ତେଣୁ ଟିକେ ଜଗିରଖି ଚଳନ୍ତୁ ।

10. ମକରରାଶି – କାର୍ଯ୍ୟକ୍ଷେତ୍ରରେ କିଛି କଠିନ୍ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଚାକିରି କ୍ଷେତ୍ରରେ ମଧ୍ୟ ସମସ୍ୟା ଆସିପାରେ ଏବଂ ଅଚାନକ୍ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

11.କୁମ୍ଭରାଶି – ଜୀବନସାଥୀଙ୍କଠୁ କଠିନ୍ ସମସ୍ୟାର ସାମ୍ନା କରିବାକୁ ପଡିବ । ନୂଆ ନିବେଶ ପାଇଁ ଯୋଜନା କରିଥିବା ଲୋକଙ୍କୁ ନିବେଶ୍ ରୋକିବାକୁ ପଡିବ । କାନୁନ୍ ମାମଲାରେ ସାମିଲ୍ ହୋଇପାରନ୍ତି ।

12. ମୀନରାଶି -ଏହି ଗୋଚର ମୀନାରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଅଟକି ରହିଥିବା କାର୍ଯ୍ୟ ସଂମ୍ପର୍ଣ୍ଣ ହେବ ଏବଂ ନିଜ ଲକ୍ଷ୍ୟ ସ୍ଥଲରେ ଶିଘ୍ର ପହଞ୍ଚିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।