ଦେଖନ୍ତୁ ଏହି ଲଜ୍ଜାଜନକ ଭିଡିଓ – ସମାଜ ପାଇଁ କଳଙ୍କିତ ଏଭଳି ନାରୀ ସ୍ବାମୀ ଙ୍କୁ ଛାଡି ନିଜ ଭଣଜାଙ୍କୁ ବିବାହ କରିଲେ…ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ….

ଆମ ସମାଜ ପାଇଁ କଳଙ୍କିତ ଅଟନ୍ତି ଏପରି ନାରୀ , ସ୍ୱାମୀକୁ ଛାଡି ନିଜ ଭଣଜାକୁ ବିବାହ କଲେ । ଆମ ସମାଜରେ କିଛି ନିତି , ନିୟମ , ସଂସ୍କୃତି , ପରମ୍ପରା ରହିଛି ଯାହାକୁ ଲୋକମାନେ ଆଗ କାଳରୁ ମାନିକରି ଆସିଛନ୍ତି ଏବଂ ଏହାକୁ ପାଳନ ମଧ୍ୟ କରିଥାନ୍ତି । ମାତ୍ର ଆଜିର ଯୁବପିଢି ମାନେ ସେହି ନିତି , ନିୟମ, ସଂସ୍କୃତି , ପରମ୍ପରାକୁ ମାନୁ ନାହାନ୍ତି । ଯାହାର ଯାହା ଇଚ୍ଛା ହେଉଛି ସେ ତାହା ହିଁ କରୁଛନ୍ତି ଏବଂ କାହାର ସମାଜ ଲୋକ ଲଜ୍ୟାକୁ ମଧ୍ୟ ଡରୁ ନାହାନ୍ତି । ଯେଉଁଥିପାଇଁ ଏହି ଦୁନିଆରେ ସର୍ବଦା ପାପ ସଂପର୍କ ଗଢିବାରେ ଲାଗିଛି ।

ଆଜିର ସମାଜରେ କେହି ବି କାହାକୁ ବିବାହ କରିଯାଉଛନ୍ତି । ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ ତେବେ ଏହି ବନ୍ଧନରେ ବାନ୍ଧି ହେବା ତାହା ଉପରୁ ଭଗବାନ ବନେଇ ପଠିଥାନ୍ତି ବୋଲି ବିଶ୍ୱାସ କରାଯାଏ ।ଆମ ଭାରତୀୟ ପରମ୍ପରାରେ ନିୟମ ରହିଛି କି ଜଣେ ପୁରୁଷ ଏବଂ ଜଣେ ନାରୀ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆଉ କୌଣସି ନାରୀ ବା ପୁରୁଷର କଥା ଭାବିବେ ନାହିଁ । ଏହି କଥାକୁ ପାପ ବୋଲି ମାନାଯାଇଥାଏ ।

ସ୍ତ୍ରୀ ମାନଙ୍କୁ ପତିବ୍ରତା ବୋଲି କୁହାଯାଉଥିଲା ମାତ୍ର ଏବେକା ସମୟରେ ସେମିତି କିଛି ନାହିଁ । ବାହାଘର ପରେ ମଧ୍ୟ ପୁରୁଷ ଏବଂ ନାରୀ ମାନେ ଅନ୍ୟତ୍ର ବିବାହ କରୁଛନ୍ତି । ବିବାହ ନକଲେ ମଧ୍ୟ ସେମାନେ ପର ପୁରୁଷ ଏବଂ ନାରୀ ମାନଙ୍କ ସହିତ ସଂପର୍କ ରଖୁଛନ୍ତି । ଏବେକା ସମୟରେ ସେମାନେ ଲୋକଲଜ୍ୟାକୁ ଦେଖୁନାହାନ୍ତି ନିଜର ମାନ ସମ୍ମାନକୁ ଦେଖୁ ନାହାନ୍ତି ଯାହା ଇଚ୍ଛା ହେଉଛି ତାହା କରୁଛନ୍ତି । ଏହିପରି ସମସ୍ତ ସଂପର୍କ ଏବେ ଦେଖିବାକୁ ମିଳୁଛି ।


ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି , ଆମେ ମାନେ ଆପଣଙ୍କୁ ସେହିପରି ଏକ ସଂପର୍କ ବିଷୟରେ କହିବାକୁ ଯାଉଛୁ ଯାହାକି ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ ଏକ ବିବାହିତା ନାରୀଙ୍କୁ ପୁଣି ବିବାହ କରିଛନ୍ତି । ସେହି ପୁରୁଷ ଜଣକ ସେହି ମହିଳାଙ୍କର ସଂପର୍କରେ ଭଣଜା ହେବେ ।

ସାତ ମାସ ତଳେ ସେହି ମହିଳା ଜଣକ ଯୁବକଙ୍କର ମାମୁଙ୍କୁ ବିବାହ କରିଥିଲେ ପରେ ଏହି ଯୁବକଙ୍କର ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଯାହା ଦ୍ୱାରା ପରସ୍ପର ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।

ଆପଣ ମାନେ ଭାବନ୍ତୁ ଏପରି କାମ କରିବା କେତେ ଦୂର ଠିକ ଅଟେ , କାରଣ ଜଣକୁ ବିବାହ ପରେ ଅନ୍ୟ ଜଣକ ପ୍ରେମ ସଂପର୍କ ରଖିବା ଠିକ କଥା ନୁହେଁ । ଏହା ଦ୍ୱାରା ଆମ ସମାଜକୁ ମଧ୍ୟ ଏହାର ଖରାପ ପ୍ରଭାବ ପଡିବ , ଯାହା ଦ୍ୱାରା ଆଗକୁ ଆସୁଥିବା ଯୁବପିଢି ମାନେ ଏହା ଦ୍ୱାରା ବହୁତ ପ୍ରଭାବିତ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।