ପୁଣି ଲଜ୍ୟାଜନକ ଘଟଣା ! ସ୍ବାମୀ ମରିଗଲା ପରେ ବିଧବା ବୋହୁ ସହ ଶଶୁର ଏମିତି କିଛି କରିଦେଲେ ଜାଣିଲେ ଆପଣ ମଧ୍ୟ କହିବେ ଛିଃ ଛିଃ ଶଶୂର ନା ରାକ୍ଷାସ !ଦୟାକରି କମେଣ୍ଟ କରନ୍ତୁ ଏହି ପାପୀ କୁ କି ଦଣ୍ଡ ମିଳିବା ଦରକାର ?

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ବହୁତ କ୍ରୋଧ ପ୍ରକାଶ କରିବେ । ଆପଣ ମାନେ ତ ଜାଣିଛନ୍ତି କି ଅନେକ ସମୟରେ ଆମ ମାନଙ୍କୁ ଶୁଣିବାକୁ ମିଳିଥାଏ କି ଶାଶୁ ଉପରେ ବହୁର ଅତ୍ୟାଚାର ବା ବୋହୂ ଉପରେ ଶାଶୁର ଅତ୍ୟାଚର ମାତ୍ର ଆପଣ ମାନେ କେବେ ବୋହୂ ଉପରେ ଶଶୁରର ଅତ୍ୟାଚାର କଥା ଶୁଣିଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ସେହି କଥା ବିଷୟରେ କହିବୁ କି ଜଣେ ଶଶୁର ହୋଇ ନିଜ ବୋହୂ ସହିତ ଏପରି ବ୍ୟବହାର କିପରି ରୂପରେ କରିପାରିଲେ ।

ଆମେ ଆପଣ ମାନଙ୍କୁ ଯେଉଁ କଥାଟି କହୁଛୁ ତାହା ହିମାଚଳ ପ୍ରଦେଶର ଜିଲ୍ଲା ବିଳାଶପୁର ପଞ୍ଚାୟତର ଘଡୋଲ ଅନ୍ତର୍ଗତ ଜାମିଲ ଗ୍ରାମର ଘଟଣା । ଯେଉଁ ଘଟଣାରେ ଜଣେ ଶଶୁର ନିଜର ବୋହୂକୁ ନିର୍ମମ ଭାବରେ ମାଡ ମାରିଥିବା କଥା ସାମ୍ନାକୁ ଆସିଛି ।

ତେବେ ସେ ନଜର ବୋହୂକୁ ଏପରି ମାରିଛନ୍ତି କି ତାଙ୍କୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶୁଶୁରଟି ଯେଉଁ ସମୟରେ ବୋହୂ ଉପରେ ଅତ୍ୟାଚାର କରୁଥିଲା ସେହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ସହି ସ୍ତ୍ରୀର ସ୍ୱାମୀ ଦୁଇ ବର୍ଷ ପୂର୍ବରୁ ଏକ ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ମାତ୍ର ତାଙ୍କର ଦୁଇ ଛୋଟ ଛୋଟ ପିଲା ଅଛନ୍ତି । ସେହ ବୋହୂର ଶଶୁର ପ୍ରତ୍ୟେକ ଦିନ ନିଶା କରି ଘରକୁ ଆସେ ଏବଂ ତାର ବୋହୂକୁ ଗାଳି କରେ । ସନ୍ଧ୍ୟା ସମୟରେ ସେହି ମହିଲା ଘରକୁ କିଛି ମହିଳା ମାନେ କଥାବାର୍ତ୍ତା କରିବା ପାଇଁ ଆସିଥାନ୍ତି ତେବେ ସେହି ମହିଳା ମାନେ କଣ ପାଇଁ ଆସନ୍ତୁ ସେହି କଥା ନେଇ ଶଶୁର ବୋହୂ ଉପରେ ସର୍ବଦା ରାଗିଥାନ୍ତି ।

ପ୍ରତ୍ୟେକ ଦିନ ପରି ଗତ ସନ୍ଧ୍ୟାରେ ଶଶୁର ଜଣକ ନିଶା ଅବସ୍ଥାରେ ଘରକୁ ଆସିଥିଲେ ଏହା ପରେ ସେ ନିଜ ବୋହୂ ସହିତ ବହୁତ ଝଗଡା କରିବାକୁ ଲାଗିଥିଲେ । ଧୀରେ ଧୀରେ କରି ସେହି ଝଗଡା ବଢିବାକୁ ଲାଗିଲା ଏବଂ ଶଶୁର ଏକ ଧାରୁଆ ଅସ୍ତ୍ରରେ ବୋହୂ ସହିତ ମାରପିଟ କଲେ । ଏପରିକି ସେ ସେହି ଧାରୁଆ ଅସ୍ତ୍ରରେ ବୋହୂର ମୁଣ୍ଡରେ ମାରିଥିଲେ ଏହା ପରେ ସେ ବୋହୂଟି ବହୁତ ଜୋରରେ ପାଟି କରିବାକୁ ଲାଗିଲା ।

ତେବେ ବୋହୂର ପାଟି ଶୁଣିକରି ଆଖପାଖ ପଡୋଶୀ ଆସିଥିଲେ ଏବଂ ସେହି ମାରପିଟକୁ ବନ୍ଦ କରିବା ସହ 108 କୁ କଲ କରି ବୋହୂକୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ପଠାଇଥିଲେ । ଏହା ପରେ ବିଳାଶପୁର ପୋଲିସ ମାନେ ଘଟଣାର ତଦନ୍ତ କରି ମହିଳାଙ୍କର ବୟାନ ଗ୍ରହଣ କରିବା ପରେ ଶଶୁର ପ୍ରତି ତଦନ୍ତ ଆରମ୍ଭ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।