ଆଶ୍ଚର୍ଯ୍ୟ ଘଟଣା ! ସ୍ବାମୀ ପାଖରୁ ଛାଡପତ୍ର ନେବା ପରେ ମହିଳା ଜଣଙ୍କ ଜନ୍ମଦେଲେ 14ଟି ସନ୍ତାନ ! ଟାଙ୍କିପରି ଫୁଲିଗଲା ପେଟ, ପୁରା ଘଟଣା ଶୁଣିଲେ ଆପଣ ମଧ୍ୟ ଚକିତ ହେବେ\

ଏ ସୃଷ୍ଟିରେ ମାଁ ହେବା ପ୍ରତ୍ୟେକ ମହିଳାଙ୍କର ଗୋଟିଏ ବହୁତ ବଡ ସ୍ବପ୍ନ ହୋଇଥାଏ । ପ୍ରତ୍ୟେକ ମହିଳା ମାଁ ହେବାର ଅନୁଭୂତିକୁ ଅନୁଭବ କରିବା ପାଇଂ ଚାହିଁଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳାଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯିଏକି ଏକା ସାଙ୍ଗରେ 8 ଟି ସନ୍ତାନ କୁ ଜନ୍ମ ଦେଇଥିଲେ । ଆଉ ଏକାସାଙ୍ଗରେ ଏତେ ପିଲାକୁ ନେଇ ପ୍ରେଗନେଟ୍ ହେବା କାରଣୁ ମହିଳା ଜଣଙ୍କର ପେଟ ଫୁଲ୍ ଗୋଟିଏ ଗୁବ୍ବାରି ବା ବେଲୁନ୍ ଭଳି ହୋଇ ଯାଇଥିଲା ।

ଯାହା ଜଣା ପଡିଛି ମହିଳା ଜଣଙ୍କର ଏଭଳି ପରିସ୍ଥିତି ଆଇବିଏଫ୍ ଟେକ୍ନୋଲୋଜି ପାଇଁ ହୋଇଛି । ତେବେ ଡାକ୍ତର ମହିଳା ଜଣଙ୍କ ଗର୍ଭରେ ଏକା ସାଙ୍ଗରେ 12 ଟି ଭ୍ରୁଣ ସମାପନ୍ନ କରିଥିଲେ । ଆଉ ସେମାନଙ୍କ ମଧ୍ୟରୁ 8ଟି ଜିବିତ ଜନ୍ମ ହୋଇଥିଲେ ।

ତେବେ ଏହି ଘଟଣାଟି କିଛି ବର୍ ପୂର୍ବରୁ ଘଟିଯାଇଛି ଏହା 2009 ମସିହାରେ ହୋଇଥିଲା । ନିକଟରେ ସେହି 8 ଜଣଙ୍କୁ 12 ବର୍ଷ ପୁରିଥିଲା ଏବଂ ମହିଳା ଜଣଙ୍କ ସେମାନଙ୍କର 12ତମ ଜନ୍ମ ଦିବସରେ ମହିଳା ଜଣଙ୍କ ସମସ୍ତଙ୍କର କିଛି ଫୋଟ ସହିତ ସାକ୍ଷାତ କରିଥିଲେ । ତେବେ ସେହି ସମସ୍ତ ପିଲା ଏବେ ସୁରକ୍ଷିତ ଏବଂ ଠିକ୍ ଅଛନ୍ତି ।

ଏହି ପିଲାମାନଙ୍କୁ ଜନ୍ମ ଦେଇଥିବା ନାଧ୍ୟା ସୁଲେମାନ ବର୍ତ୍ତମାନ 45 ବର୍ଷିୟ ହୋଇଗଲେଣି । ସେ୍ ଆମେରିକାରେ ରୁହନ୍ତି, ପିଲାମାନଙ୍କର 12ତମ ଜନ୍ମଦିନରେ ନାଧ୍ୟା ସୋସିଆଲ ମିଡିଆରେ ନିଜର ଅନୂଭୁତିକୁ ବାଖ୍ୟା କରିଥିଲେ । ନାଧ୍ୟ ଦୁନିଆକୁ ଜଣାଇଥିଲେ କି ଏକାସାଙ୍ଗରେ 8ଟି ପିଲାଙ୍କୁ ଗର୍ଭରେ ଧାରଣ କରିବା ଏବଂ ଜନ୍ମ ଦେବା ପରେ ସେମାନଙ୍କର ଲାଳନପାଳନ କରିବା କେମିତି ହୋଇଥାଏ ।

ଆପଣଙ୍କୁ ଜଣାଇ ଦେଉଛୁ କି ନାଧ୍ୟ ସମୁଦାୟ 14ଟି ପିଲାର ମାଁ ଅଟନ୍ତି । 8ଟି ପିଲାକୁ ଜନ୍ମ ଦେବା ପୂର୍ବରୁ ସେ 6ଟି ପିଲାର ମାଁ ହୋଇସାରିଥିଲେ । ନାଧ୍ୟଙ୍କର ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ହୋଇଯାଇଥିଲା ଏବଂ ଏହାପରେ ସେ ଆଇବିଏଫ୍ ମାଧ୍ୟମରେ ପିଲାଜନ୍ମ କରିଥିଲେ । ନାଧ୍ୟଙ୍କ ଗର୍ଭରେ ଏକାସାଙ୍ଗରେ 12 ଭ୍ରୁଣ ସମାପନ କରିଥିବା ଡାକ୍ତର ମାଇକଲ୍ କମରବାଙ୍କ ଲାଇସେନ୍ସ୍ ବି ଛଡାଇ ନିଆଯାଇଥିଲା ।

ଆଇବିଏଫ ଅନୁଯାୟୀ କୋଣସି ଡାକ୍ତର ଜଣେ ମହିଳାଙ୍କ ଗର୍ଭରେ 3ରୁ ଅଧିକ ଭ୍ରୁଣ ସମାପନ କରିପାରିବେ ନାହିଁ । ତେବେ ଡାକ୍ତରଙ୍କ କହିବା ଅନୁସାରେ ନାଧ୍ୟା ନିଜେ କହିଥିଲେ 12 ଭ୍ରୁଣ ସମାପନ କରିବା ପାଇଂ କହିଥିଲେ କିନ୍ତୁ ନାଧ୍ୟାଙ୍କ କହିବା ଅନୁସାରେ ଡାକ୍ତର ବହୁତ ଚତୁରତା ସହିତ ତାଙ୍କୁ ବୋକା ବନେଇ ଏହା କରିଥିଲେ ।

ନାଧ୍ୟାଙ୍କର 8ଟି ପିଲାଙ୍କର ଡେଲିଭରି ମଧ୍ୟ ସହଜରେ ହୋଇନଥିଲା , ତାଙ୍କର ଅପରେସନ କରିବା ପାଇଂ 46 ଡାକ୍ତର ଏବଂ ନର୍ସ ଲାଗିଥିଲେ ଏବଂ ତାଙ୍କର ଡେଲିଭରି 31 ସପ୍ତାହରେ କରିଦିଆଯାଇଥିଲା ।

ଆଜି ନାଧ୍ୟାଙ୍କର ସମସ୍ତ ପିଲା ମାଁଙ୍କର ପୂରା ସହଯୋଗ କରୁଛନ୍ତି । ଏକାସାଙ୍ଗରେ 14 ପିଲାଙ୍କର ଲାଳନପାଳନ କରିବା ମଧ୍ୟ ଏତେ ସହଜ ନୁହେଁ, ନାଧ୍ୟାଙ୍କର ସଂମ୍ପୂର୍ଣ୍ଣ ଦିନ ପିଲାମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବାରେ ହିଁ ସମାପ୍ତ ହୋଇଯାଏ ।

ସେ ତାଙ୍କର ସମସ୍ତ ପିଲାଙ୍କୁ ଠିକ୍ ସମୟରେ ହିଁ ଖାଦ୍ୟ ଖୁଆଇଥାନ୍ତି , 14ପିଲାଙ୍କ ମଧ୍ୟରୁ 13ଜଣ ବିଗନ୍ ଅଟନ୍ତି। ନାଧ୍ୟା ସବୁବେଳେ ଚେଷ୍ଟା କରିଛନ୍ତି କି ତାଙ୍କ ପିଲାମାନଙ୍କର ଲାଳନପାଳନ କେମିତି ଭଲରେ ହେଉ ଏବଂ ସେ ଗୋଟିଏ ସୁଖି ପରିବାର ଚାହାଁନ୍ତି ସେଥିପାଇଁ ତାଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।