Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ହେଲେ ଫେଲ୍ ! ଆପଣ କହିପାରିବେ କି ଏହାର ଉତ୍ତର କଣ ?

ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ , ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଠାରେ ସେମାନେ ଅପମାନିତ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଡିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1–କେଶରୀ ନନ୍ଦନ କେଉଁ ଦେବତାଙ୍କୁ କୁହାଯାଏ ?

ଉତ୍ତର–ହନୁମାନ

2–ରାବଣର ପତ୍ନୀଙ୍କର ନାମ କଣ ଥିଲା ?

ଉତ୍ତର–ମନ୍ଦୋଦରୀ

3–ରାବଣ କାହାକୁ ପରୀସ୍ତ କରି ପୁଷ୍ପକ ବିମାନ ପାଇଥିଲେ ?

ଉତ୍ତର–କୁବେର

4–ଶ୍ରୀ ହନୁମାନଙ୍କର ପୁତ୍ରଙ୍କର ନାମ କଣ ?

ଉତ୍ତର–ମକରଧ୍ୱଜ

5–ଶ୍ରୀ ହନୁମାନଙ୍କର ପତ୍ନୀଙ୍କର ନାମ କଣ ଥିଲା ?

ଉତ୍ତର–ଶୁଭରଚଲା ଦେବୀ

6–କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କର ପିତା ଅଟନ୍ତି ?

ଉତ୍ତର–ରୁକ୍ଷରାଜ

7–ମହର୍ଷି ବାଲ୍ମିକିଙ୍କର ପିଲା ଦିନର ନାମ କଣ ଅଟେ ?

ଉତ୍ତର–ରତ୍ନାକର

8–ଲଙ୍କାରେ ଅଗ୍ନ ସଂଯୋଗ କରିବା ପରେ ହନୁମାର କେଉଁ ପର୍ବତରୁ ସମୁଦ୍ରକୁ ଲମ୍ଫ ପ୍ରଦାନ କରିଥିଲେ ?

ଉତ୍ତର–ଅରିଷ୍ଟ

9–ପିତାମହ ବ୍ରହ୍ମା କେଉଁ ବାୟୁ ବିମାନଟିକୁ କୁବେରଙ୍କୁ ପ୍ରଦାନ କରିଥିଲେ ?

ଉତ୍ତର–ପୁଷ୍ପକ ବିମାନ

10–କେଉଁ ଦେବତାଙ୍କୁ ସର୍ପମାଳି କୁହାଯାଏ ?

ଉତ୍ତର–ଶିବ

11–ଲକ୍ଷ୍ମଣଙ୍କର ଥରକରେ କେତୋଟି ଶର ମାରିବାର କ୍ଷମତା ରହିଥିଲା ?

ଉତ୍ତର–500 ଟି

12–ରାବଣ କାହାଠାରୁ ସିଦ୍ଧିମନ୍ତ୍ର ଲାଭ କରିଥିଲେ ?

ଉତ୍ତର–ବ୍ରହ୍ମା

13–ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିଥିଲେ ?

ଉତ୍ତର–ନିଦ୍ରାସନ

14–ରାମାୟଣର ଦ୍ୱିତୀୟ କାଣ୍ଡଟିର ନାମ କଣ ?

ଉତ୍ତର–ଅଯୋଦ୍ଧା କାଣ୍ଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।