ବଡ ଖବର – ଏହି ଦିନଠୁ ଖୋଲିବ ପ୍ରଥମରୁ – ନବମ ସ୍କୁଲ । ମନ୍ତ୍ରୀ କହିଲେ ଏ ବଡ କଥା , ସ୍କୁଲରେ ପାଠ ପଢୁଥିଲେ ନିଶ୍ଚିତ ଖବରଟି ପଢନ୍ତୁ…..

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣି ରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଆମ ବିଶ୍ୱରେ କରୋନା ମହାମାରୀ କେତେ ଭୟଙ୍କର ରୂପ ଧାରଣ କରିଛି । ତେବେ ସେହି ମହାମାରୀ ପ୍ରାୟତଃ ମାର୍ଚ୍ଚ ମାସର ଲୋକମାନେଙ୍କର ଜୀବନ ,ଶୈଳୀରେ ବହୁତ ପରିବର୍ତ୍ତନ କରିଦେଇଛି । କାରଣ ଏହି ମହାମାରୀ ହେବା କାରଣରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଘରେ ରହିକରି ନିଜକୁ ସୁରକ୍ଷିତ କରିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ।

କରୋନା ମହାମାରୀ ପାଇଁ ଆମ ସରକାର ମାର୍ଚ୍ଚ ମାସ ଠାରୁ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ ଯାହା ଫଳେ ସମସ୍ତ ପ୍ରକାର କାର୍ଯ୍ୟଳୟ , ସ୍କୁଲ , କଲେଜ , ସିନେମା ହଲ , . ବିମାନ ଉଡାଣ , ଦୋକାନ ବଜାର ଆଜି ସବୁ ବନ୍ଦ ରହିଥିଲା ।

କାରଣ ଲୋକମାନେ ଘରେ ରହିଲେ କରୋନା ଆମ ଦେଶରୁ ବାହାରକୁ ଯାଇ ପାରିବ । ମାତ୍ର ଏବେ ଏହିଥିରେ ଟିକେ ସୁଧଧାର ଆସିବା ପରେ ଏବଂ ଦେଶକୁ ତାହାର ଟିକା ମିଳିବା ପରେ ସମସ୍ତ ପ୍ରକାର ଦୋକାନ ବଜାର , ସ୍କୁଲ , କଲେଜ ଖୋଲିବାରେ ଲାଗିଛି ।

ଆପଣ ମାନେ ଜାଣିଛନ୍ତି କି ଜାନୁଆରୀ 8 ରେ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିଥିଲା ଏବଂ ଜାନୁଆରୀ 11 ରେ କଲେଜ ମଧ୍ୟ ଖୋଲିଥିଲା ମାତ୍ର ପ୍ରଥମରୁ ନବମ ଶ୍ରେଣୀର ଛାତ୍ରୀଛାତ୍ରୀ ମାନଙ୍କ ପାଇଁ କେବେ ସ୍କୁଲ ଖୋଲିବ ତାହା ଏବେ ସମସ୍ତଙ୍କର ଚିନ୍ତା ।

କାରଣ ପିଲା ମାନେ ଘରେ ରହିକରି ସମସ୍ତ ପାଠ ଭୁଲିଗଲେଣି ଯେତେ ଅନଲାଇନ କ୍ଲାସ କଲେ ମଧ୍ୟ ସେଥିରେ ବହୁତ ସମସ୍ୟା ଦେଖାଦେଉଛି । ତେବେ ଏହି କରୋନାର ସ୍ଥିତିକୁ ଲକ୍ଷ୍ୟ ରଖି ସରକାର ପ୍ରଥମରୁ ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ।

ଏବେକା ସମୟରେ ସୂଚନା ମିଳିଛି କି ଫେବୃଆରୀ ମାସର ଶେଷ ସୁଦ୍ଧା ପ୍ରଥମରୁ ନବମ ଶ୍ରେଣୀ ପିଲା ମାନଙ୍କର ସ୍କୁଲ ଖୋଲିବା ବୋଲି କହିଛନ୍ତି । ମାତ୍ର ଏ ନେଇ ବିଭାଗୀୟ ମନ୍ତ୍ରୀ ମାନେ କିଛି ମନ୍ତବ୍ୟ ପ୍ରଦାନ କରି ନାହାନ୍ତି ତଥାପି ଜଣାପଡୁଛି କି ବହୁତ ଶୀଘ୍ର ସ୍କୁଲ ଖୋଲିପାରେ ।

ଏହା ସହିତ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ର ସଂଙ୍ଗଠନ ପ୍ରକଳ୍ପ ନିର୍ଦ୍ଦେଶାନୁସାରେ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଟ ଶ୍ରେଣୀ ରେ ନାମ ଲେଖାଇବାକୁ କୁ ଥିବା ଆଦର୍ଶ ଛାତ୍ର ଛାତ୍ରୀ ମାନେ ଫେବୃଆରୀ 20 ସୁଧା ଆବେଦନ କରି ପାରିବେ । ଏଥି ପାଇଁ ଆଦର୍ଶ ବିଦ୍ୟାଳୟ ର ୱେବ୍ ସାଇଟ୍ ରୁ www.oav.edu.in ରୁ ଫର୍ମ ଡାଇନଲୋର୍ଡ କରି ପୂରଣ କରିବା ପରେ ଛାତ୍ର ଛାତ୍ରୀ ମାନେ ଆଦର୍ଶ ବିଦ୍ୟାଳୟ ରେ ଜମା କରିବେ ଏବଂ ଏହା ପରେ ଏହାର ପ୍ରବେଶିକା ପରିକ୍ଷା ପାଇଁ ମାର୍ଚ୍ଚ 8 ରେ ଅନୁଷ୍ଟିତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।