ତ୍ରିରଙ୍ଗା ପତାକା କିଏ ତିଆରି କରିଥିଲେ ? ଏହାର ସଠିକ୍ ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ? ଦମ୍ ଅଛି ତ ଶିଘ୍ର କମେଣ୍ଟ କରନ୍ତୁ

ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଶିକ୍ଷା ଗ୍ରହଣ କରୁଛନ୍ତି , ଶିକ୍ଷା ମାଧ୍ୟମରେ ସେମାନେ ଉନ୍ନତରୁ ଉନ୍ନତ ସ୍ତରରୁ ଯାଇପାରୁଛନ୍ତି । କିଛି ବର୍ଷର କଥା କହିବା ତ ଆପଣ ମାନେ କୌଣସି ସ୍ଥାନକୁ ଏକ ଚାକିରୀ କରିବା ପାଇଁ ଗଲେ ସେଥିରେ ଆପଣଙ୍କର ମାର୍କ ବେସିସରେ ସିଲେକସନ ହେଉଥିଲେ , ଅର୍ଥାତ ଯାହାର ଅଧିକ ମାର୍କ ରହୁଥିଲା ସେ ହିଁ ଚାକିରୀ କରିପାରୁଥିଲା ମାତ୍ର ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଟାରେ ସେମାନେ ଅପମାନିତ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଡିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?

ଉତ୍ତର–ଆଶ୍ରବଣ ଦ୍ୱାରା

2–କେଉଁ ଜିଲ୍ଲାର ପ୍ରଥମ ଏବଂ ଶେଷ ଅକ୍ଷର କାଟିଲେ ଦେବଗଡ ହୋଇଥାଏ ?

ଉତ୍ତର–ଦେବଗଡ

3–ପୃଥିବୀ ସୀର୍ଯ୍ୟ ଚାରିପଟେ ଘୂରିବା ପାଇଁ କେତ ସମୟ ନେଇଥାଏ ?

ଉତ୍ତର–1 ବର୍ଷ

4–କିଏ ଆମ ଶରୀର ଦୂଷିତ ରକ୍ତକୁ ପରିଶ୍କାର କରିଥାଏ ?

ଉତ୍ତର–ଫୁସଫୁସ

5–ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ କେବେ ଗଠିତ ହୋଇଥିଲା ?

ଉତ୍ତର–1936

6–ତ୍ରିରଙ୍ଗା ପତାକା କିଏ ତିଆରି କରିଥିଲେ?

ଉତ୍ତର–ପିଙ୍ଗଲି ଭେଙ୍କୟା

7–ତାହା କଣ ଯାହା ଆମ ପାଖରେ ଅଛି , ହେଲେ ଆମେ ତାକୁ ଦେଖିପାରନ୍ତି ନାହିଁ ?

ଉତ୍ତର – ପ୍ରତିଛବି

8–ସେଇଟା କଣ ଯାହାର କାନ ଧରିଲେ ପାଣି ବାହାରେ କିଛି ନେଇ ନଥାଏ ?

ଉତ୍ତର – ନଳକୂପ

9–ଭିଟାମିନ୍ କେ ର ରାସାୟନିକ ନାମ କଣ ?

ଉତ୍ତର:- ଫିଲୋକ୍ଵନୋନ ହୋଇ ଥାଏ।

10–ଦୁନିଆରେ କେଉଁଠାରେ ମୁଦ୍ରା ସବୁଠାରୁ ଶସ୍ତା ଅଟେ ?

ଉତ୍ତର–ଭିଏତନାମା

11–ମାଉଣ୍ଟ ଏବେରେଷ୍ଟ ଶିଖରରେ ପହଞ୍ଚିଥିବା ପ୍ରଥମ ବାରତୀୟ ମହିଳା କିଏ ?

ଉତ୍ତର–ବଚେନ୍ଦ୍ରିପାଲ

12–କେଉଁଠାରେ ବିସ୍ୱର ସବୁଠୁ ବଡ କୋଠାଘର ରହିଛି ?

ଉତ୍ତର–ବୁର୍ଜ ଖଲିପା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।