ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି ଭଲ ହେବ

ଆଜି ଆମେ ଜାଣିବା ଯେ କିପରି କାଛୁ ଓ କୁଣ୍ଡିଆ ସମସ୍ୟା ରୁ ଘରୋଇ ଉପଚାର ଦ୍ଵାରା ମୁକ୍ତି ପାଇବା । ତେବେ ଏହି ଉପାୟ ଟି ଅତି ସରଳ ଓ ସହଜ ଅଟେ ଏହା କୁ ପ୍ରସ୍ତୁତ କରିବା ମଧ୍ୟ ବହୁତ୍ ସହଜ ଅଟେ । ତେବେ ଆସନ୍ତୁ ଜାଣିବା । ତେବେ କୁଣ୍ଡିଆ ସମସ୍ୟା କୁ ଭଲ କରିବା ପୂର୍ବରୁ କୁଣ୍ଡିଆ କେଉଁ ସବୁ କାରଣ ରୁ ହୁଏ ଆସନ୍ତୁ ପ୍ରଥମେ ଜାଣିବା । କାରଣ ଏହାର କାରଣ ଜାଣିଲେ ଆମେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଜାଣିବା –

ପ୍ରଥମେ , ଯଦି ଆମେ ଅପରିଷ୍କାର ରହିବା କିମ୍ବା ଆମର ପ୍ରାଇଭେଟ୍ ପାର୍ଟ କୁ ଭଲ ଭାବରେ ସଫା କରିବା ନାହିଁ ତେବେ ଏହା ଏକ ବଡ଼ କାରଣ କୁଣ୍ଡିଆ ହେବାର ।

ଦ୍ଵିତୀୟ ରେ , ଯଦି ଆମେ ଅନ୍ୟ ମାନଙ୍କ ର ଟାଉଲ୍ , ଗାମୁଛା ଆଦି ବ୍ୟବହାର କରିବା ଦ୍ଵାରା ଆମର ଏହି ସଂକ୍ରମଣ ର ଶିକାର ହୋଇ ଥାଉ ।

ତୃତୀୟ ରେ ଯଦି ଆମେ ସଂକ୍ରମଣ ହୋଇ ଥିବା ସ୍ଥାନ ରେ ବାରମ୍ବାର ସାବୁନ୍ ର ବ୍ୟବହାର କରୁ ତେବେ ମଧ୍ୟ ଏହି ସଂକ୍ରମଣ ଅଧିକ ହୁଏ।

ତେବେ ଏବେ ଆସନ୍ତୁ ଜାଣିବା ଆମେ ଏହି ସଂକ୍ରମଣ ରୁ ମୁକ୍ତି ପାଇବା ।

ତେବେ ଏହି ଘରୋଇ ଉପଚାର ଟି ଅତି ସରଳ ଓ ସହଜ ଅଟେ ଓ ଏହି ଉପଚାର ର ପ୍ରୟୋଗ ଦ୍ଵାରା ଆପଣ ନିଜ କଛୁ କୁଣ୍ଡିଆ ରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମେ ଅମୃତ ଭଣ୍ଡା ଆବଶ୍ୟକ ଯାହା ଆପଣ ଙ୍କୁ ଅତି ସହଜ ରେ ମିଳି ଯିବ ଆପଣ ଙ୍କ ପାଖା ମାର୍କେଟ ରେ ।ତେବେ ଆପଣ ଙ୍କୁ ଏକ କଞ୍ଚା ଅମୃତ ଭଣ୍ଡା ନେବା ପାଇଁ ପଡ଼ିବ । ଏହି କଞ୍ଚା ଅମୃତ ଭଣ୍ଡା କୁ ଆପଣ ଧୋଇ ଏହାର ଚୋପା କୁ ଭଲ ଭାବରେ ଛେଲି ଦିଅନ୍ତୁ ।

ଏହାକୁ ଛେଲି ସରିବା ପରେ ଏହାକୁ ଚାରି ଭାଗ କରି କାଟି ଏହାର ଏକ ଭାଗ ନିଅନ୍ତୁ ଓ ସେହି ଏକ ଭାଗ କୁ ଭଲ ଭାବରେ ପେଶି ଦିଅନ୍ତୁ । ଏହା କୁ ପେଶି ସାରିବା ପରେ ଏହାକୁ ଏକ ସଫା ପାତ୍ର ରେ ନିଅନ୍ତୁ । ଏହା ପରେ ଏଥିରେ ଆପଣ ଅଧା ଚାମଚ୍ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ହଳଦୀ ମିଶାଇ ସରିବା ପରେ ଏଥିରେ ଏକ ଭିଟାମିନ E କ୍ୟପ୍ସୂଲ୍ ମିଶାନ୍ତୁ ।

ଏହି କ୍ୟପ୍ସୁଲ୍ ଆପଣ ଙ୍କୁ ଅତି ସହଜ ରେ ଆପଣ ଙ୍କ ପାଖ ମେଡ଼ିସିନ୍ ଷ୍ଟୋର ରୁ ମିଳି ଯିବ । ଏହା କୁ ମିଶାଇ ସାରିବା ପରେ ଏଥିରେ ଆଉ ଏକ ସାମଗ୍ରୀ ଆବଶ୍ୟକ ତାହା ହେଇଛି ଆଲୋବରା ଜେଲ୍ । ଏହି ଏଲବରା ଜେଲ୍ କୁ ଆପଣ ଅଧା ଚାମଚ୍ ମିଶାଇ ଦିଅନ୍ତୁ । ତେବେ ଏହି ସାମଗ୍ରୀ କୁ ଆପଣ ଭଲ ଭାବରେ ଗୋଳାନ୍ତୁ ଯେପରିକି ଏହାର ସମସ୍ତ ପୋଷାକ ତତ୍ତ୍ଵ ଏଥିରେ ଭଲ ଭାବରେ ମିଶି ଯିବ ।

ତେବେ ଆପଣ ଙ୍କ ର ଉପଚାର ପ୍ରସ୍ତୁତ ହୋଇ ଗଲା । ଆପଣ ଏହାକୁ ବର୍ତ୍ତମାନ ସଂକ୍ରମଣ ହୋଇ ଥିବା ସ୍ଥାନ ଯେଉଁଠି ଆପଣ ଙ୍କ କାଚ୍ଛୁ କୁଣ୍ଡିଆ ଆଦି ହୋଇ ଅଛି ସେଠାରେ ଲଗାଇ ଦିଅନ୍ତୁ । କହି ରଖୁଛି ଯେ ଏହାର କୌଣସି ପାର୍ଶ୍ଵ ପ୍ରଭାବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।