ଯୁବତୀଙ୍କର ରାସ୍ତା ମଝିରେ ପ୍ରଥମ ଥର ହେଲା ଋତୁସ୍ରାବ, ତା ପରେ ଜଣେ ପୁଅଟି ଏମିତି କିଛି କଲା ଜାଣିଲେ ଆପଣ ମଧ୍ୟ ସେହି ପୁଅକୁ ଏମିତି ପ୍ରସଂଶା କରିବେ କଳ୍ପନା କରିହେବନି

ଭଗବାନଙ୍କର ସୃଷ୍ଟିରେ ନାରୀ ଜାତି ଏମିତି ଏକ ଜାତି ହୋଇଥାଏ ଯାହା ପାଖରେ ଦୟା , କ୍ଷମା , ଭଲପାଇବା , ଧୌର୍ଯ୍ୟଶକ୍ତି ଭରପୁର ମାତ୍ରାରେ ଭରିକରି ରହିଥାଏ । ଭଗବାନ ଏ ସୃୃଷ୍ଟିରେ ମନୁଷ୍ୟକୁ ତିନି ପ୍ରକାର ଜାତିରେ ବିଭକ୍ତ କରିଛନ୍ତି ଯାହା ହେଉଛି ପୁରୁଷ ଜାତି , ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର । ତେବେ ଏହି ତିନି ପ୍ରକାର ଜାତିର କିଛି ବିଶେଷ ଗୁଣ ରହିଛି । ଏମାନଙ୍କର ରଙ୍ଗ , ଢଙ୍ଗ , ଚାଲିଚଳଣୀ ସବୁଥିରେ ଫରକ ଦେଖିବାକୁ ମିଳିଥାଏ । ଏହି ସମସ୍ତ ଜାତିରୁ ନାରୀ ଜାତିର ଏକ ନୂତନ ଏବଂ ସ୍ୱତନ୍ତ୍ର ଗୁଣ ରହିଛି ।

ତେବେ ଆଜି ଆମେ ସେହି ପ୍ରକାର ଗୁଣରୁ ଏପରି ଏକ ଗୁଣ ବିଷୟରେ କହିବୁ ଯାହା ପାଇଁ ଜଣେ ନାରୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମାତ୍ର ପରେ ଏମିତି ଜଣେ ମନୁଷ୍ୟ ସହ ଦେଖା ଦୋଇଥିଲେ କି ତାଙ୍କର ସମସ୍ୟାକୁ ସେ ଦୂର କରିଥିଲେ ।

ଆପଣ ମାନେ ତ ଜାଣିଛନ୍ତି ପ୍ରତ୍ୟେକ ନାରୀ ମାନଙ୍କର ମାସିକ ଧର୍ମ ବା ପିରିୟଡ୍ସ ହୋଇଥାଏ , ଏହା ନାରୀ ମାନଙ୍କର ଗର୍ଭଧାରଣ କ୍ଷମତାକୁ ସୂଚାଇଥାଏ । ମହିଳା ମାନେ ଏହି କାରଣରୁ ମଧ୍ୟ ଶାରିରୀକ ଏବଂ ମାନସିକ କାରଣରୁ ପୁରୁଷ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ମାତ୍ର ନାରୀ ମାନଙ୍କର ଏହି ଧର୍ମ ଯେତେବେଳେ ପ୍ରଥମ ଥର ପାଇଁ ହୋଇଥାଏ ତେବେ ତାହା ବହୁତ ଅସୁବିଧା ହୋଇଥାଏ ।

କାରଣ କେତେବେଳେ କେଉଁ ସମୟରେ ଏହା ହେବ ତାହା ତ କେହି ଜାଣିନଥାନ୍ତି , ଯାହା ଦ୍ୱାରା କି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାରଣ ସେମିତି ଏକ କଥା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।


ସୂଚନା ଅନୁସାରେ ଜଣେ କୌଣସି ଜିନିଷ ଆଣିବା ପାଇଁ ତାର ଘର ଠାରୁ 3 କିମି ଦୂର ମାର୍କେଟକୁ ଯାଇଥିଲା ଏହ ସମୟରେ ତାର ପ୍ରଥମ ଥର ପାଇଁ ମେନ୍ସ ହୋଇଛି । ତେବେ ସେହି ସମୟରେ ସେ ଏକ ଧଳା ରଙ୍ଗର ଡ୍ରେସ ମଧ୍ୟ ପିନ୍ଧିଛି ତେବେ ମେନ୍ସ ହେବା ପରେ ତାର ଡ୍ରେସରେ ଲାଲ ରଙ୍ଗ ଲାଗିଯାଇଛି । ଝିଅଟିର ଏପରି ଅବସ୍ଥା ଦେଖି ପ୍ରତ୍ୟେକ ଲୋକମାନେ ତାହାକୁ ଘୂରି ଚାହିଁଛନ୍ତି ।

ଲୋକମାନଙ୍କର ଏପରି ଦେଖିବା ଦେଖି ଝିଅଟି କଣ କରିବ ଭାବି ଏକ ସ୍କୁଟି ପାଥରେ ଯାଇ ଛିଡାହୋଇଛି । ଏହା ପରେ କୌଣସି ବ୍ୟକ୍ତି ସେହି ଝିଅଟିକୁ ଅନୁଧ୍ୟାନ କରିଛି ଏବଂ ତାର ପାଖକୁ ଆସିଛି ଏହା ପରେ ସେ ଝିଅକୁ ତାର ମସସ୍ତ ଅସୁବିଧା ବିଷୟରେ ପଚାରିଛି ।

ଏହା ପରେ ସେ ବ୍ୟକ୍ତି ଜଣକ ଝିଅଟିର କଥା ଶୁଣି ପାଖରେ ଥିବା ଜଣେ ମହିଳାଙ୍କୁ ଡାକିଛନ୍ତି ଏବଂ ଝିଅଟିର ଅସୁବିଧା କହିଥିଲେ ସବୁ କଥା ଶୁଣିବା ପର ସେ ଝିଅଟି ତାହାକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ପରେ ସେହି ବ୍ୟକ୍ତିଟି ପେଡ ଆଣିବାକୁ ଯାଇଛନ୍ତି ଏବଂ ଆଣିବା ପରେ ପାଖରେ ଥିବା ଏକ ସୋରୁମର ବାଥରୁମକୁ ନେଇ କରି ତାହାକୁ ଚେଞ୍ଜ କରିବା ପାଇଁ କହିଛନ୍ତି । ଏହା ପରେ ସେହି ବ୍ୟକ୍ତିଟି ତାଙ୍କୁ ଏକ ଟେକ୍ସି ଭଡା କରି ତାଙ୍କ ଘର ପାଖରେ ପହଞ୍ଚାଇ ଦେଇଛନ୍ତି ।

ତେବେ ଏହି ସମସ୍ତ ଘଟଣାରୁ ଆମେ ଜାଣିପାରୁଛୁ କି ଏବେ ମଧ୍ୟ ଆମ ସମାଜରେ ଭଲ ଲୋକମାନେ ରହିଛନ୍ତି । ଯେଉଁ ମାନେ କି ଅନ୍ୟର ଅସୁବିଧା ଦେଖିଲେ ସାହାର୍ଯ୍ୟ କରିବା ପାଇଁ ଆଗୋଇ ଆସିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।