ଅପୂର୍ବ ମିଳନ ସ୍ବପ୍ନ ରେ ଆସି କହିଲେ ” ମତେ ସାତ ହାତ ତଳୁ ବାହାର କର ” ଦେବୀ ମା ଙ୍କର ଅଭୂତପୂର୍ବ ଲୀଳା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

କୁହାଯାଏ କି ସମଗ୍ର ବିଶ୍ୱରେ ଭାରତର ପରମ୍ପରା ଏବଂ ଈଶ୍ୱର ଭକ୍ତି ଅନ୍ୟତମ ଅଟେ । କାହିଁକିନା ଏଠାରେ ଅନେକ ଦେବାତ ମାନେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ଅନେକ ମନ୍ଦିର ମାନ ମଧ୍ୟ ରହିଛି । କାରଣ ମନ୍ଦିର ହେଉଛି ଦେବତା ମାନଙ୍କର ସ୍ଥାନ ଏବଂ ମନ୍ଦିର ଗଲେ ଆମ ମାନଙ୍କର ସମସ୍ତ ପାପ କ୍ଷୟ ହୋଇଥାଏ । ଏହା ସହିତ ଭଗବାନଙ୍କୁ ସ୍ମରଣ ତରିବା ଦ୍ୱାରା ଆମକୁ ଶାନ୍ତି ମଧ୍ୟ ମିଳିଥାଏ , ଯେଉଁଥିପାଇଁ ଆମେ ଆମର ମନର ଶାନ୍ତି ଏବଂ ଦୁଃଖକୁ ଭଗବାନଙ୍କୁ ଜଣେଇବା ପାଇଁ ମନ୍ଦିରକୁ ଯାଇଥାଉ ।

ଏହା ସହିତ ଆପଣ ମାନେ ତ ଜାଣିଛନ୍ତି କି ଭଗବାନଙ୍କର ଅନେକ ରୂପ ରହିଛି ତେବେ ସେ କେଉଁ ସମୟରେ ନିଜ ଭକ୍ତକୁ କେଉଁ ରୂପରେ ଦେଖାଦେବେ ତାହା ସେ ହିଁ ଜାଣିଛନ୍ତ । ମାତ୍ର ତାଙ୍କର ଭକ୍ତ କୌଣସି ଅଭାବ ଅସୁବିଧାରେ ତାଙ୍କର ନାମ ସ୍ମରଣ କଲେ ସେ ଭକ୍ତକୁ ନିସ୍ଚିତ ରୂପରେ ସାହାର୍ଯ୍ୟ କରିଥାନ୍ତି , ତେବେ ତାଙ୍କର ମହିମା ଅପାର ଏବଂ ସେହି ମହିମାକୁ ବୁଝିବା ମଧ୍ୟ ବହୁତ କଷ୍ଟକର ଅଟେ ।

ଭଗବାନଙ୍କୁ ଅନେକ ରୂପରେ ପୂଜା କରାଯାଏ କେଉଁ କେଉଁ ସ୍ଥାନରେ ବୃକ୍ଷଙ୍କୁ ମଧ୍ୟ ଭଗବାନଙ୍କର ରୂପ କହି ପୂଜା କରାଯାଏ ଏପରିକି ଅନେକ ସ୍ଥାନରେ ପଥର ମୂର୍ତ୍ତିରେ ମଧ୍ୟ ଭଗବାନ ବାସ କରନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଏକ ଘର ଭିତରୁ ବାହାରିଲେ ମା , ଯାହା ଦ୍ୱାରା ଘରେ ରହିଲା ନାହିଁ କିଛି ଅଭାବ ଅସୁବିଧା ।

ଜଗତସିଂହପୁରର ରେ ଏକ ମହିଳାଙ୍କର ଘର 1982 ମସିହାରେ ବନ୍ୟା ଯୋଗୁଁ ଘର ଭାଙ୍ଗି ଯାଇଥିଲା । ତେବେ ତାହା ପରେ ସେ ସେହି ଭଙ୍ଗା ଘର ପାଖରେ ପକ୍କାଘର କରିବାକୁ ଆରମ୍ଭ କରିଥିଲେ ।

ପକ୍କାଘର କରିବା ସମୟରେ ଯେତେବେଳେ ସେହି ଘରକୁ ଭାଙ୍ଗିଥିଲେ ତେବେ ମହିଳା ଜଣକୁ କେହି କହିଥିଲା କି ମୁଁ ଏହି ଘରେ କୋଣ ପାଖରେ ରହିଛି ମୋତେ ସାତ ହାତ ଖୋଳି ବାହାର କର । ମାତ୍ର ମହିଳା ଜଣକ ସେହି କଥାକୁ ବୁଝି ପାରିନଥିଲେ । ମାତ୍ର ମହିଳା ଜଣକ ସେହି କଥା ଅନୁସାରେ ତିନି ହାତ ଖୋଳିଥିଲେ କିଛି ନବାହାରିବାରୁ ସେ ତାକୁ ମିଛ ବୋଲି ଭାବିଥିଲେ ।

ମାତ୍ର କିଛି ଦିନ ଗଲା ପରେ ଦେଖିବାକୁ ମିଳିଲା କି ସେହି ଖୋଳା ଯାଇଥିବା ଦାଗାରେ ଏକ ଉଇ ହୁଙ୍କା ଦେଖାଗଲା ଏବଂ ଏକ ତ୍ରିଶୂଳ ମଧ୍ୟ ଦୃଶ୍ୟମାନ ହେଲା , ଏପରି ଏକ ଦୃଶ୍ୟ ଦେଖି ମହିଳା ଜଣକ ଆଉ ସେଠାରେ ନଖୋଲି ତାହାକୁ ପୂଜା କରିବା ଆରମ୍ଭ କରିଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହି କି ପ୍ରତିବର୍ଷ ସେହି ଉଇହୁଙ୍କା ବଢିବାରେ ଲାଗିଥାଏ । ଏହା ସହ ସେହି ମହିଳା ଜଣକ କବହିଛନ୍ତି କି ସେ ପୂଜା କରିବା ପରଠାରୁ ତାଙ୍କର ଘରେ କୌଣସି ଅସୁବିଧା ବା ଅଶାନ୍ତି ନାହିଁ ପରିବାର ସୁଖ ଶାନ୍ତିରେ ସର୍ବଦା ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।