ହାଇକୋର୍ଟ ଦେଲେ ବଡ ରାୟ ! କୌଣସି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଉକ୍ତ ମହିଳା ଓ ପୋଲିସଙ୍କୁ ୨୪ ଘଣ୍ଟା ପୂର୍ବରୁ ସୂଚନା ଦେବା ବାଧ୍ୟତାମୂଳକ ! ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ….

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାହିଁକିନା ଏହା ଆପଣଙ୍କର ଦୈନଦୀନ ଜୀବନରେ ବହୁତ ମାତ୍ରାରେ ପ୍ରଭାବ ପକାଇଥାଏ । ଆପଣ ମାନେ ତ ଜାଣିଛନ୍ତି ଆଜିର ସମାଜରେ ଲୋକମାନେ କେତେ ମାତ୍ରାରେ ଆକ୍ଟିଭ ହୋଇଗଲେଣି , ତେବେ ଏବେ କୋର୍ଟ ଏପରି ଏକ ନିଷ୍ପତ୍ତି ନେଇଛନ୍ତି କି ଯାହା ସମସ୍ତଙ୍କ ପାଇଁ ଚିନ୍ତାର କରାଣ ପାଲଟିଛି ।

କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏବେ ଯଦି କୌଣସି ମହିଳା ମହ ଜଣେ ଯୁବକ ଶାରିରୀକ ସଂପର୍କ ରଖିବା ପାଇଁ ଚାହାନ୍ତି ତେବେ ଉକ୍ତ ମହିଳାଙ୍କୁ ତାର 24 ଘଣ୍ଟା ଆଗରୁ ପୋଲିସ ନିକଟରେ ତାହାର ସୂଚନା ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ।

ତେବେ ଏହା ଶୁଣି ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ମାତ୍ର ଏହି ନିଷ୍ପତ୍ତି ବ୍ରିଟେନରେ ଚାଲିଥିବା ଏକ ମାମଲାରେ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ପାଇଁ ସେ ଏପରି ଏକ ନିଶ୍ପତ୍ତି ଗ୍ରହଣ କରିଛନ୍ତି ।

ଇଂଲଣ୍ଡର ଡେଲି ମେଲ ରିର୍ପୋଟ ଅନୁସାରେ ଲଣ୍ଡନରେ ଏକ ଯୁବକ ଡୀନ ଡାୟାରଙ୍କ ବିରୁଦ୍ଧରେ ଅନେକ ଯୌନ ଶୋଷଣ ମାମଲା ରହିଛି । ରିପୋର୍ଟ ଅନୁସାରେ, ଯୁବକ ଜଣଙ୍କ ଯୌନ ପିପାଶୁ ଏହା ସହିତ ସେହି ଯୁକ ଜଣକ 14 ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଯୌନ ଅପରାଧ ଜନିତ7 ଟି ମାମଲା ଯୁବକଙ୍କ ନାଁରେ ରହିଛି ।

ଏହା ସହିତ ସେହି ଡନ ଡାୟାର ଏକ ମହିଳାଙ୍କର ସହିତ ଅଶାଳୀନ ବ୍ୟବହାର କରିଥିଲେ ଯେତେବେଲେ ମହିଳା ଜଣକ ତାଙ୍କ ବିରୁଦ୍ଧରେ ଗଲେ ସେହି ସମୟରେ ସେ ତାଙ୍କୁ ଦୁଷ୍କର୍ମ କରିବାର ଧମକ ମଧ୍ୟ ଦେଇଥିଲେ।ଡନ ଡାୟାରଙ୍କ ବିଷୟରେ ଏପରି ସମସ୍ତ ମାମଲାକୁ ଶୁଣିବା ପରେ ବ୍ରିଟେନ ୱେଷ୍ଟମିନିଷ୍ଟର କୋର୍ଟ କହିଛନ୍ତି ଯେ ଯଦି ସେହି ଯୁବକ କୌଣସି ମହିଲା ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଚାହାନ୍ତି ତେବେ ତାର 24 ଘଣ୍ଟା ଆଗରୁ ପୋଲିସ ପାଖରେ ଉକ୍ତ ମହିଳାଙ୍କୁ ସୂଚନା ପ୍ରଦାନ କରିବାକୁ ପଡିବ । ଏହା ସହିତ ସେ ଶାରିରୀକ ସଂପର୍କ ରଖିବା ସମୟରେ କୌଣସି ପ୍ରକାର ଅଶାଳୀନ ଗାଳି ମଧ୍ୟ ଦେଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ସେ କୋର୍ଟର କଥାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ବିର୍ଟେନରେ ଏହା ହେୁଛି ବହୁତ ସାଧାରଣ ଆଦେଶ ତେବେ ଏହି ଆଦେଶ ସମସ୍ତଙ୍କ ପାଇଁ ନୁହେଁ ମାତ୍ର ଏହା ସେମାନଙ୍କୁ ପ୍ରଦାନ କରାଯାଏ ଯେଉଁ ମାନେ ପ୍ରକୃତରେ ଦୋଷୀ ହୁଅନ୍ତି ନାହିଁ ମାତ୍ର ସେମାନଙ୍କ ଦ୍ୱାରା ସମାଜ ବହୁତ କ୍ଷତି ହୋଇଥାଏ ସେମାନଙ୍କୁ ଏପରି ଆଦେଶ ପ୍ରଦାନ କରାଯାଇଥାଏ ।